ବଢିଚାଲିଛି ହୀରାକୁଦ ଜଳସ୍ତର, ପୁଣି ଖୋଲିଲା ଆଉ ଏକ ଗେଟ୍

କେନ୍ଯୁଜ୍: ହୀରାକୁଦ ଡ୍ଯାମର ଗୋଟିଏ ଗେଟ୍ ଖୋଲିଲା । ଏହାକୁ ମିଶାଇ ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ଯାମ୍ ଜଳ ନିଷ୍କାସନ ହେଉଛି। ସୂଚନା ମୁତାବକ ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୮.୩୧ ଫୁଟ୍ ରହିଛି। ଅନ୍ଯପଟେ ଡ୍ଯାମ୍ ମଧ୍ଯକୁ ୧ଲକ୍ଷ ୪୮ ହଜାର ୧୨ କ୍ଯୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୨୦ ହଜାର ୭୯୫ କ୍ଯୁସେକ୍ ଜଳ ନିଷ୍କାସିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.