hirakud dam

କାହାର ସର୍ବନାଶ ତ କାହାର ପୁଷ ମାସ, ହୀରାକୁଦରୁ ନିଷ୍କାସିତ ଜଳ ଦେଖିଲେ ଭୟ ଲାଗୁଛି, କିନ୍ତୁ ବେଫିକର ହୋଇ ମାଛ ଧରୁଛି ଧିବର

ସମ୍ବଲପୁର(କେନ୍ୟୁଜ୍):  ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଞ୍ଚଳରେ ଚାଲିଛି ବେଧଡକ ମାଛଧରା । ଡ୍ୟାମରୁ ଉଗ୍ର ରୂପଧରି  ନିଷ୍କାସିତ ହେଉଥିବା ପାଣିକୁ ଯିଏ ଦୂରରୁ ଦେଖିବ ଡରିଯିବ। କିନ୍ତୁ ଏହି…

4 years ago

ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଖୋଲିଲା,ସମ୍ବଲପୁର ସହରରେ ପଶିଲା ମହାନଦୀ ପାଣି

କେନ୍ୟୁଜ୍(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଆଉ ୨ ଗେଟ୍‌ ଖୋଲିଲା। ୪୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ବାମରୁ ୨୯ ଓ ଡାହାଣରୁ ୧୫ଟି ଗେଟ୍‌ ଖୋଲା…

4 years ago

ହୀରାକୁଦ ଜଳଭଣ୍ଡାରରୁ ୪୪ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟା ଜଳ, ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ଉପରେ ୪ ଫୁଟର ପାଣି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ୪୪ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ଉପରେ ୪ ଫୁଟର ପାଣି ଚାଲୁଛି। ସହରର ଅନେକ…

4 years ago

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪୦ଟି ଗେଟ୍

କେନ୍ୟୁଜ୍(ବ୍ୟୁରୋ):  ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪୦ଟି ଗେଟ୍‌ ।  ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଥିବାରୁ ଏହି ଆଶଙ୍କା…

4 years ago

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌, ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬ଲକ୍ଷ ୬୦ ହଜାର କ୍ୟୁସେକ୍‌ ଜଳ କରୁଛି ପ୍ରବେଶ

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୪.୦୮ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬ଲକ୍ଷ ୬୦ ହଜାର…

4 years ago

ପ୍ରବଳ ବର୍ଷା ଯୋଗୁ ବଢିଲା ହୀରାକୁଦ ଜଳସ୍ତର, ପୁଣି ଖୋଲିଲା ୧୫ଟି ଗେଟ୍

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦର ୧୫ଟି ଗେଟ୍‌। ଗତକାଲି ୧୩ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଜଳସ୍ତର ବଢିବାରୁ ପୁଣି ୨ଟି ଗେଟ୍‌…

4 years ago

ବର୍ତ୍ତମାନ ହୀରାକୁଦର ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର:  ବନ୍ଦ ହେଉଛି ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍‌। ଉପରମୁଣ୍ଡରେ ବର୍ଷା କମିବା ଫଳରେ ଖୋଲା ରହିବା ଗେଟ୍ ଭିତରୁ ଏବେ ୧୦ଟି ଗେଟ୍‌…

4 years ago

ବନ୍ଦ ହେଲା ହୀରାକୁଦର ୫ଟି ଗେଟ୍, ବର୍ତ୍ତମାନ ୧୫ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର(କେନ୍ଯୁଜ୍): ଉପରମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳଭଣ୍ଡାର କତ୍ତୃପକ୍ଷ ୫ଟି ଗେଟ ବନ୍ଦ କରିଛନ୍ତି। ବର୍ତ୍ତମାନ ୧୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରିରହିଛି। ବର୍ତ୍ତମାନ…

4 years ago

ଧିରେ ଧିରେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହେଉଛି ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର: ଧିରେ ଧିରେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି ।  ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ…

4 years ago

ଲଗାଣ ବର୍ଷା ଫଳରେ ପୁଣି ଖୋଲିଲା ହୀରାକୁଦ ଗେଟ୍, ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୨ଲକ୍ଷ ୧୨୪ଫୁଟର ପାଣି

ସମ୍ବଲପୁର: ପ୍ରବଳ ବର୍ଷା କାରଣରୁ ଖୋଲିଲା ହୀରାକୁଦ ଗେଟ୍‌ । ଉପର ଓ ତଳ ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଖୋଲିଲା ହୀରାକୁଦ ଗେଟ୍‌ । ଏବେ ମୋଟ…

4 years ago

ଖୋଲିଲା ହୀରାକୁଦର ୮ ଟି  ଗେଟ୍,ତଳିଆ ଆଞ୍ଚଳର ଲୋକେ ଆତଙ୍କିତ

କେନ୍ୟୁଜ୍(ବ୍ୟୁରୋ):  ଖୋଲିଲା ହୀରାକୁଦର ୮ ଟି  ଗେଟ୍। ଗତ କାଲି ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୮.୫୦ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରର ଉପର ମୁଣ୍ଡରେ…

4 years ago

ବଢିଚାଲିଛି ହୀରାକୁଦ ଜଳସ୍ତର, ପୁଣି ଖୋଲିଲା ଆଉ ଏକ ଗେଟ୍

କେନ୍ଯୁଜ୍: ହୀରାକୁଦ ଡ୍ଯାମର ଗୋଟିଏ ଗେଟ୍ ଖୋଲିଲା । ଏହାକୁ ମିଶାଇ ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ଯାମ୍ ଜଳ ନିଷ୍କାସନ ହେଉଛି। ସୂଚନା ମୁତାବକ…

4 years ago