Browsing Tag

illegal cow container seized

ଅନୁଗୁଳ ବଅଁରପାଳ ପୋଲିସ ଦ୍ବାରା ୪ଟି ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ

ଅନୁଗୁଳ(କେନ୍ୟୁଜ୍) : ବେଆଇନ ଗୋରୁ ଚାଲାଣ। ୪ଟି ଗୋରୁ ବୋଝେଇ କଣ୍ଟେନର ଜବତ କଲା ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ। କଣ୍ଟେନରରୁ ୨୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଘଟଣାରେ ଜଣେ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ। ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ପୋଲିସ…