Income tax

ସରକାରୀ ଚାକିରି ପାଇଁ ସୁଯୋଗ, ଆୟକର ବିଭାଗରେ ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆୟକର ବିଭାଗ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ…

4 weeks ago

ନଗଦ ୪୦ କୋଟି ଜବତ, ତଥାପି ସରିନି ଟଙ୍କା ଗଣା…ଆଗ୍ରା ଜୋତା ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ

ଉତ୍ତର ପ୍ରଦେଶର ଆଗ୍ରାରେ ଆୟକର ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଠାରେ ତିନି ଜୋତା ବ୍ୟବସାୟୀଙ୍କ ଘରେ ଚଢ଼ାଉ ବେଳେ ଅମାପ ସମ୍ପତ୍ତି ମିଳିଛି…

1 month ago

‘ଏହା ଟ୍ୟାକ୍ସ ଆତଙ୍କବାଦ…’; ଆୟକର ବିଭାଗ କଂଗ୍ରେସକୁ ନୋଟିସ୍‌ ପଠାଇ ମାଗିଲା ୧୮୦୦ କୋଟି ଟଙ୍କା

କଂଗ୍ରେସକୁ ଆୟକର ବିଭାଗରୁ ପୁଣି ବଡ଼ ଝଟ୍‌କା ଲାଗିଛି । ଟ୍ୟାକ୍ସ ଅନିୟମିତତାକୁ ନେଇ ଦଳକୁ ପାଖାପାଖି ୧୮୦୦ କୋଟି ଟଙ୍କାର ନୋଟିସ୍‌ ପଠାଯାଇଛି । ୨୦୧୭-୨୦୧୮…

3 months ago

ଆୟକର ବିଭାଗରେ ବମ୍ପର ନିଯୁକ୍ତି, ଦରମା ମାସକୁ ପାଖାପାଖି ଦେଢ ଲକ୍ଷ ଟଙ୍କା

ସରକାରୀ ଚାକିର ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଆୟକର ବିଭାଗରେ ଚାକିରି ପାଇଁ ନୋଟିଫିକେସନ ଜାରି ହୋଇଛି । ମୁମ୍ବାଇ ରିଜନ ପାଇଁ ଏହି…

5 months ago

ଟଙ୍କା ଗଦି ଉପରେ ଶୋଉଥିଲେ କଣ୍ଟ୍ରାକ୍ଟର-କର୍ପୋରେଟର ଦମ୍ପତି, ୨୩ଟି ବାକ୍ସରୁ ୪୨ କୋଟି ମିଳିଲା ପରେ IT ଅଧିକାରୀଙ୍କ ଉଡ଼ିଯାଇଛି ହୋସ

ଖଟ ତଳୁ ମିଳିଲା ପୁଳା ପୁଳା ଟଙ୍କା। ଘରେ ଏତେ ଟଙ୍କା ଭର୍ତ୍ତି କରୁଥିଲେ ଯେ ଜାଗାର ଅଭାବ ହେଲା , ଶେଷରେ ଦମ୍ପତି ଖଟ ତଳେ…

8 months ago

ଆୟକର ବିଭାଗରେ ଭର୍ତ୍ତି ସୁଯୋଗ, ୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଆୟକର ବିଭାଗରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଗୁଜରାଟରେ ଆୟକର ବିଭାଗରେ ଚାକିରି କରିବାର ରେଜିଷ୍ଟ୍ରେସନ ଲିଙ୍କ ଖୋଲିଦିଆଯାଇଛି । ଇଚ୍ଛୁକ ପ୍ରାର୍ଥୀ…

9 months ago

ITR ରିଫଣ୍ଡ ପାଇବା ପାଇଁ ଲାଗିଥାଏ ଏତିକି ସମୟ, ଯାଞ୍ଚ ପାଇଁ ହୋଇଥାନ୍ତି ଏମାନେ ଯୋଗ୍ୟ

ଆଇଟିଆର ଫାଇଲ କଲେ ମିଳିଥାଏ ବଢ଼ିଆ ଧରଣର ରିଫଣ୍ଡ। ଯଦି ଆପଣ ବି ସଠିକ ଉପାୟରେ ଏହାକୁ ଫାଇଲ କରିବେ ତେବେ ନିହାତି ଭାବେ ଭଲ ରିଫଣ୍ଡ…

11 months ago

୧୨ ଘଣ୍ଟାରେ ହେବ ଇନକମ୍‌ ଟ୍ୟାକ୍ସ ରିଫଣ୍ଡ, ରେକର୍ଡ ନମ୍ବର ଟ୍ୟାକ୍ସ ପଇଠ ହେବା ପରେ ନିଷ୍ପତ୍ତି

ନୂଆଦିଲ୍ଳୀ : ଇନକମ ଟ୍ୟାକ୍ସ ରିଫଣ୍ଡ ଟାଇମ ବହୁତ କମିଯାଇଛି । ଯେଉଁମାନେ ୨୦୨୩-୨୪ ବର୍ଷ ପାଇଁ ଟ୍ୟାକ୍ସ ପଇଠ କରିଛନ୍ତି ସେମାନଙ୍କୁ ରିଫଣ୍ଡ ପାଇବାକୁ କିଛି…

11 months ago

ITR ଦାଖଲ କରୁଥିଲେ ମିଳିବ ବଢ଼ିଆ ରିଫଣ୍ଡ

ଆଇଟିଆର ଦାଖଲ କରୁଥିବା ସମସ୍ତ ଟାର୍କ ପେୟର୍ସଙ୍କ ପାଇଁ ଏକ ଜରୁରୀ ସୂଚନା। କଣ ଆପଣ ଜାଣିଛନ୍ତି କି ଆପଣ ଆଇଟିଆର ଫାଇଧଲ କରିବା ପରେ ଆପଣଙ୍କୁ…

12 months ago

ମୃତ ବ୍ୟକ୍ତି ବି ଭରିବେ Income Tax

ଅନେକ ଲୋକ ଏହା ବିଷୟରେ ଜାଣିନଥିବେ , କିନ୍ତୁ ଏହା ସତ କେବଳ ଜୀବିତ ନୁହନ୍ତି ବରଂ ଜଣେ ମୃତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ITR ଭରାଯାଇଥାଏ…

12 months ago

କଣ ଆପଣଙ୍କୁ ଜଣାଅଛି ଘରେ ଆପଣ କେତେ ଟଙ୍କା ନଗଦ କ୍ୟାସ ରଖିପାରିବେ, ଜାଣନ୍ତୁ ଇନକମ୍‌ ଟ୍ୟାକ୍ସର ନିୟମ

ଆଜିର ଡିଜିଟାଲ ଜମାନାରେ ବର୍ତ୍ତମାନ ଲୋକମାନେ ଘରେ କ୍ୟାସ ରଖିବା କମ୍‌ କରିଦେଇଛନ୍ତି । କିନ୍ତୁ ପୂର୍ବରୁ ଆପଣଙ୍କୁ ମନେ ଥିବ ଯେ ଆମର ଗୁରୁଜନମାନେ ଆମକୁ…

1 year ago

ଦେଶର ଏକମାତ୍ର ରାଜ୍ୟରେ ଲୋକ ମାନେ ଦିଅନ୍ତି ନାହିଁ ଟାକ୍ସ, ଜାଣନ୍ତୁ ଏହା ପଛରେ ଥିବା ବଡ କାରଣ

ଇନକମ୍‌ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି। ଆର୍ଥିକ ବର୍ଷ ପାଇଁ…

1 year ago