himachal pradesh

ଜଳୁଛି ହିମାଚଳର ସୋଲନ ଜଙ୍ଗଲ, ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଚେଷ୍ଟା

ଜଳୁଛି ଜଙ୍ଗଲ । ଦେଶର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଥମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଓ ଜମ୍ମୁ ପରେ ଏବେ ହିମାଚଳ ପ୍ରଦେଶର…

2 days ago

ହୋଲି ପୂର୍ବରୁ ଅଘଟଣ: ଝରଣାରେ ଗାଧୋଉଥିବା ବେଳେ ଧସିଲା ପାହାଡ, ୨ ମୃତ ୭ ଆହତ

ହିମାଚଳ ପ୍ରଦେଶର ଉନ୍ନାର ହୋଲା ମୋହଲ୍ଲାରେ ହୋଲି ମହୋତ୍ସବ ଚାଲିଥିବା ବେଳେ ଭୂସ୍ଖଳନ ଘଟିବାରୁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଏହା ବ୍ୟତୀତ ଅନ୍ୟ ୭ଜଣ…

3 months ago

ହିମାଚଳ ପ୍ରଦେଶରେ ରାଜନୈତିକ ହଙ୍ଗାମା: ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ୧୫ ବିଜେପି ବିଧାୟକ ନିଲମ୍ବିତ

ହିମାଚଳ ପ୍ରଦେଶରେ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂ ସୁଖୁଙ୍କ ନେତୃତ୍ବ ବିରୋଧରେ ତେଜୁଛି କଂଗ୍ରେସ ଅସନ୍ତୋଷ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ…

4 months ago

ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କ ପତ୍ନୀଙ୍କ ବିୟୋଗ, ହୃଦ୍‌ଘାତରେ ତ୍ୟାଗ କଲେ ଶେଷ ନିଃଶ୍ୱାସ

ହିମାଚଳ ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀଙ୍କ ପତ୍ନୀ ପ୍ରଫେସର ସିମି ଅଗ୍ନିହୋତ୍ରୀଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟାରେ ଡେପୁଟି ସିଏମ୍‌ ନିଜ ଫେସବୁକ…

4 months ago

ହିମାଚଳ: ପରଫ୍ୟୁମ୍‌ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଫସିଛନ୍ତି ୨୦ ଶ୍ରମିକ; ଛାତ ଉପରୁ ଡେଇଁ ପଡ଼ିଲେ ୩ ମହିଳା

ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ଏକ ପରଫ୍ୟୁମ୍‌ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଲ୍ଡିଂ ଭିତରେ ପାଖାପାଖି ୨୦ ଜଣ ଶ୍ରମିକ ଫସି ରହିଥିବା ସୂଚନା…

5 months ago

ହିମାଚଳରେ ତୁଷାରପାତ ପରେ ଫିଟିଲା ପାଗ, ବଢ଼ିଲା ଦୁର୍ଦ୍ଦଶା; ୪ NH ସମେତ ୭୨୦ଟି ରାସ୍ତା ବନ୍ଦ

ହିମାଚଳ ପ୍ରଦେଶରେ ପାଗ ଫିଟିିଛି । ହେଲେ ସମସ୍ୟା ବଢ଼ିଯାଇଛି । ରାଜ୍ୟରେ ପ୍ରବଳ ତୁଷାରପାତ ପରେ ୪ ଜାତୀୟ ରାଜପଥ ସମେତ ୭୨୦ଟି ରାସ୍ତା ବନ୍ଦ…

5 months ago

ଜାନୁୟାରୀ ୨୨ ପାଇଁ ହିମାଚଳ ପ୍ରଦେଶରେ ପୂରା ଦିନ ଛୁଟି ଘୋଷଣା; ମୁଖ୍ୟମନ୍ତ୍ରୀ କହିଲେ, ‘ଘରେ ଘରେ ଜଳାଅ ଦୀପ’

ଜାନୁୟାରୀ ୨୨ରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ରାଜ୍ୟମାନଙ୍କରେ ଛୁଟି ଘୋଷଣା କରାଯାଉଛି । କିଛି ରାଜ୍ୟରେ ପୂରା ଦିନ ଅବକାଶ ଘୋଷଣା…

5 months ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଖାଇକୁ ଖସିଲା ଜିପ୍‌, ୬ ମୃତ

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଶିମଲାର ସୁନ୍ନୀ ଅଞ୍ଚଳରେ ଏକ ଜିପ୍‌ ଖାଇକୁ ଖସିପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ…

7 months ago

ହିମାଚଳର କରସୋଗରେ ବଡ଼ ଦୁର୍ଘଟଣା, ଖାଇରେ ଖସିଲା ସୁମୋ ଗାଡ଼ି; ୪ ମହିଳାଙ୍କ ସମେତ ୫ ମୃତ

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କରସୋଗର ଅଲ୍‌ସିଣ୍ଡିରେ ଏକ ଟାଟା ସୁମୋ ଖାଇକୁ ଖସି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି…

8 months ago

ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ପଠାଗଲା ଦିଲ୍ଲୀ AIIMS, ଅଗ୍ନାଶୟ ରୋଗରେ ପୀଡ଼ିତ

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ରେଫର୍ କରାଯାଇଛି। ଏ ପର୍ଯ୍ୟନ୍ତ ସେ…

8 months ago

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ସୂଚନା ମୁତାବକ, ପେଟରେ ଯନ୍ତ୍ରଣା ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ଶିମଲାସ୍ଥିତ ଇନ୍ଦିରା…

8 months ago

ହିମାଚଳରେ ତୁଷାରପାତ, ମନାଲି-ଲେହ ରାଜପଥ ବନ୍ଦ; ଫସିଥିବା ଲୋକଙ୍କୁ କେଲାଙ୍ଗରେ ଅଟକି ରହିବାକୁ ପରାମର୍ଶ

ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। କେତେକ ଜିଲ୍ଲାରେ ବର୍ଷା ହେତୁ ଯାତାୟାତ ବନ୍ଦ ହେବା କଥା ମଧ୍ୟ ସାମ୍ନାକୁ ଆସିଛି। ଲାହୋଲ ଏବଂ…

8 months ago