jagannath temple

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜାନ୍ଦ୍ରାଭିଷେକ ନୀତି, ଆସନ୍ତାକାଲି ଏକାଦଶୀ ତିଥିରେ ହେବ ଋକ୍ମିଣୀ ବିବାହ ଉତ୍ସବ

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜାନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସଂଧ୍ୟାଧୂପ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବେ।…

2 years ago

କିମିଆ କଲା କାଳିଆ! ସୁଦୂର ଆମେରିକାରୁ ଆସି ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଦମ୍ପତି ଦାନ କରିବେ ୧ କୋଟି

ଯାଜପୁର ଟାଉନ(କେନ୍ୟୁଜ୍‌):  କିମିଆ କଲା କାଳିଆ! କାଳିଆ ପ୍ରେମରେ ସବୁ କିଛି କରିବାକୁ ପ୍ରସ୍ତୁତ। ଖାସ କାଳିଆ ଡୋରି ଟାଣି ଆଣିଛି ସୁଦୂର ଆମେରିକାରୁ। ମହାପ୍ରଭୁଙ୍କ ପ୍ରେମରେ…

2 years ago

ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ: ୪ କୋଟିରୁ ଊର୍ଦ୍ଧ ଟଙ୍କା ବ୍ଯୟରେ କୁଟୁରିଆ ଗ୍ରାମରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର

ଯାଜପୁର ଟାଉନ(କେନ୍ୟୁଜ୍‌): ପୂରଣ ହେଲା ଦୀର୍ଘ ଦିନର ସ୍ବପ୍ନ। ୪ ବର୍ଷ ତଳେ ଆରମ୍ଭ ହୋଇଥିବା ମନ୍ଦିର ଶେଷରେ ହେଲା ସମ୍ପୂର୍ଣ୍ଣ।ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା…

2 years ago

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ଆଜି ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି ନେଇ ହେବ ଶୁଣାଣି

ପୁରୀ(କେନ୍ୟୁଜ୍‌): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ନେଇ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ ହୋଇଛି । ଏ ନେଇ…

2 years ago

ଶ୍ରୀମନ୍ଦିର ଭିତରେ ପର୍ସ ଚୋରି କରି ଧରାପଡିଲା ଲୁଟେରା

ପୁରୀ(କେନ୍ୟୁଜ୍‌): ଶ୍ରୀମନ୍ଦିରରେ ଲୁଟ୍ କରି ଧରା ପଡ଼ିଛି ଜଣେ ଲୁଟେରା। ଲୁଟେରା ଜଣଙ୍କ ଜଗତସିଂହପୁର ଜିଲ୍ଲା ରାହାମା ଗାଁର ନିରଞ୍ଜନ ଦାସ। ସେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ…

2 years ago

ପୁଅ ମୋର କଳାଠାକୁର ସବୁ ସମ୍ପତ୍ତି ଏବେ ତାର, ଜମି ବିକି ମହାପ୍ରଭୁଙ୍କୁ ୨୦ ଲକ୍ଷ ଟଙ୍କା ଦାନ କରିଦେଲେ ବୃଦ୍ଧା

ବାଲେଶ୍ୱର(କେନ୍ୟୁଜ୍): ଜମି ବିକି ମହାପ୍ରଭୁଙ୍କୁ ୨୦ ଲକ୍ଷ ଟଙ୍କା ଦାନ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସଦାନନ୍ଦପୁରର ସୁପ୍ରଭା ପଣ୍ଡା ନିଜ ଜମି ବିକି ଶ୍ରୀମନ୍ଦିର…

2 years ago

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ସୁରକ୍ଷାରେ ନିୟୋଜିତ ୪ ଜେଟିପିଙ୍କୁ ପଚରାଉଚରା

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ତନାଘନା । ସୁରକ୍ଷାରେ ନିୟୋଜିତ ୪ ଜେଟିପିଙ୍କୁ ପଚରାଉଚରା କରାଯାଉଛି। ପହୁଡ ପର୍ଯ୍ୟନ୍ତ ଥିବା ସେବାୟତ ଓ ସୁଆରଙ୍କୁ…

2 years ago

ସୁନାବେଶ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ପ୍ରବଳ ଭିଡ: ଧୈର୍ଯ୍ୟହରା ଭକ୍ତ ବାରିକେଡ୍‌ ଭାଙ୍ଗି ସିଧା ପଶିଲେ ମନ୍ଦିର ଭିତରକୁ

ପୁରୀ(କେନ୍ଯୁଜ୍): ସିଂହଦ୍ୱାର ସମ୍ମୁଖରେ ପ୍ରବଳ ଗହଳି। ବ୍ୟାରିିକେଡ୍‌ ମାନିଲେନି କିଛି ଭକ୍ତ। ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବାରୁ ଦର୍ଶନ ପାଇଁ ଧୈର୍ଯ୍ୟହରାଇଲେ ଭକ୍ତ।…

2 years ago

ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ, ଆଉ ଆବଶ୍ୟକ ନାହିଁ କୋଭିଡ୍‌ ରିପୋର୍ଟ

ପୁରୀ(କେନ୍ଯୁଜ୍): ଆଜିଠୁ ଶ୍ରୀମନ୍ଦିରରେ କଟକଣାମୁକ୍ତ ଦର୍ଶନ। ଆଉ ଆବଶ୍ୟକ ନାହିଁ କୋଭିଡ୍‌ ରିପୋର୍ଟ। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଦର୍ଶନ କରୁଛନ୍ତି ଭକ୍ତ। ମନ୍ଦିରରେ ପ୍ରବେଶ ବେଳେ ମାସ୍କ…

2 years ago

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, କାଲିଠାରୁ ଭକ୍ତ କରିପାରିବେ ଜଗାଦର୍ଶନ

ପୁରୀ (କେନୁ୍ୟୁଜ) : ଆସନ୍ତା କାଲିଠାରୁ ଖୋଲିବ ଶ୍ରୀମନ୍ଦିର l ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ଜାରି ହେଲା ନୂଆ ଏସଓପି l ଶ୍ରୀମନ୍ଦିର ଖୋଲିବା ନେଇ…

2 years ago

ଆଜି ପୌଷ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି

ପୁରୀ(କେନ୍ଯୁଜ୍): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି ଅନୁଷ୍ଠିତ ହେବ । ଆଜି ପୌଷ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ…

2 years ago

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧିତ ଅଧ୍ୟାଦେଶ ଜାରି, ଜମି ବିକ୍ରି ଓ ଲିଜ୍‌ ପାଇଁ କମିଟିକୁ କ୍ଷମତା

ପୁରୀ(କେନ୍ଯୁଜ୍): ଶ୍ରୀଜଗନ୍ନାଥ ମନ୍ଦିର ଆଇନ ସଂଶୋଧିତ ଅଧ୍ୟାଦେଶ ଜାରି। ଶ୍ରୀଜଗନ୍ନାଥ ମନ୍ଦିର ଆଇନ , ୧୯୫୪ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକ ଅଧ୍ୟାଦେଶ ଆଇନ…

2 years ago