ଅଗଷ୍ଟ ୭ ସୁଦ୍ଧା ପ୍ରସ୍ତୁତ ହେଇଛି ୨୦୦ ଭ୍ୟାକସିନ୍! ଟିକା ବଣ୍ଟନ ପାଇଁ ସରକାର ଗଠନ କଲେ ଟାସ୍କଫୋର୍ସ

ନୂଆଦଲ୍ଲୀ: ଟିକା ବଣ୍ଟନ ପାଇଁ ଟାସ୍କଫୋର୍ସ ଗଠନ। ଅଗଷ୍ଟ ୭ ସୁଦ୍ଧା ପ୍ରସ୍ତୁତ ହେଇଛି ୨୦୦ ଭ୍ୟାକସିନ୍‌। ଏହାରି ଭିତରେ ଏହି ଟିକା ବଣ୍ଟନ ପାଇଁ ସରକାର ଗଠନ କରିଛନ୍ତି ଟାସ୍କଫୋର୍ସ । ବିଭିନ୍ନ ମନ୍ତ୍ରାଳୟ ଓ ଅନୁଷ୍ଠାନର ପ୍ରତିନିଧି ଟାସ୍କଫୋର୍ସ ରହିବେ । କିଣିବା ଠାରୁ ଆରମ୍ଭ କରି ବଣ୍ଟନ ଓ ପରିଚାଳନା ଦିଗରେ ଏହି ଟାସ୍କଫୋର୍ସ କାମ କରିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ବଣ୍ଟନ ଟାସ୍କଫୋର୍ସ ଗଠନ କରାଯାଇଛି। ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ପଲ ଟାସ୍କଫୋର୍ସର ମୁଖ୍ୟ ରହିବେ । ଏହି ଟାସ୍କଫୋର୍ସ ଭ୍ୟାକସିନ୍‌ ବଣ୍ଟନ ଓ ପରିଚାଳନା ପାଇଁ ପରାମର୍ଶ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.