Browsing Tag

hirakud dam

କାହାର ସର୍ବନାଶ ତ କାହାର ପୁଷ ମାସ, ହୀରାକୁଦରୁ ନିଷ୍କାସିତ ଜଳ ଦେଖିଲେ ଭୟ ଲାଗୁଛି, କିନ୍ତୁ ବେଫିକର ହୋଇ ମାଛ ଧରୁଛି…

ସମ୍ବଲପୁର(କେନ୍ୟୁଜ୍):  ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଞ୍ଚଳରେ ଚାଲିଛି ବେଧଡକ ମାଛଧରା । ଡ୍ୟାମରୁ ଉଗ୍ର ରୂପଧରି  ନିଷ୍କାସିତ ହେଉଥିବା ପାଣିକୁ ଯିଏ ଦୂରରୁ ଦେଖିବ ଡରିଯିବ। କିନ୍ତୁ ଏହି ପାଣିକୁ ଭୟ ନକରି ବେଫିକର  ହୋଇ  ମାଛ ଧରିବାରେ ନିମଗ୍ନ ରହିଛନ୍ତି କିଛି ଧୀବର। ବର୍ତମାନ ୩୬ଟି…

ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଖୋଲିଲା,ସମ୍ବଲପୁର ସହରରେ ପଶିଲା ମହାନଦୀ ପାଣି

କେନ୍ୟୁଜ୍(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଆଉ ୨ ଗେଟ୍‌ ଖୋଲିଲା। ୪୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ବାମରୁ ୨୯ ଓ ଡାହାଣରୁ ୧୫ଟି ଗେଟ୍‌ ଖୋଲା ରହିଛି। ବର୍ତ୍ତମାନ ଡ୍ୟାମ୍‌ର ଜଳସ୍ତର ୬୨୬.୭୩ ଫୁଟ୍‌ ରହିଛି। ପ୍ରତି ସେକେଣ୍ଡରେ ୮ଲକ୍ଷ ୭୦ହଜାର କ୍ୟୁସେକ୍‌ ଜଳ ପ୍ରବେଶ…

ହୀରାକୁଦ ଜଳଭଣ୍ଡାରରୁ ୪୪ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟା ଜଳ, ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ଉପରେ ୪ ଫୁଟର…

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ୪୪ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥ ଉପରେ ୪ ଫୁଟର ପାଣି ଚାଲୁଛି। ସହରର ଅନେକ ସ୍ଥାନରେ ବନ୍ୟା ଜଳ ପଶିଯାଇଛି। ମହାନଦୀର ଜଳସ୍ତର ବଢିବା ଫଳରେ ସହରର ତଳି ଅଞ୍ଚଳ ଗୁଡ଼ିକୁ ମହାନଦୀ ବନ୍ୟ ଜଳ ପଶିଯାଇ ଲୋକଙ୍କ…

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪୦ଟି ଗେଟ୍

କେନ୍ୟୁଜ୍(ବ୍ୟୁରୋ):  ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪୦ଟି ଗେଟ୍‌ ।  ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ଚିନ୍ତାଜନକ ଭାବେ ବଢିଚାଲିଥିବାରୁ ଏହି ଆଶଙ୍କା ରହିଛି।  ଛତିଶଗଡ଼ରେ ପ୍ରବଳ ବର୍ଷ ଯୋଗୁଁ ହୀରାକୁଦକୁ ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆଜି ସକାଳ…

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌, ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬ଲକ୍ଷ ୬୦ ହଜାର କ୍ୟୁସେକ୍‌ ଜଳ କରୁଛି…

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍‌ର ୨୪ଟି ଗେଟ୍‌ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୪.୦୮ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬ଲକ୍ଷ ୬୦ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ, ୩ଲକ୍ଷ ୩୦ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଉପର ମୁଣ୍ଡରୁ ଡ୍ୟାମ୍‌ ମଧ୍ୟକୁ…

