Browsing Tag

India vs west indies

ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି- ଟ୍ବେଣ୍ଟିରେ ଭାରତ ବିଜୟୀ : ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ

ୱେଷ୍ଟଇଣ୍ଡିଜକୁ ହରାଇ ସିରିଜକୁ ପ୍ରତ୍ୟାବର୍ତ୍ତନ କଲା ଭାରତ। ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଜିତାଇଲା ଭାରତକୁ। ୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ ଇଣ୍ଡିଆ । ୧୬୦ ରନ ଟାର୍ଗେଟର ପିଛା କରୁଥିଲା ଭାରତୀୟ ଦଳ । ସୂର୍ଯ୍ୟ କୁମାର ଯାଦବଙ୍କ ଜବରଦସ୍ତ ବ୍ୟାଟିଂ ପରେ ସିରିଜକୁ…

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟ୍ବି-ଟ୍ବେଣ୍ଟି ମ୍ୟାଚ୍: ଆଜି ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’…

ଆଜି ଟିମ୍ ଇଣ୍ଡିଆ ପାଇଁ 'କର ବା ମର' ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟ୍ବି-ଟ୍ବେଣ୍ଟି ମ୍ୟାଚ୍ ଖେଳିବ ଭାରତ । ଟି-ଟ୍ବେଣ୍ଟି ଶୃଙ୍ଖଳା ପରାଜୟ ଏଡ଼ାଇବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳକୁ ଆଜି କିଛି ଚମତ୍କାର କରିବାକୁ ପଡ଼ିବ । ନହେଲେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜକୁ…

ଶେଷ ଦିନିକିଆ: ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଜିତିଲା ଭାରତ

(କେନ୍ୟୁଜ): ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ । ତୃତୀୟ ଦିନିକିଆରେ ୨୦୦ ରନରେ ବୃହତ ବିଜୟ ହାସଲ କରିବା ସହ ୨-୧ରେ ସିରିଜ କବଜା କରିଛି । ପ୍ରଥମେ ବିସ୍ଫୋରକ ବ୍ୟାଟିଂ । ପରେ ଟିମ୍‌ ଇଣ୍ଡିଆର ଘାତକ ବୋଲିଂ ଆଗରେ ତିଷ୍ଠି ପାରି ନଥିଲା କାରାବେଆନ୍‌ ଟିମ୍‌ । ୩୫୨ ରନ୍‌…

େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଜିତିଲା ଭାରତ, ମହମ୍ମଦ ସିରାଜ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ

େଓ୍ଵଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଜିତିଲା ଭାରତ । ପୋର୍ଟ ଅଫ ସ୍ପେନରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ଯୋଗୁଁ ଡ୍ର ରହିଛି । ଗତକାଲି ଶେଷ ଦିନରେ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ବି ବଲ ପଡ଼ିପାରିନଥିଲା । ଫଳରେ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବିନା ହାରଜିତରେ ଶେଷ ହୋଇଛି । ୩୬୫…

ଭାରତର ସିରିଜ କବଜା, ଅକ୍ଷର ପଟେଲଙ୍କ ଦମଦାର ଅପରାଜିତ ୬୪ ରନ୍ ବଳରେ ହାରିଲା ୱେଷ୍ଟଇଣ୍ଡିଜ୍

କେନ୍ୟୁଜ୍: ଭାରତର ସିରିଜ ବିଜୟ । ସିରିଜ ବିଜୟୀ ଦେଲେ ଅକ୍ଷର ପଟେଲ । ଶ୍ରେୟସ ଆୟର-ସଞ୍ଜୁ ସାମସନଙ୍କ ୯୯ ରନ ଭାଗୀଦାରି ପରେ ଅକ୍ଷର ପଟେଲଙ୍କ ୬୪ ରନ ବଳରେ ଭାରତ ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ହରାଇଛି । ୨ ବଲ ପୂର୍ବରୁ ୮ ଓ୍ଵିକେଟ ହରାଇ ୩୧୨ ରନ ସଂଗ୍ରହ କରିନେଇଥିଲା । ଏହାସହ ତିନି…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ, ଶିଖର ଧାଓ୍ଵନଙ୍କ ଲାଗି ନୂଆ ଚ୍ୟାଲେଞ୍ଜ

ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ ଆଜି । ଇଂଲଣ୍ଡ ବିପକ୍ଷ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ଭାରତୀୟ ଟିମର ମଙ୍ଗ ଧରିଛନ୍ତି ଶିଖର ଧାଓ୍ଵନ । ରବୀନ୍ଦ୍ର ଜାଡେଜା ଉପଅଧିନାୟକ । ଧାଓ୍ଵନଙ୍କ ଲାଗି ନୂଆ ଚ୍ୟାଲେଞ୍ଜ । ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଓ୍ଵିକେଟ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ, କ୍ଲିନ୍‌ ସ୍ୱିପ୍‌ କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ଯୁଜ୍: ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ । ଅପରାହ୍ନ ୧ଟା ୩୦ରେ ଅହମଦାବାଦ୍‌ରେ ଖେଳାଯିବ ମ୍ୟାଚ୍‌। ସିରିଜ୍‌ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଆଜିର ମ୍ୟାଚ୍‌ ଜିତି କ୍ଲିନ୍‌ ସ୍ୱିପ୍‌ କରିବା ଲକ୍ଷ୍ୟରେ ରହିବ । ଆଜିର ମ୍ୟାଚରେ ଏକାଧିକ ପରିବର୍ତ୍ତନ ହୋଇପାରେ…

