Below header

ହୀରାକୁଦ ବନ୍ଧ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ଢାଞ୍ଚାକୁ ଜାତୀୟସ୍ତରରେ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ହୀରାକୁଦ ବନ୍ଧ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ଢାଞ୍ଚାକୁ ଜାତୀୟସ୍ତରରେ ପୁରସ୍କାର। ରକ୍ଷଣାବେକ୍ଷଣ ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଇରିଗେସନ ଆଣ୍ଡ ପାୱାର ରାଜ୍ୟ ଜଳସଂପଦ ବିଭାଗକୁ ଏହି ପୁରସ୍କାର ପ୍ରଦାନ କରିଛି। ବିଶ୍ୱର ସର୍ବାଧିକ ଲମ୍ବ ମାଟିବନ୍ଧ ଡ୍ୟାମର ଓଡ଼ିଶାର ଖାଦ୍ୟ ଉତ୍ପାଦନ, ଜଳସେଚନ ଓ ଶକ୍ତି ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଅବଦାନ ରହିଛନ୍ତି। ପୁରସ୍କାର ମିଳିବା ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.