ପ୍ରବଳ ବର୍ଷା ଯୋଗୁ ବଢିଲା ହୀରାକୁଦ ଜଳସ୍ତର, ପୁଣି ଖୋଲିଲା ୧୫ଟି ଗେଟ୍

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦର ୧୫ଟି ଗେଟ୍‌। ଗତକାଲି ୧୩ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଜଳସ୍ତର ବଢିବାରୁ ପୁଣି ୨ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ୧୫ଟି ଗେଟ୍‌ ଦଇ ବନ୍ୟାଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୧୯.୧୫ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି…

ବର୍ତ୍ତମାନ ହୀରାକୁଦର ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର:  ବନ୍ଦ ହେଉଛି ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍‌। ଉପରମୁଣ୍ଡରେ ବର୍ଷା କମିବା ଫଳରେ ଖୋଲା ରହିବା ଗେଟ୍ ଭିତରୁ ଏବେ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୫୪ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ…

ବନ୍ଦ ହେଲା ହୀରାକୁଦର ୫ଟି ଗେଟ୍, ବର୍ତ୍ତମାନ ୧୫ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର(କେନ୍ଯୁଜ୍): ଉପରମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳଭଣ୍ଡାର କତ୍ତୃପକ୍ଷ ୫ଟି ଗେଟ ବନ୍ଦ କରିଛନ୍ତି। ବର୍ତ୍ତମାନ ୧୫ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରିରହିଛି। ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୬୧୫.୩୯ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୫୯ ହଜାର ୦୮୮…

ଧିରେ ଧିରେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହେଉଛି ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର: ଧିରେ ଧିରେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି ।  ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ୬୧୬ଫୁଟ ଅତିକ୍ରମ କରିଛି ଜଳସ୍ତର। ବର୍ତ୍ତମାନ ୨ଲକ୍ଷ ୬୧ହଜାର ୧୬୩କ୍ୟୁସେକ୍‌ ଜଳ ନିଷ୍କାସିତ…

ଲଗାଣ ବର୍ଷା ଫଳରେ ପୁଣି ଖୋଲିଲା ହୀରାକୁଦ ଗେଟ୍, ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୨ଲକ୍ଷ ୧୨୪ଫୁଟର ପାଣି

ସମ୍ବଲପୁର: ପ୍ରବଳ ବର୍ଷା କାରଣରୁ ଖୋଲିଲା ହୀରାକୁଦ ଗେଟ୍‌ । ଉପର ଓ ତଳ ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଖୋଲିଲା ହୀରାକୁଦ ଗେଟ୍‌ । ଏବେ ମୋଟ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ଶନିବାର ୮ଟି ଗେଟ୍‌ ଖୋଲାଯାଇ ଥିବାବେଳେ ରବିବାର ଆଉ ୨ଟି ଗେଟ୍‌ ଖୋଲାଯାଇଛି । ଫଳରେ ମୋଟ ୧୨ଟି…

ଖୋଲିଲା ହୀରାକୁଦର ୮ ଟି  ଗେଟ୍,ତଳିଆ ଆଞ୍ଚଳର ଲୋକେ ଆତଙ୍କିତ

କେନ୍ୟୁଜ୍(ବ୍ୟୁରୋ):  ଖୋଲିଲା ହୀରାକୁଦର ୮ ଟି  ଗେଟ୍। ଗତ କାଲି ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୮.୫୦ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରର ଉପର ମୁଣ୍ଡରେ ୩.୪୬ ମିଲିମିଟର, ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୫…

ବଢିଚାଲିଛି ହୀରାକୁଦ ଜଳସ୍ତର, ପୁଣି ଖୋଲିଲା ଆଉ ଏକ ଗେଟ୍

କେନ୍ଯୁଜ୍: ହୀରାକୁଦ ଡ୍ଯାମର ଗୋଟିଏ ଗେଟ୍ ଖୋଲିଲା । ଏହାକୁ ମିଶାଇ ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ଯାମ୍ ଜଳ ନିଷ୍କାସନ ହେଉଛି। ସୂଚନା ମୁତାବକ ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୮.୩୧ ଫୁଟ୍ ରହିଛି। ଅନ୍ଯପଟେ ଡ୍ଯାମ୍ ମଧ୍ଯକୁ ୧ଲକ୍ଷ ୪୮ ହଜାର ୧୨ କ୍ଯୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ…