Browsing Tag

hirakud dam

ହୀରାକୁଦରେ ଖୋଲା ରହିଛି ମାତ୍ର ଗୋଟିଏ ଗେଟ୍, ଆଶା ଅନୁସାରେ ବର୍ଷା କମ୍ ହେବାରୁ ବନ୍ଦ କରାଗଲା ୬ଟି ଗେଟ୍

ସମ୍ବଲପୁର : ହୀରାକୁଦରେ ଜଳ ପ୍ରବେଶ ପୂର୍ବାନୁମାନ ଅନୁଯାୟୀ ବୃଦ୍ଧି ନ ପାଇବା କାରଣରୁ ରବିବାର ପୁଣି ୩ଟି ପର୍ଯ୍ୟାୟରେ ୬ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ରବିବାର ରାତିରେ ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଉପର ମୁଣ୍ଡରେ ଅଧିକ ବର୍ଷା ଆଶଂକା…

ପୁଣି ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲିଲା । ଏହାକୁ ମିଶାଇ ମୋଟ ୧୫ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୮୩ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୮୧,୨୨୪ କ୍ୟୁସେକ ଜଳ ପ୍ରବେଶ , ୨ଲକ୍ଷ ୩୯୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏହାପୂର୍ବରୁ…

ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍, ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆଜି ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ଦିନ ୧୦ଟା ପରେ ପୂଜାର୍ଚ୍ଚନା ପରେ ଡ୍ୟାମର ୭ନଂ ଗେଟକୁ ଖୋଲାଯାଇ ଜଳ ନିଷ୍କାସନ କରାଯାଇଛି । ଏହା ପୂର୍ବରୁ ଡ୍ୟାମ କର୍ତ୍ତୃପକ୍ଷ ମାଇକ ଯୋଗେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରିଦିଆଯାଇଥିଲା। ତେବେ…

ଆସନ୍ତା ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର:ଦୀର୍ଘ ୧୬ ବର୍ଷ ପରେ ପ୍ରଥମ କରି ଜୁନ୍‌ ମାସରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେବାକୁ ଯାଉଛି। ୨୦୦୪ ମସିହା ଶେଷ ଥର ପାଇଁ ଜୁନ୍‌ ୨୨ ତାରିଖରେ ହୀରାକୁଦ ଗେଟ୍‌ ଖୋଲିଥିଲା। ତେବେ ଦ୍ବିତୀୟ ଥର ପାଇଁ ଜୁନ୍‌ରେ ହୀରାକୁଦ ଗେଟ୍‌ ଖୋଲିବାକୁ ଯାଉଛି। ହୀରାକୁଦ ବନ୍ଧ କାର୍ଯ୍ୟକାରୀ…

ହୀରାକୁଦ ବନ୍ଧ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ଢାଞ୍ଚାକୁ ଜାତୀୟସ୍ତରରେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ହୀରାକୁଦ ବନ୍ଧ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ଢାଞ୍ଚାକୁ ଜାତୀୟସ୍ତରରେ ପୁରସ୍କାର। ରକ୍ଷଣାବେକ୍ଷଣ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଇରିଗେସନ ଆଣ୍ଡ ପାୱାର ରାଜ୍ୟ ଜଳସଂପଦ ବିଭାଗକୁ ଏହି ପୁରସ୍କାର ପ୍ରଦାନ କରିଛି। ବିଶ୍ୱର ସର୍ବାଧିକ ଲମ୍ବ ମାଟିବନ୍ଧ ଡ୍ୟାମର ଓଡ଼ିଶାର ଖାଦ୍ୟ ଉତ୍ପାଦନ,…

ହୀରାକୁଦ ନିଷିଦ୍ଧାଞ୍ଚଳରୁ ଭିଡିଓ ଭାଇରାଲ କରି ଫସିଲେ ଓଡ଼ିଆ ହିରୋଇନ୍‌, ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ…

ସମ୍ବଲପୁର: ଭିଡ଼ିଓ କରି ଫସିଲେ ଓଡ଼ିଆ ଅଭିନେତ୍ରୀ। ହୀରାକୁଦ ନିଷିଦ୍ଧାଞ୍ଚଳରେ ହୋଇଥିବା ଭିଡିଓ ଭାଇରାଲ କରି ଫଶିଯାଇଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର ଓ ଲବଲି। ଏନେଇ ହୀରାକୁଦ ଏସ୍‌ଡିପିଓଙ୍କୁ ରିପୋର୍ଟ ତଲବ କରିଛନ୍ତି ସମ୍ବଲପୁର ଏସ୍‌ପି। ସନ୍ଧ୍ୟା ୫ଟା ସୁଦ୍ଧା…

ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ଆଜି ମୋଟ ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି

କେନ୍ୟୁଜ୍ : ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଆଜି ମୋଟ ୮ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଗତକାଲି ୩ଟି ଗେଟ୍ ଓ ଆଜି ଆଉ ୫ଟି ଗେଟ୍ ଖୋଲାଯାଇଛି । ଏବେ ହୀରାକୁଦର ଜଳସ୍ତର ରହିଛି ୬୨୦.୨୭ ଫୁଟ । ପ୍ରତି ସେକେଣ୍ଡକୁ ଜଳଭଣ୍ଡାରକୁ ୧ଲକ୍ଷ ୩ହଜାର…

ବଢିବାରେ ଲାଗିଛି ହୀରାକୁଦ ଜଳସ୍ତର, ବର୍ତ୍ତମାନ ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର(କେନ୍ୟୁଜ୍): ଲଗାଣ ବର୍ଷା ଫଳରେ ହୀରାକୁଦ ଜଲଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ବର୍ତ୍ତମାନ ୧୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ରହିଛି ୬୨୫.୬୨ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ଲକ୍ଷ ୩୨ହଜାର ୧୪୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ…

ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳସ୍ତର, ଖୋଲିଲା ୧୦ଟି ଗେଟ୍‌

ସମ୍ବଲପୁର(କେନ୍ୟୁଜ୍): ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ । ଏହାକୁ ଦୃଷ୍ଟିରେ ରଖି ୧୦ଟି ଗେଟ୍‌ ଖୋଲାଯାଇଛି। ପ୍ରଥମେ ୬ଟି ଓ ପରେ ୪ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ରହିଛି ୬୨୩. ୬୫ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର…

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌

ସମ୍ବଲପୁର(କେନ୍ୟୁଜ୍) : ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌। ବର୍ତ୍ତମାନ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ମହାନଦୀ ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ୧୦ଟି ଗେଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ଗେଟ୍‌ ବନ୍ଦ…

କମୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୫ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ

ସମ୍ବଲପୁର (କେନ୍ୟୁଜ୍) : କମୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଏବେ ୫ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି। ଏବେ ହୀରାକୁଦର ଜଳସ୍ତର ରହିଛି ୬୨୦.୧୭ ଫୁଟ । ପ୍ରତି ସେକେଣ୍ଡକୁ ଜଳଭଣ୍ଡାରକୁ ୧ଲକ୍ଷ ୫ହଜାର ୮୪୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୯୪ହଜାର ୭୯୭…

ହୀରାକୁଦରେ ପ୍ରବେଶ କରୁଛି ବନ୍ୟାଜଳ, ଖୋଲିଲା ଡ୍ୟାମର ୨୦ଟି ଗେଟ

ହୀରାକୁଦରେ ପ୍ରବେଶ କରୁଛି ବନ୍ୟାଜଳ। ଅଧିକ ଜଳ ନିଷ୍କାସନ ପାଇଁ ଖୋଲିଛି ଡ୍ୟାମର ମୋଟ ୨୦ଟି ଗେଟ। ପର୍ଯ୍ୟାୟ କ୍ରମେ ଗୋଟିକ ପରେ ଗୋଟିଏ ଖୋଲା ଯାଇଛି। ଫଳରେ ଏହାର ଅବବାହିକା ଓ କଟକ, ମହାକାଳପଡ଼ାର ନଦୀ କୂଳିଆ ଅଞ୍ଚଳରେ ବନ୍ୟା ଆତଙ୍କ ଦେଖାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରିଛି…