Browsing Tag

ind vs aus test series

ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟ ଡ୍ର, ନିଶ୍ଚିତ ପରାଜୟରୁ ବଞ୍ଚିଲା ଟିମ୍ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ବ୍ରିସବେନ ଟେଷ୍ଟ ଶେଷରେ ଡ୍ର ହୋଇଛି । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆର ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୮୯ ରନରେ ୭ ୱିକେଟ ହରାଇବା ପରେ ପାଳି ଘୋଷଣା କରିଥିଲା ଅଷ୍ଟ୍ରେଲିଆ । ଭାରତ ଆଗରେ ୨୭୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ବୁମରା, ଶିରାଜ ଓ ଆକାଶଦୀପଙ୍କ…

ଗାବା ଟେଷ୍ଟ ପାଇଁ ପ୍ରସ୍ତୁତ ଭାରତୀୟ ଟିମ୍, ରିଷଭ, ସିରାଜ ଏବଂ ଶୁବମନ-ୱାଶିଂଟନ କରିବେ କମାଲ୍

ପୁଷ୍ପା ଝୁକେଗା ନେହିଁ …ପୁଷ୍ପା ନାମ ସୁନକର ଫ୍ଲାଓର ସମଝା କ୍ୟା, ଫାୟର ହୈ ମେଁ… ଏହି ଡାଇଲଗ ଏବେ ବଡ଼ ପରଦାରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ମୁହଁରୁ ଶୁଣିଛନ୍ତି ଫ୍ୟାନ୍ସ । ହେଲେ ଏବେ ପୁଷ୍ପା ଷ୍ଟାଇଲରେ ଭାରତୀୟ କ୍ରିକେଟର୍ସ ମଧ୍ୟ ଆଗାମୀ ଷ୍ଟେଟ ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ…

ବର୍ଡର ଗାଭାସ୍କର ଟ୍ରଫି: ଅଷ୍ଟ୍ରେଲିଆ ଗସ୍ତ କଲା ଭାରତୀୟ ଟିମର ପ୍ରଥମ ବ୍ୟାଚ୍, ୨୨ରୁ ଖେଳାଯିବ ମ୍ୟାଚ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୨ରୁ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ଏଥିପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ବର୍ଡର ଗାଭାସ୍କର ଟ୍ରଫିରେ ୫ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦୁଇଟି ବ୍ୟାଚରେ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିବ । ତେଣୁ ଭାରତୀୟ ଟିମର…

ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି କାର୍ଯ୍ୟସୂଚୀ ଘୋଷଣା, ଜାଣନ୍ତୁ କେବେ ଓ କେଉଁଠି ହେବ ମ୍ୟାଚ୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ଆଉ ଏବେ ଏହାର କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଭାରତୀୟ ଟିମ୍‌ ଏବେ ବର୍ଡର ଗାଭାସ୍କର ଟ୍ରଫିର ବିଜେତା ରହିଛି । ଭାରତ ଅଷ୍ଟ୍ରେଲିଆ ଠାରୁ ୨-୧ରେ ସିରିଜ ଜିତିଛି । ପୂର୍ବରୁ ବର୍ଡ ଗାଭାସ୍କର…

ଓସ୍କାର ପାଇବା ପରେ ‘ନାଟୁ ନାଟୁ’ ଗୀତରେ ନାଚିଲେ ସୁନୀଲ ଗାଭାସ୍କର ଏବଂ ମାଥ୍ୟୁ ହେଡେନ, ଭିଡିଓ ଭାଇରଲ

ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ଜିତିବା ପରେ ଭାରତୀୟଙ୍କ ଖୁସି ଡବଲ ହୋଇଯାଇଛି। ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ୨-୧ରେ ଜିତିବା ପରେ ଟିମ୍‌ ଇଣ୍ଡିଆର ଫ୍ୟାନ୍ସ ମଧ୍ୟ ଖୁସି ରହିଛନ୍ତି । ପ୍ରଥମେ ନାଟୁ ନାଟୁ ଗୀତକୁ ଓସ୍କାର ଆଉ ତା’ପରେ ଟେଷ୍ଟ…

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଭାରତକୁ ଝଟକା, ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଆହତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ବର୍ଡର ଗାଭାସ୍କର ଟ୍ରଫିର ଟେଷ୍ଟ ସିରିଜ ପରେ ପରେ ଦିନିକିଆ ମ୍ୟାଚ୍‌ ଖେଳିବ । ତେବେ ଶେଷ ଟେଷ୍ଟ ମ୍ୟାଚରେ…

ଦୀର୍ଘ ୩ ବର୍ଷ ପରେ ଫ୍ୟାନ୍ସଙ୍କୁ ଖୁସି କରିଦେଲେ ବିରାଟ, ଟେଷ୍ଟ କ୍ରିକେଟରେ ମାରିଲେ ୨୮ ତମ ଶତକ

