ମଣିଷ ଖିଆ କଲରାପତରିଆର ମୃତ୍ୟୁ, ବହୁଦିନ ଧରି ଯନ୍ତ୍ରଣା ଭୋଗୁଥିଲା
ଉମରକୋଟ : ଯନ୍ତ୍ରଣା ଓ ଭୋକ ଉପାସରେ ମରିଗଲା କଲରାପତରିଆ ବାଘ । କ୍ଷତ ଯୋଗୁଁ ବହୁଦିନ ଧରି ଯନ୍ତ୍ରଣା ଭୋଗୁଥିଲା କଲରାପତରିଆ । ତେବେ କିଛି ଦିନ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଆନେକ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ବାଘ । ଲୋକ ତାକୁ ଜାଲ ବିଛାଇ ଧରିବା ପରେ ବନ ବିଭାଗକୁ ହସ୍ତାନ୍ତର…