ବାଲେଶ୍ୱର ପାଉଁଶକୁଲି ରାଧାନାଥ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ନକଲି ପରୀକ୍ଷାର୍ଥୀ ଗିରଫ

ବାଲେଶ୍ୱର: ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ନକଲି ପରୀକ୍ଷାର୍ଥୀ ଗିରଫ । ବାଲେଶ୍ୱର ଜିଲ୍ଲା ସିଂଲା ଥାନାର ପାଉଁଶକୁଲି ରାଧାନାଥ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଏହି ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଛି । ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଓ ଅବ୍‌ଜରଭର ନକଲି ପରୀକ୍ଷାର୍ଥୀଙ୍କୁ ପୋଲିସ ଜିମା ଦେବା ପରେ ଗିରଫ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.