ନୂଆଦିଲ୍ଳୀ : ଇନକମ ଟ୍ୟାକ୍ସ ରିଫଣ୍ଡ ଟାଇମ ବହୁତ କମିଯାଇଛି । ଯେଉଁମାନେ ୨୦୨୩-୨୪ ବର୍ଷ ପାଇଁ ଟ୍ୟାକ୍ସ ପଇଠ କରିଛନ୍ତି ସେମାନଙ୍କୁ ରିଫଣ୍ଡ ପାଇବାକୁ କିଛି ସପ୍ତାହ ଅପେକ୍ଷା କରିବାକୁ ପଡୁଥିଲା ।
ତେବେ ଜୁଲାଇ ମାସରେ ଟ୍ୟାକ୍ସ ରିଟର୍ଣ୍ଣ କରିଥିବା ବହୁ କରଦାତା ରିଫଣ୍ଡ କିଛି ଦିନ ମଧ୍ୟରେ ଫେରସ୍ତ ପାଇଥିଲେ । ଏବେ ଜଣେ କରଦାତା ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ ସେ ତାଙ୍କର ରିଫଣ୍ଡ ମାତ୍ର ୧୨ ଘଣ୍ଟାରେ ପାଇଛନ୍ତି ।
ତାଙ୍କର ରିଟର୍ଣ୍ଣ ଫାଇଲ ଓ ରିଫଣ୍ଡ ଡିପୋଜିଟର ସ୍କ୍ରିନ ସଟ୍ ସେୟାର କରିଛନ୍ତି । ନିର୍ଣ୍ଣ କପୁର ନାମକ ଜଣେ ସାମ୍ବାଦିକ ତାଙ୍କ ଟ୍ଵିଟରରେ ଲେଖିଛନ୍ତି ଯେ ସେ ତାଙ୍କ ଜୀବନକାଳ ମଧ୍ୟରେ ଏତେ ଶୀଘ୍ର ରିଫଣ୍ଡ ପାଇବା ଦେଖିନାହାଁନ୍ତି । ସେ ତାଙ୍କ ରିଟର୍ଣ୍ଣ ଫାଇଲ ଜୁଲାଇ ୨୭ ରେ କରିଥିଲେ ଏବଂ ଉକ୍ତ ଦିନ ସନ୍ଧ୍ୟା ସୁଦ୍ଧା ତାଙ୍କର ରିଫଣ୍ଡ ମେସେଜ ପାଇଥିଲେ ।
ଚଳିତ ମାସ କରଦାତା ରେକର୍ଡ ନମ୍ବର ଟ୍ୟାକ୍ସ ପଇଠ କରିଥିବାରୁ ଏହା ସମ୍ଭବ ହୋଇଛି ବୋଲି ଅର୍ଥ ମନ୍ତ୍ରୀ ସୀତାରମଣ ପ୍ରକାଶ କରିଛନ୍ତି । ତେଣୁ କରଦାତାଙ୍କୁ ଆଉ ରିଫଣ୍ଡ ପାଇବା ପାଇଁ ବ୍ୟସ୍ତ ହେବାର ନାହିଁ ବୋଲି କୁହାଯାଇଛି ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…