illegal cow container seized

ଅନୁଗୁଳ ବଅଁରପାଳ ପୋଲିସ ଦ୍ବାରା ୪ଟି ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ

ଅନୁଗୁଳ(କେନ୍ୟୁଜ୍) : ବେଆଇନ ଗୋରୁ ଚାଲାଣ। ୪ଟି ଗୋରୁ ବୋଝେଇ କଣ୍ଟେନର ଜବତ କଲା ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ। କଣ୍ଟେନରରୁ ୨୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର…

5 years ago