ଅହମଦାବାଦ ଟେଷ୍ଟରେ ଶତକ ମାରିଛନ୍ତି ବିରାଟ କୋହଲି । ଟେଷ୍ଟ ମ୍ୟାଚରେ ୨୮ତମ ଶତକ ହାସଲ କରିଛନ୍ତି ବିରାଟ । ୩ ବର୍ଷ ପରେ ବିରାଟ ଶତକ ମାରିଛନ୍ତି । ୨୦୧୯ ମସିହା ପରେ କୋହଲିଙ୍କର ଏହା ପ୍ରଥମ ଟେଷ୍ଟ ଶତକ । ଦଳର ଷ୍ଟାର ଓପନର ବିରାଟ ଶୁଭମନ ଗିଲଙ୍କ ପରେ ଏକ ଐତିହାସକ ଶତକ ହାସଲ କରିଛନ୍ତି…

ଭାରତ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ, ଶତକ ମାରିଲେ ଶୁଭମନ ଗିଲ

ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଅହମଦାବାଦରେ ଖେଳାଯାଉଛି । ଭାରତ ତୃତୀୟଦିନ ଖେଳରେ ୨ ଉଇକେଟ ହରାଇ ଟି ବ୍ରେକ ସୁଦ୍ଧା ଭାରତ ୧୯୨ ରନ କରିଛି । ଆଉ ଶୁଭମନ ଗିଲଙ୍କ ଅପରାଜିତ ୧୦୩ ରନ ମାରିଛନ୍ତି । ଅଷ୍ଟ୍ରେଲିଆ ଟିମ ପ୍ରଥମ ଇନିଂସରେ ୪୮୦ ରନ…

ପ୍ୟାଟ କମିନ୍ସଙ୍କ ମା’ଙ୍କ ପରଲୋକ, ଅସୁସ୍ଥ ଖବର ଶୁଣି ଦ୍ୱିତୀୟ ଟେଷ୍ଟ ପରେ ସ୍ୱଦେଶ ଯାଇଥିଲେ କମିନ୍ସ

ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ର ଅଧିନାୟକ ପ୍ୟାଟ କମିନ୍ସଙ୍କ ମା’ ମାରିଆଙ୍କ ପରଲୋକ । ଦୀର୍ଘ ଦିନ ହେଲାଣି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ ମାରିଆ । ପ୍ୟାଟ କମିନ୍ସ ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତରେ ଟେଷ୍ଟ ମ୍ୟାଚ ଖେଳୁଥିଲେ । ତେବେ ଦ୍ୱିତୀୟ ଟେଷ୍ଟ ସାରିବା ପରେ ତାଙ୍କ ମାଙ୍କ ଅସୁସ୍ଥ…

ବର୍ଡର ଗାଭାସ୍କର ଟ୍ରଫି ଚତୁର୍ଥ ମ୍ୟାଚ: ଟସ ଜିତି ବ୍ୟାଟିଂ କରିବ ଅଷ୍ଟ୍ରେଲିଆ, ଟସ ବେଳେ ଉପସ୍ଥିତ ଥିଲେ…

ବର୍ଡର ଗାଭାସ୍କର ଟ୍ରଫିର ଶେଷ ତଥା ଚତୁର୍ଥ ମ୍ୟାଚ ଅହମଦାବାଦରେ ଖେଳାଯିବ । ଶେଷ ମ୍ୟାଚରେ ଟସ ଜିତି ବ୍ୟାଟିଂ କରିବ ଅଷ୍ଟ୍ରେଲିଆ । ତେଣୁ ଭାରତ ଫିଲଡିଂ ପାଇଁ ମଇଦାନକୁ ଓହ୍ଲାଇବ । ଏହି ମ୍ୟାଚରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଟସ ବେଳେ ପଡିଆରେ…

ତୃତୀୟ ଟେଷ୍ଟ : ରୋହିତଙ୍କ ନିଷ୍ପତ୍ତି ଭୁଲ ହେଲା, ଅଷ୍ଟ୍ରେଲିଆ ସ୍ପିନର ୧୦୯ ରନ୍‌ରେ ଆଉଟ୍‌ କରି ଦେଲେ ଟିମ୍‌…

ଆଜିଠାରୁ ଇନ୍ଦୋରରେ ଆରମ୍ଭ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୧୦୯ ରନରେ ଅଲଆଉଟ୍‌ ହୋଇଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ହେଲେ ଅଷ୍ଟ୍ରେଲିଆ ଟିମର କୁହ୍ନେମ୍ୟାନ୍‌ ୫ ଓ୍ଵିକେଟ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡ…

ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ, କେଏଲ ରାହୁଲଙ୍କ ସ୍ଥାନରେ…

ଆଜିଠାରୁ ଇନ୍ଦୋରରେ ଖେଳାଯାଉଛି ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ। ଆଜିର ମ୍ୟାଚରେ ଭାରତର ଓପନିଂ ବିଭାଗରେ ପରିବର୍ତ୍ତନ କରାଯାଇଛି । ଏହି ମ୍ୟାଚରୁ କେଏଲ ରାହୁଲ ଏବଂ ମହମ୍ମଦ ସାମିଙ୍କୁ ବାଦ୍‌ ଦିଆଯାଇଛି । କେଏଲ…