India vs west indies

ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି- ଟ୍ବେଣ୍ଟିରେ ଭାରତ ବିଜୟୀ : ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ

ୱେଷ୍ଟଇଣ୍ଡିଜକୁ ହରାଇ ସିରିଜକୁ ପ୍ରତ୍ୟାବର୍ତ୍ତନ କଲା ଭାରତ। ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଜିତାଇଲା ଭାରତକୁ। ୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ ଇଣ୍ଡିଆ । ୧୬୦ ରନ…

11 months ago

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟ୍ବି-ଟ୍ବେଣ୍ଟି ମ୍ୟାଚ୍: ଆଜି ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି

ଆଜି ଟିମ୍ ଇଣ୍ଡିଆ ପାଇଁ 'କର ବା ମର' ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟ୍ବି-ଟ୍ବେଣ୍ଟି ମ୍ୟାଚ୍ ଖେଳିବ ଭାରତ । ଟି-ଟ୍ବେଣ୍ଟି ଶୃଙ୍ଖଳା ପରାଜୟ…

11 months ago

ଶେଷ ଦିନିକିଆ: ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଜିତିଲା ଭାରତ

(କେନ୍ୟୁଜ): ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ । ତୃତୀୟ ଦିନିକିଆରେ ୨୦୦ ରନରେ ବୃହତ ବିଜୟ ହାସଲ କରିବା ସହ ୨-୧ରେ ସିରିଜ କବଜା…

11 months ago

େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଜିତିଲା ଭାରତ, ମହମ୍ମଦ ସିରାଜ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ

େଓ୍ଵଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଜିତିଲା ଭାରତ । ପୋର୍ଟ ଅଫ ସ୍ପେନରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ରହିଛି । ଗତକାଲି ଶେଷ…

11 months ago

ଭାରତର ସିରିଜ କବଜା, ଅକ୍ଷର ପଟେଲଙ୍କ ଦମଦାର ଅପରାଜିତ ୬୪ ରନ୍ ବଳରେ ହାରିଲା ୱେଷ୍ଟଇଣ୍ଡିଜ୍

କେନ୍ୟୁଜ୍: ଭାରତର ସିରିଜ ବିଜୟ । ସିରିଜ ବିଜୟୀ ଦେଲେ ଅକ୍ଷର ପଟେଲ । ଶ୍ରେୟସ ଆୟର-ସଞ୍ଜୁ ସାମସନଙ୍କ ୯୯ ରନ ଭାଗୀଦାରି ପରେ ଅକ୍ଷର ପଟେଲଙ୍କ…

2 years ago

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ, ଶିଖର ଧାଓ୍ଵନଙ୍କ ଲାଗି ନୂଆ ଚ୍ୟାଲେଞ୍ଜ

ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ଆଜି । ଇଂଲଣ୍ଡ ବିପକ୍ଷ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଭାରତୀୟ ଟିମର ମଙ୍ଗ ଧରିଛନ୍ତି ଶିଖର ଧାଓ୍ଵନ…

2 years ago

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ, କ୍ଲିନ୍‌ ସ୍ୱିପ୍‌ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ଯୁଜ୍: ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ । ଅପରାହ୍ନ ୧ଟା ୩୦ରେ ଅହମଦାବାଦ୍‌ରେ ଖେଳାଯିବ ମ୍ୟାଚ୍‌। ସିରିଜ୍‌ ଜିତି ସାରିଥିବା ଟିମ୍‌ ଇଣ୍ଡିଆ…

2 years ago

ଆସନ୍ତାକାଲି ବାରବାଟୀ ମ୍ୟାଚ୍ ପାଇଁ ଚାଲିବ ସ୍ୱତନ୍ତ୍ର ମୋ ବସ୍, ମାଷ୍ଟର କ୍ୟାଣ୍ଟିନ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଷ୍ଟାଡିୟମ ଯାଏ ଉପଲବ୍ଧ ହେବ ଏହି ସେବା

କଟକ: ଆସନ୍ତାକାଲି ବାରବାଟୀ ମ୍ୟାଚ ପାଇଁ ଚାଲିବ ସ୍ୱତନ୍ତ୍ର ମୋ ବସ। କ୍ରିକେଟ ପ୍ରେମୀଙ୍କ ସୁବିଧାକୁ ଆଖିରେ ରଖି କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ବସ ସେବା ଯୋଗାଇ…

5 years ago

ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା, ମୁହାଁମୁହିଁ ହେବେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍‌ ଟିମ୍‌

କଟକ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା। କମ୍ପିବ ବାରବାଟୀ ଷ୍ଟାଡିୟମ୍‌। ମୁହାଁମୁହିଁ ହେବେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍‌ ଟିମ୍‌। ଆଜି ଦୁଇ ଦଳ ପ୍ରାକ୍‌ଟିସ୍‌ ପାଇଁ ଭୁବନେଶ୍ୱର ମେଫେୟାର…

5 years ago

ପ୍ରଥମ ଦିନିକିଆ : ବଞ୍ଚାଇ ଦେଲେ ଆୟର ଓ ପନ୍ତ

ଚେନ୍ନାଇ : ପ୍ରଥମ ଦିନିକିଆରେ େଓ୍ଵଷ୍ଟଇଣ୍ଡିଜ୍‌କୁ ୨୮୮ ରନ୍‌ର ଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ଓ ଓପ୍ନର କେ.ଏଲ୍‌ ରାହୁଲ ଫ୍ଲପ୍‌…

5 years ago

ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ୱେଷ୍ଟ ଇଣ୍ଡିଜ ତୃତୀୟ ଟି-୨୦, ଯିଏ ଜିତିବ ସିଏ ପିନ୍ଧିବ ବିଜୟ ମୁକୁଟ

ମୁମ୍ବାଇ: ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଭାରତ ୱେଷ୍ଟ ଇଣ୍ଡିଜ ତୃତୀୟ ତଥା ଚୂଡାନ୍ତ ଟି-୨୦ । ତିନି ଟିକିଆ ସିରିଜରେ ଉଭୟ ଗୋଟିଏ ଲେଖାଏଁ…

5 years ago

ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ, ହାଇଦ୍ରାବାଦର ଉପଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ

ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତାକାଲି ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହେବ। ହାଇଦ୍ରାବାଦରେ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି।…

5 years ago