Below header

ଏକ ପରିତ୍ୟକ୍ତ କୂଅ ଭିତରୁ କଲରା ପତରିଆ ବାଘ ଉଦ୍ଧାର

ରେଢ଼ାଖୋଲ(କେନ୍ୟୁଜ୍‌): ରେଢ଼ାଖୋଲ ବନଖଣ୍ଡ ଚରମାଳ ରେଞ୍ଜ ସାନ ହିଣ୍ଡୋଲ ଘାଟି ନିକଟରେ ଏକ ପରିତ୍ୟକ୍ତ କୂଅରୁ କଲରା ପତରିଆ ବାଘକୁ ଉଦ୍ଧାର କଲା ବନ ବିଭାଗ।

ବାଘଟି ଜଙ୍ଗଲରେ ରାତି ଖାଦ୍ୟ ଅନ୍ବେଷଣ ପାଇଁ ବୁଲୁଥିବା ସମୟରେ ଜଙ୍ଗଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡି ଯାଇଥିବା ଜଣାପଡିଥିଲା। ବନ ବିଭାଗ ଉକ୍ତ ବାଘକୁ କୂଅରୁ ଉଦ୍ଧାର କରିଥିବା ବେଳେ, ଉଦ୍ଧାର ପରେ ବାଘଟିକୁ ନିକଟସ୍ଥ ଏକ ଜଙ୍ଗଲରେ ଛାଡି ଦିଆଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.