Jammu and Kashmir

କାଶ୍ମୀରକୁ ନେଇ ଉତ୍ତେଜିତ ଭାଷଣ, ବଢ଼ିଲା ଲେଖିକା ଅରୁନ୍ଧତୀ ରାୟଙ୍କ ସମସ୍ୟା; ଚାଲିବ UAPA ଅଧୀନରେ ମକଦ୍ଦମା

ବିଶିଷ୍ଟ ଲେଖିକା ଅରୁନ୍ଧତୀ ରାୟଙ୍କ ବିରୋଧରେ UAPA (ୟୁଏପିଏ) ଅଧୀନରେ ମକଦ୍ଦମା ଚାଲିବ । ଦିଲ୍ଲୀ ଏଲ୍‌ଜି ଭି.କେ. ସକ୍ସେନା ଗତକାଲି ଏହାକୁ ମଞ୍ଜୁରି ଦେଇଛନ୍ତି ।…

7 days ago

ଜମ୍ମୁ କଶ୍ମୀର : ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୧୦ ମୃତ, ୩୩ ଗୁରୁତର

ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥ ଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ…

2 weeks ago

ପୁଞ୍ଝରେ ଆତଙ୍କବାଦୀ ଆକ୍ରମଣ ଘଟଣା: ଜଣେ ଯବାନ ସହିଦ, ସର୍ଚ୍ଚ ଅପରେସନ ଜୋରଦାର

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ପୁଞ୍ଛରେ ଆତଙ୍କବାଦୀ ଆକ୍ରମଣ । ଜଣେ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ…

2 months ago

ଜମ୍ମୁ-କାଶ୍ମୀର: ବ୍ୟାଣ୍ଡ୍‌ ବାଜା ସହିତ କନ୍ୟାକୁ ଧରି ଭୋଟ୍‌ ଦେବାକୁ ଗଲା ବର, ସେପଟେ ବିବାହ ପରେ ମତ ସାବ୍ୟସ୍ତ କଲେ ନବଦମ୍ପତି

ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ୧୮ତମ ଲୋକସଭା ପାଇଁ ଆଜି ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ । ଦେଶର ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ…

2 months ago

ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା : ନଦୀରେ ବୁଡିଲା ସ୍କୁଲ ପିଲା ଯାଉଥିବା ଡଙ୍ଗା, ୪ ମୃତ, ୩ ନିଖୋଜ

ଜମ୍ମୁ କଶ୍ମୀରର ଶ୍ରୀନଗରରେ ବଡ ଦୁର୍ଘଟଣା ଘଟିଛି । ସ୍କୁଲ ପିଲାକୁ ନେଇ ଯାଉଥିବା ଡଙ୍ଗା ବୁଡିଯିବାରୁ ଝେଲମ ନଦୀରେ ଯୋଗୁଁ ୪ ଜଣ ପିଲାଙ୍କ ମୃତ୍ୟୁ…

2 months ago

ଗୁଲମାର୍ଗରେ ବରଫ ଝଡ଼ ଯୋଗୁ ସ୍ଥିତି ସଙ୍ଗୀନ, ଜଣେ ପର୍ଯ୍ୟଟକ ମୃତ; ଅନେକ ନିଖୋଜ

ଜମ୍ମୁ-କାଶ୍ମୀରର ପର୍ଯ୍ୟଟନସ୍ଥଳୀ ଗୁଲମାର୍ଗରେ ବରଫ ଝଡ଼ ଏବଂ ହିମସ୍ଖଳନ ହୋଇଛି । ଏଥିରେ ବହୁ ଧନଜୀବନ ହାନି ଘଟିଥିବା ସୂଚନା ରହିଛି । ଏହି ବରଫ ତୋଫାନ…

4 months ago

ପୁଞ୍ଚ ସେକ୍ଟରରେ ସେନା ଗାଡ଼ି ଉପରେ ଆତଙ୍କୀ ହମଲା, ଚାଲିଛି ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ : ପୁଣି ଜମ୍ମୁକଶ୍ମୀରରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ । ଶୁକ୍ରବାର ପୁଞ୍ଚ ଜିଲ୍ଲାର କ୍ରିଷ୍ଣା ଘାଟି ନିକଟରେ ସେନା ଗାଡି ଉପରେ କିଛି…

5 months ago

ଜମ୍ମୁ-କାଶ୍ମୀର: ୭୫ ବର୍ଷ ପରେ ଜଳିଲା ଆଲୁଅ, LoC ନିକଟ ଦୁଇ ଗାଁକୁ ବିଦ୍ୟୁତ୍‌ ସଂଯୋଗ

କେନ୍ୟୁଜ୍‌: ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ଗାଁ ଲୋକେ ଦେଖିଲେ ବିଜୁଳି ଆଲୁଅ । ଜମ୍ମୁ କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ (LoC) ନିକଟରେ ଥିବା…

6 months ago

‘ମୁସଲିମ ଲିଗ୍‌ ଜମ୍ମୁ-କାଶ୍ମୀର’କୁ ବ୍ୟାନ୍‌ କଲେ କେନ୍ଦ୍ର ସରକାର, ୫ ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ

କେନ୍ଦ୍ର ସରକାର ମୁସଲିମ ଲିଗ୍ ଜମ୍ମୁ-କାଶ୍ମୀର (ମସରତ ଆଲମ୍‌ ଗ୍ରୁପ୍)କୁ ବ୍ୟାନ୍‌ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଟ୍ଵିଟ୍‌ କରି କହିଛନ୍ତି କି, ଦେଶ ବିରୋଧୀ…

6 months ago

ଜମ୍ମୁ-କାଶ୍ମୀରରେ ବଡ଼ ଆତଙ୍କୀ ଷଡ଼ଯନ୍ତ୍ର ଭଣ୍ଡୁର, ଶ୍ରୀନଗର-ବାରାମୂଲା ରାଜପଥରେ IED ନଷ୍ଟ କଲା ସେନା

ଜମ୍ମୁ-କାଶ୍ମୀରରେ ଭାରତୀୟ ସେନା ବୁଧବାର ଏକ ବଡ଼ ଆତଙ୍କୀ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିଛି। ଶ୍ରୀନଗର-ବାରାମୂଲା ରାଜପଥରେ ଆତଙ୍କବାଦୀମାନେ ଆଇଇଡି ଖଞ୍ଜିଥିଲେ। ଏହାକୁ ସେନା ଉଦ୍ଧାର କରି ନଷ୍ଟ…

6 months ago

ଜମ୍ମୁ କାଶ୍ମୀରରେ ମୋର୍ଟାର ସେଲ ବିସ୍ଫୋରଣ, ଜଣେ ମୃତ

ଜମ୍ମୁ କାଶ୍ମୀର (କେନ୍ୟୁଜ): ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା ପରେ ହାଇ ଆଲର୍ଟ । ଜମ୍ମୁ କାଶ୍ମୀରର ଚାନ୍ଦିଲି ଗାଁରେ ମୋର୍ଟାର ସେଲ ବିସ୍ଫୋରଣରେ ଜଣେ ସାଧାରଣ…

6 months ago

ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ଆଉ ଜଣେ ଯବାନ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ। ଯେଉଁଥିରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଆହତ ହୋଇଛନ୍ତି ଆଉ ୨ ଜଣ…

6 months ago