ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି- ଟ୍ବେଣ୍ଟିରେ ଭାରତ ବିଜୟୀ : ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ

ୱେଷ୍ଟଇଣ୍ଡିଜକୁ ହରାଇ ସିରିଜକୁ ପ୍ରତ୍ୟାବର୍ତ୍ତନ କଲା ଭାରତ। ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଜିତାଇଲା ଭାରତକୁ। ୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ ଇଣ୍ଡିଆ ।ସୂର୍ଯ୍ୟ କୁମାର ୮୩ ରନ କରିଥିବା ବେଳେ ତିଲକ ବର୍ମା ୪୯ ରନ କରିଥିଲେ । ୧୬୦ ରନ ଟାର୍ଗେଟର ପିଛା କରୁଥିଲା ଭାରତୀୟ ଦଳ ।

ୱେଷ୍ଟଇଣ୍ଡିଜକୁ ହରାଇ ସିରିଜକୁ ପ୍ରତ୍ୟାବର୍ତ୍ତନ କଲା ଭାରତ। ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଜିତାଇଲା ଭାରତକୁ। ୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ ଇଣ୍ଡିଆ । ୧୬୦ ରନ ଟାର୍ଗେଟର ପିଛା କରୁଥିଲା ଭାରତୀୟ ଦଳ । ସୂର୍ଯ୍ୟ କୁମାର ଯାଦବଙ୍କ ଜବରଦସ୍ତ ବ୍ୟାଟିଂ ପରେ ସିରିଜକୁ ଫେରିଲା ଭାରତ । ସୂର୍ଯ୍ୟ କୁମାର ୮୩ ରନ କରିଥିବା ବେଳେ ତିଲକ ବର୍ମା ୪୯ ରନ କରିଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ ଟିମ । ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୫୯ ରନ କରିଥିଲା ୱେଷ୍ଟଇଣ୍ଡିଜ । ଜବାବରେ ଭାରତ ମାତ୍ର ୧୭.୫ ଓଭରରେ ମାତ୍ର ୩ ୱିକେଟ ହରାଇ ବିଜୟ ଲାଗି ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.