DRDOରେ ଭର୍ତ୍ତି ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

DRDO ରେ ଅପାରଣ୍ଟିସ ପଦବୀରେ ଭର୍ତ୍ତି ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ନୋଟିଫିକେସନ ମୁତାବକ, ୪୧ ପଦବୀରେ ଭର୍ତ୍ତି ହେବ । ଏଥିରେ ଡିପ୍ଲୋମା ୧୧ ପଦ ରହିଥିବା ବେଳେ ୩୦ ପଦବୀ ଗ୍ରାଜୁଏଟ ପାଇଁ ରହିଛି ।

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ, ସଂସ୍ଥାରେ ଅପାରଣ୍ଟିସ ପଦବୀରେ ଭର୍ତ୍ତି ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ନୋଟିଫିକେସନ ମୁତାବକ, ୪୧ ପଦବୀରେ ଭର୍ତ୍ତି ହେବ । ଏଥିରେ ଡିପ୍ଲୋମା ୧୧ ପଦ ରହିଥିବା ବେଳେ ୩୦ ପଦବୀ ଗ୍ରାଜୁଏଟ ପାଇଁ ରହିଛି ।

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ https://nats.education.gov.in କୁ ଯାଇ ରେଜିଷ୍ଟ୍ରେସନ କରନ୍ତୁ । ଆବେଦନ ଫର୍ମ ସହିତ ଡକ୍ୟୁମେଣ୍ଟ [email protected] କୁ ମେଲ୍‌ କରନ୍ତୁ ।

ପଦବୀ ବିବରଣୀ : ୪୧

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ଏପ୍ରିଲ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଅପାରଣ୍ଟିସ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ବିଇ/ଡିପ୍ଲୋମା କରିଥିବା ଜରୁରୀ ।

ଦରମା : ଗ୍ରାଜୁଏଟ ଚୟନିତ ପ୍ରାର୍ଥୀଙ୍କୁ ଷ୍ଟାଇପେଣ୍ଡ ଭାବେ ୧୨,୦୦୦ ଟଙ୍କା ମିଳିବ । ସେହିପରି ଡିପ୍ଲୋମା ପ୍ରାର୍ଥୀଙ୍କୁ ୧୦,୦୦୦ ଟଙ୍କା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.