ଆସନ୍ତାକାଲି ବାରବାଟୀ ମ୍ୟାଚ୍ ପାଇଁ ଚାଲିବ ସ୍ୱତନ୍ତ୍ର ମୋ ବସ୍, ମାଷ୍ଟର କ୍ୟାଣ୍ଟିନ ଏବଂ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ…

କଟକ: ଆସନ୍ତାକାଲି ବାରବାଟୀ ମ୍ୟାଚ ପାଇଁ ଚାଲିବ ସ୍ୱତନ୍ତ୍ର ମୋ ବସ। କ୍ରିକେଟ ପ୍ରେମୀଙ୍କ ସୁବିଧାକୁ ଆଖିରେ ରଖି କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ବସ ସେବା ଯୋଗାଇ ଦିଆଯିବ। ଏହି ସେବା ମାଷ୍ଟର କ୍ୟାଣ୍ଟିନ ଠାରୁ ବାରବାଟୀ ଯାଏ ବରମୁଣ୍ଡା ବସଷ୍ଟାଣ୍ଡ ଠାରୁ ଷ୍ଟାଡିୟମ ଯାଏ ଉପଲବ୍ଧ ହେବ। ଉଭୟ…

ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା, ମୁହାଁମୁହିଁ ହେବେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍‌ ଟିମ୍‌

କଟକ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା। କମ୍ପିବ ବାରବାଟୀ ଷ୍ଟାଡିୟମ୍‌। ମୁହାଁମୁହିଁ ହେବେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍‌ ଟିମ୍‌। ଆଜି ଦୁଇ ଦଳ ପ୍ରାକ୍‌ଟିସ୍‌ ପାଇଁ ଭୁବନେଶ୍ୱର ମେଫେୟାର ହୋଟେଲରୁ କଟକ ଯିବେ। ସେଠାରେ ନେଟ୍‌ ପ୍ରାକ୍‌ଟିସ୍‌ କରିବେ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ…

ପ୍ରଥମ ଦିନିକିଆ : ବଞ୍ଚାଇ ଦେଲେ ଆୟର ଓ ପନ୍ତ

ଚେନ୍ନାଇ : ପ୍ରଥମ ଦିନିକିଆରେ େଓ୍ଵଷ୍ଟଇଣ୍ଡିଜ୍‌କୁ ୨୮୮ ରନ୍‌ର ଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ଓ ଓପ୍ନର କେ.ଏଲ୍‌ ରାହୁଲ ଫ୍ଲପ୍‌ ହୋଇଥିବା ବେଳେ ଦଳକୁ ଏତେଦୂର ଆଣିଲେ ଯୁବ ବ୍ୟାଟସ୍‌ମ୍ୟାନ୍‌ ଶ୍ରେୟଶ ଆୟର ଏବଂ ଋଷଭ ପନ୍ତ । ଆୟର ୭୦ ଏବଂ ପନ୍ତ ୭୧ ରନ୍‌ କରିଛନ୍ତି…

ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଭାରତ-ୱେଷ୍ଟ ଇଣ୍ଡିଜ ତୃତୀୟ ଟି-୨୦, ଯିଏ ଜିତିବ ସିଏ ପିନ୍ଧିବ ବିଜୟ ମୁକୁଟ

ମୁମ୍ବାଇ: ଆଜି ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଭାରତ ୱେଷ୍ଟ ଇଣ୍ଡିଜ ତୃତୀୟ ତଥା ଚୂଡାନ୍ତ ଟି-୨୦ । ତିନି ଟିକିଆ ସିରିଜରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ ଜିତି ୧-୧ରେ ବରାବର । ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହେବ । ଯିଏ ଜିତିବ ସିଏ ପିନ୍ଧିବ ବିଜୟ ମୁକୁଟ ।…

ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ, ହାଇଦ୍ରାବାଦର ଉପଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ…

ହାଇଦ୍ରାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତାକାଲି ପ୍ରଥମ ଟି-୨୦ ମ୍ୟାଚ ଆରମ୍ଭ ହେବ। ହାଇଦ୍ରାବାଦରେ ଖେଳାଯିବାକୁ ଥିବା ମ୍ୟାଚ ବର୍ଷା ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ଗତ ଦୁଇଦିନ ଧରି ୱେଷ୍ଟଇଣ୍ଡିଜ ଦଳ ଉପଲ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛନ୍ତି। ଭାରତ ଭଳି ଶକ୍ତିଶାଳୀ…