ଲଗାଣ ବର୍ଷା ଫଳରେ ପୁଣି ଖୋଲିଲା ହୀରାକୁଦ ଗେଟ୍, ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୨ଲକ୍ଷ ୧୨୪ଫୁଟର ପାଣି

ସମ୍ବଲପୁର: ପ୍ରବଳ ବର୍ଷା କାରଣରୁ ଖୋଲିଲା ହୀରାକୁଦ ଗେଟ୍‌ । ଉପର ଓ ତଳ ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଖୋଲିଲା ହୀରାକୁଦ ଗେଟ୍‌ । ଏବେ ମୋଟ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ଶନିବାର ୮ଟି ଗେଟ୍‌ ଖୋଲାଯାଇ ଥିବାବେଳେ ରବିବାର ଆଉ ୨ଟି ଗେଟ୍‌ ଖୋଲାଯାଇଛି ।

ଫଳରେ ମୋଟ ୧୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୫. ୩୧ଘନଫୁଟ ଥିବାବେଳେ ପ୍ରତି ସେକେଣ୍ଡରେ ୧ଲକ୍ଷ ୮୧ହଜାର ୫୪କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ୨ଲକ୍ଷ ୧୨୪ଫୁଟ ପାଣି ନିଷ୍କାସିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.