ସୁରେଶ ପୂଜାରୀଙ୍କ ବାସଭବନ ଉପରେ ଉଡ଼ିଲା ଡ୍ରୋନ୍‌, ସନ୍ଦେହ ଘେରରେ ଘଟଣା

ଆଜି ଅପରାହ୍ନ ୨ଟା ସମୟରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମଦରହ ଠାରେ ସାଂସଦ ତଥା ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବାସ ଭବନ ଉପରେ ଏକ ବଡ଼ ଆକାରର ଡ୍ରୋନ କ୍ୟାମେରା କେମେରା ଘୁରୁଥିବା ଦେଖିବାକୁ ମିଳିଛି ।

ଝାରସୁଗୁଡା : ଆଜି ଅପରାହ୍ନ ୨ଟା ସମୟରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମଦରହ ଠାରେ ସାଂସଦ ତଥା ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବାସ ଭବନ ଉପରେ ଏକ ବଡ଼ ଆକାରର ଡ୍ରୋନ କ୍ୟାମେରା କେମେରା ଘୁରୁଥିବା ଦେଖିବାକୁ ମିଳିଛି ।

ଡ୍ରୋନଟି ଏକ ଇଲେକ୍ଟ୍ରି ଟାୱାରରେ ପିଟି ହୋଇ ତଳେ ପଡିବା ପରେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ନେଇ ସାଂସଦ ପୂଜାରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ସୂଚନା ଦେଲା ପରେ ବେଲପାହାଡ଼ IIC ତତକ୍ଷଣା ଆସି ଡ୍ରୋନକୁ Defused କରି ତଦନ୍ତ ଜାରି ରଖିଛନ୍ତି ବୋଲି ଏସ.ପି. ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.