ind vs aus test series

ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି କାର୍ଯ୍ୟସୂଚୀ ଘୋଷଣା, ଜାଣନ୍ତୁ କେବେ ଓ କେଉଁଠି ହେବ ମ୍ୟାଚ୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ଆଉ ଏବେ ଏହାର କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଭାରତୀୟ…

3 months ago

ଓସ୍କାର ପାଇବା ପରେ ‘ନାଟୁ ନାଟୁ’ ଗୀତରେ ନାଚିଲେ ସୁନୀଲ ଗାଭାସ୍କର ଏବଂ ମାଥ୍ୟୁ ହେଡେନ, ଭିଡିଓ ଭାଇରଲ

ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ଜିତିବା ପରେ ଭାରତୀୟଙ୍କ ଖୁସି ଡବଲ ହୋଇଯାଇଛି। ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ୨-୧ରେ…

1 year ago

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ଝଟକା, ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଆହତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ…

1 year ago

ଦୀର୍ଘ ୩ ବର୍ଷ ପରେ ଫ୍ୟାନ୍ସଙ୍କୁ ଖୁସି କରିଦେଲେ ବିରାଟ, ଟେଷ୍ଟ କ୍ରିକେଟରେ ମାରିଲେ ୨୮ ତମ ଶତକ

ଅହମଦାବାଦ ଟେଷ୍ଟରେ ଶତକ ମାରିଛନ୍ତି ବିରାଟ କୋହଲି । ଟେଷ୍ଟ ମ୍ୟାଚରେ ୨୮ତମ ଶତକ ହାସଲ କରିଛନ୍ତି ବିରାଟ । ୩ ବର୍ଷ ପରେ ବିରାଟ ଶତକ…

1 year ago

ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ, ଶତକ ମାରିଲେ ଶୁଭମନ ଗିଲ

ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଅହମଦାବାଦରେ ଖେଳାଯାଉଛି । ଭାରତ ତୃତୀୟଦିନ ଖେଳରେ ୨ ଉଇକେଟ ହରାଇ ଟି ବ୍ରେକ…

1 year ago

ପ୍ୟାଟ କମିନ୍ସଙ୍କ ମା’ଙ୍କ ପରଲୋକ, ଅସୁସ୍ଥ ଖବର ଶୁଣି ଦ୍ୱିତୀୟ ଟେଷ୍ଟ ପରେ ସ୍ୱଦେଶ ଯାଇଥିଲେ କମିନ୍ସ

ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ର ଅଧିନାୟକ ପ୍ୟାଟ କମିନ୍ସଙ୍କ ମା’ ମାରିଆଙ୍କ ପରଲୋକ । ଦୀର୍ଘ ଦିନ ହେଲାଣି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ ମାରିଆ । ପ୍ୟାଟ…

1 year ago

ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ମ୍ୟାଚ: ଟସ ଜିତି ବ୍ୟାଟିଂ କରିବ ଅଷ୍ଟ୍ରେଲିଆ, ଟସ ବେଳେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ

ବର୍ଡର ଗାଭାସ୍କର ଟ୍ରଫିର ଶେଷ ତଥା ଚତୁର୍ଥ ମ୍ୟାଚ ଅହମଦାବାଦରେ ଖେଳାଯିବ । ଶେଷ ମ୍ୟାଚରେ ଟସ ଜିତି ବ୍ୟାଟିଂ କରିବ ଅଷ୍ଟ୍ରେଲିଆ । ତେଣୁ ଭାରତ…

1 year ago

ତୃତୀୟ ଟେଷ୍ଟ : ରୋହିତଙ୍କ ନିଷ୍ପତ୍ତି ଭୁଲ ହେଲା, ଅଷ୍ଟ୍ରେଲିଆ ସ୍ପିନର ୧୦୯ ରନ୍‌ରେ ଆଉଟ୍‌ କରି ଦେଲେ ଟିମ୍‌ ଇଣ୍ଡିଆକୁ

ଆଜିଠାରୁ ଇନ୍ଦୋରରେ ଆରମ୍ଭ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୦୯ ରନରେ ଅଲଆଉଟ୍‌ ହୋଇଛି। ଭାରତ ଟସ୍‌ ଜିତି ପ୍ରଥମେ…

1 year ago

ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ, କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲ୍‌

ଆଜିଠାରୁ ଇନ୍ଦୋରରେ ଖେଳାଯାଉଛି ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚରେ ଭାରତର…

1 year ago

କେଏଲ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ମିଳିବ ସୁଯୋଗ, ଇନ୍ଦୋର ଟେଷ୍ଟ ପାଇଁ ବଦଳିବ ସମ୍ଭାବ୍ୟ ଭାରତୀୟ ଏକାଦଶ

ଆସନ୍ତାକାଲିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଆରମ୍ଭ ହେବ । ଇନ୍ଦୋରରେ ଖେଳାଯିବ ଏହି ମ୍ୟାଚ୍ । ଭାରତ ପ୍ରଥମ ୨ଟି…

1 year ago

ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ ପୂର୍ବରୁ ଟିମ୍‌ ଇଣ୍ଡିଆର ଚିନ୍ତା ବଢାଇଲା ଅଷ୍ଟ୍ରେଲିଆ, ଟିମରେ ସାମିଲ ହେଲେ ଏହି ଧୁରନ୍ଧର

ବର୍ଡର ଗାଭାସ୍କର ଟ୍ରଫିର ଦୁଇଟି ମ୍ୟାଚ୍‌ ଭାରତ ଜିତିସାରିଥିବା ବେଳେ ତୃତୀୟ ମ୍ୟାଚ୍‌ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହବାକୁ ଯାଉଛି । ତେଣୁ ଟିମରେ ବଡ…

1 year ago

ଦିଲ୍ଲୀ ଏବଂ ନାଗପୁର ପିଚ୍‌ ଟେଷ୍ଟ ଖେଳ ପାଇଁ ପ୍ରଯୁଜ୍ୟ ଥିଲା, ଆଇସିସି ଦେଲା ରେଟିଂ

ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ପକ୍ଷରୁ ଭାରତୀୟ ପିଚ୍‌କୁ ନେଇ ଅନେକ ବିବାଦୀୟ ବୟାନ ସାମ୍ନାକୁ ଆସିଥିଲା । ଭାରତରେ ପିଚ୍‌ ପ୍ରସ୍ତୁତ କରିବାରେ ଭେଦଭାବ କରାଯାଉଛି…

1 year ago