jajpur vigilance raid

୧୨ ହଜାର ୬୦୦ ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଯାଜପୁର ଜିଲ୍ଲା ନିୟୋଜନ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ

ଯାଜପୁର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ନିୟୋଜନ ଅଧିକାରୀ ଏବଂ ମୁଖ୍ୟ କିରାଣୀ। ୧୨ ହଜାର ୬୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଲ୍ଲା ନିୟୋଜନ…

2 years ago