Below header
Browsing Tag

ind vs aus test series

ଅଷ୍ଟ୍ରେଲିଆକୁ ଝଟକା, ତୃତୀୟ ଟେଷ୍ଟରେ ଖେଳିବେନି ପ୍ୟାଟ୍‌ କମିନ୍ସ, ଅଧିନାୟକ ଦାୟିତ୍ୱ ତୁଲାଇବେ ଷ୍ଟିଭ ସ୍ମିଥ

ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଲା ବଡ ଝଟକା । ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଖେଳିବେନି ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ। ଦ୍ୱିତୀୟ ଟେଷ୍ଟ ପରେ ତୁରନ୍ତ ଅଷ୍ଟ୍ରେଲିଆ ଫେରି ଯାଇଥିବା…

ଟିମକୁ ଛାଡି ଅଧାରୁ ସ୍ୱଦେଶ ଚାଲିଗଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କେମିନ୍ସ, ଜାଣନ୍ତୁ କାହିଁକି

ଟିମ୍‌ ଇଣ୍ଡିଆ ଠାରୁ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ ହାରିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କେମିନ୍ସ ଭାରତ ଛାଡି ସ୍ୱଦେଶ ଚାଲିଯାଇଛନ୍ତି । ହଠାତ୍‌ ଅଧିନାୟକ ଦଳ ଛାଡି ଅଷ୍ଟ୍ରେଲିଆ ଯିବା ପରେ ଟିମରେ ହଡକମ୍ପ ସୃଷ୍ଟି ହୋଇଛି । ତେବେ ତାଙ୍କ ପରିବାରର କେହି ଜଣେ ଗୁରୁତର ଅସୁସ୍ଥ ଥିବା ଖବର…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ପୁଣି ଅଢେଇ ଦିନରେ ଖେଳ ଶେଷ କଲା ଭାରତ, ୬ ଓ୍ଵିକେଟରେ ଜିତିଲା ମ୍ୟାଚ୍‌

ବର୍ଡର ଗାଭାସ୍କର ସିରିଜରେ ପୁଣି କମାଲ କଲା ଭାରତ । ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩ ଦିନରେ ସାରିଲା ଭାରତ । ଦିଲ୍ଲୀରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌କୁ ୬ ଓ୍ଵିକେଟରେ ଜିତିନେଇଛି ଭାରତ । ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମେ ଟସ୍‌…

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ : ଜାଡେଜାଙ୍କ ବୋଲିଂରେ ଧରାଶାୟୀ ଅଷ୍ଟ୍ରେଲିଆ, ଭାରତ ସାମ୍ନାରେ ୧୧୫ ରନର ଟାର୍ଗେଟ

ଦିଲ୍ଲୀରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟରେ ୧୧୩ ରନରେ ଧରାଶାୟୀ ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ମାତ୍ର ୩୧.୧ ଓଭର ଖେଳି ଅଲଆଉଟ ହେଲା ଅଷ୍ଟ୍ରେଲିଆ । ରବିନ୍ଦ୍ର ଜାଡେଜା ସର୍ବାଧିକ ୭ ଓ୍ଵିକେଟ ନେଇଥିବା ବେଳ ଅଶ୍ୱିନ ୩ଟି ଓ୍ଵିକେଟ ନେଇଛନ୍ତି । ଜାଡେଜା ୪୨ ରନରେ ୭ଟି…

ଦ୍ୱିତୀୟ ଟେଷ୍ଟ ଅଧାରୁ ଟିମରୁ ବାଦ୍‌ ପଡିଲେ ଓ୍ଵାର୍ଣ୍ଣର, ସିରାଜଙ୍କ ବଲରେ ହୋଇଥିଲେ ଆହତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି। ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ୍‌ ଡେଭିଡ ଓ୍ଵାର୍ଣ୍ଣର ଟେଷ୍ଟରୁ ବାଦ୍‌ ପଡିଛନ୍ତି । ଓ୍ଵାର୍ଣ୍ଣରଙ୍କ ମୁଣ୍ଡରେ ବଲ୍‌ ବାଜିଥିଲା, ଯେଉଁଥିପାଇଁ ଟିମ୍‌ରୁ ବାଦ୍‌ ପଡିଛନ୍ତି । ଅରୁଣ…

ଧର୍ମଶାଳା ନୁହେଁ ଇନ୍ଦୋରରେ ହେବ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ, ବିସିସିଆଇ ନେଲା ନିଷ୍ପତ୍ତି

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ହେବନାହିଁ । ଏଥିପାଇଁ ଭାରତୀୟ କ୍ରିକେଟ ବୋର୍ଡ(ବିସିସଆଇ) ଧର୍ମଶାଳା ଟେଷ୍ଟ ପାଇଁ ବିକଳ୍ପ ସ୍ଥାନ ଖୋଜୁଛି । ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍‌ ଧର୍ମଶାଳାରେ ହେବାକୁ ପୂର୍ବରୁ ନିର୍ଦ୍ଧାରିତ…

