Below header

ଭଞ୍ଜନଗର: ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ । ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ନିକଟରେ ଗତ ବିଳମ୍ବିତ ରାତିରେ ବାଘଟିକୁ ଗାଡ଼ି ଧକ୍କା ଦେଇଥିଲା ।

ଭଞ୍ଜନଗର (କେନ୍ୟୁଜ): ପୁଣି ଏକ ବାଘର ମୃତ୍ୟୁ । ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ । ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ନିକଟରେ ଗତ ବିଳମ୍ବିତ ରାତିରେ ବାଘଟିକୁ ଗାଡ଼ି ଧକ୍କା ଦେଇଥିଲା । ବନ ବିଭାଗ ଦ୍ବାରା ବାଘକୁ ଉଦ୍ଧାର ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବାଘଟିକୁ ପ୍ରାୟ ୩ ବର୍ଷ ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.