ଦ୍ୱିତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆରୁ ଆସିଲେ ବାମହାତୀ ସ୍ପିନର, ମିଚେଲଙ୍କ ସ୍ଥାନରେ ଖେଳିବେ ମାଥ୍ୟୁ କୁହ୍ନେମ୍ୟାନ୍‌

ନାଗପୁର ଟେଷ୍ଟ ଇଣ୍ଡିଆ ଜିତିବା ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ଉପରେ କଡା ନଜର ରଖିଛି । ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ୧୭ ଫେବୃଆରୀରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ଜିତିବାକୁ ସମସ୍ତ ପ୍ରକାର ଚେଷ୍ଟା କରିବ ଅଷ୍ଟ୍ରେଲିଆ । ତେଣୁ…

ମ୍ୟାଚ ଜିତିବା ପରେ ‘ଝୁମେ ଜୋ ପଠାନ’ ଗୀତରେ ନାଚିଲେ ବିରାଟ କୋହଲି, ଭିଡିଓ ଭାଇରଲ

ନାଗପୁରରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଭାରତ ଇନିଂସ ବିଜୟ ହୋଇଥିଲା । ଅଷ୍ଟ୍ରେଲିଆକୁ ଇନିଂସ ବିଜୟ ସହ ୧୨୩ ରନରେ ହରାଇଥିଲା ଭାରତ । ଆଉ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ଜିତିବା ପରେ ବିରାଟ କୋହଲି ଡ୍ୟାନ୍ସ କରିଥିଲେ। ବିରାଟ ଶାହରୁଖଙ୍କ ଫିଲ୍ମ ‘ପଠାନ’ର ଗୀତରେ ଡ୍ୟାନ୍ସ…

ନାଗପୁର ଟେଷ୍ଟ ଜିତିବା ପରେ ଟିମ୍‌ ଇଣ୍ଡିଆକୁ ଲାଗିଲା ଝଟକା, ଜାଡେଜାଙ୍କ ଉପରେ ଲାଗିଲା ଜରିମାନା

ଭାରତ ନାଗପୁର ଟେଷ୍ଟ ମ୍ୟାଚକୁ ଇନିଂସ ବିଜୟ ସହ ୧୩୨ ରନରେ ଜିତି ନେଇଛି । ଟିମ୍‌ ଇଣ୍ଡିଆର ଫ୍ୟାନ୍ସ ବିଜୟ ଉତ୍ସବ ମନାଉଥିବା ବେଳେ ଆଇସିସି ଏକ ନିରାଶ ଭଳି ଖବର ଦେଇଛି । ଆଇସିସି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ୨୫ ପ୍ରତିଶତ ମ୍ୟାଚ୍‌ ଫି ଜରିମାନା ଲଗାଇଛି । ଆଇସିସି…

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ୪୦୦ ରନରେ ଅଲଆଉଟ୍‌ ହେଲା ଭାରତ, ପ୍ରଥମ ଇନିଂସରେ ୨୨୩ ରନରେ ଆଗୁଆ

ନାଗପୁରରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ଟେଷ୍ଟ୍ ମ୍ୟାଚର ପ୍ରଥମ ଇନିଂସରେ ଭାରତ ୪୦୦ ରନରେ ଅଲଆଉଟ ହୋଇଛି । ଫଳରେ ଭାରତ ୨୨୩ ରନରେ ଆଗୁଆ ରହିଛି । ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ୧୨୦ ରନ କରିଛନ୍ତି । ଏହା ତାଙ୍କ କ୍ୟାରିୟରର ନବମ ଏବଂ ଅଧିନାୟକ ଭାବେ ପ୍ରଥମ…

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ସାଇବାବାଙ୍କୁ ଦର୍ଶନ ପାଇଁ ମନ୍ଦିର ପହଞ୍ଚିଲେ କେଏଲ ରାହୁଲ, କୁନି…

ଆସନ୍ତାକାଲିରୁ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେଉଛି । ୪ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ନାଗପୁରରେ ଖେଳାଯିବ । ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ସ୍ଥାନ ବଜାୟ ରଖିବା ପାଇଁ ଭାରତ ଏହି ସିରିଜ ଜିତିବା ଆବଶ୍ୟକ । ତେଣୁ ଏହାପୂର୍ବରୁ ମନ୍ଦିର ଯାଇ…

ବିରାଟଙ୍କ ମନ ଦୁଃଖ, ନୂଆ ଫୋନ ଅନବକ୍ସିଂ କରିବା ଆଗରୁ ହଜିଗଲା

ହଜିଗଲା ବିରାଟ କୋହଲିଙ୍କ ନୂଆ ଫୋନ୍‌ । ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କଲେ କିଙ୍ଗ କୋହଲି । ନୂଆ ଫୋନ୍‌ ଖୋଲି ଦେଖିବା ପୂର୍ବରୁ ହଜିଯାଇଥିବା କଥା ବିରାଟ ଟ୍ଵିଟ୍‌ କରି ଜଣାଇଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି । ଆସନ୍ତା ୯ ତାରିଖଠାରୁ ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪…