jharpada jail

ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ ପରେ ଆକ୍ସନ: ୨ ଜେଲ୍ ୱାର୍ଡର ନିଲମ୍ବିତ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ପରେ ଆକ୍ସନ । ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ଜଣ ଜେଲ୍ ୱାର୍ଡର ନିଲମ୍ବିତ । ୱାର୍ଡର ପ୍ରଭାତ…

3 months ago

ଗୋଷ୍ଠୀ ସଂଘର୍ଷ ପରେ ଝାରପଡା ଜେଲରେ ରେଡ୍ , ପ୍ରତ୍ୟେକ ସେଲ୍‌ରେ ସ୍ପେଶାଲ ଟିମ୍‌ର ଛାନଭିନ୍‌

ଭୁବନେଶ୍ୱର (କେନ୍ୟୁଜ): ଗ୍ୟାଙ୍ଗୱାର ପରେ ଝାରପଡା ଜେଲରେ ରେଡ୍ । ଭୁବନେଶ୍ବର କମିଶନରେଟ୍ ପୋଲିସ୍ ପକ୍ଷରୁ ଚଢାଉ । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ସକାଳୁ ସକାଳୁ…

3 months ago

ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ, ଆହତ ହୋଇ ଜଣେ କଏଦୀ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଆହତ ହୋଇଛନ୍ତି । ଆହତ କଏଦୀଙ୍କୁ ଚିକିତ୍ସା…

3 months ago

ଝାରପଡା ଜେଲରେ ରାତି କାଟିଛନ୍ତି ଟୁଟୁ ନାୟକ, ସକାଳୁ ଉପମା ସହ ଘୁଗୁନି ଆଉ ଚା ପିଇଛନ୍ତି

ଭୁବନେଶ୍ବର(କେନ୍ୟୁଜ୍): ଝାରପଡ଼ା ଜେଲରେ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ। ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ପରେ ତାଙ୍କୁ ଜେଲ୍ ପଠାଇ…

8 months ago

ଜାମିନ ପାଉଥିବା କଏଦୀ ବଦଳ ଆଉ ଜଣେ ମୁକୁଳିବା ଘଟଣା: ଜେଲ ଡିଆଇଜି କହିଲେ ଯାହାର ଭୁଲ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ

କେନ୍ୟୁଜ୍(ବ୍ୟୁରୋ): ଝାରପଡା ଜେଲରେ ଜାମିନ ପାଇଥିବା କଏଦୀ ବଦଳରେ ଆଉ ଜଣେ ମୁକୁଳିବା ଘଟଣାର ବିଭ୍ରାଟକୁ ନେଇ ଜେଲ ଡିଆଇଜିଙ୍କ ପ୍ରତିକ୍ରିୟା । କହିଲେ ଜେଲ ପକ୍ଷରୁ…

9 months ago

ଜେଲ କର୍ତ୍ତୃପକ୍ଷଙ୍କ ବଡ଼ ବିଭ୍ରାଟ, ଠକେଇ ଅଭିଯୁକ୍ତଙ୍କ ବଦଳରେ ଛାଡିଦେଲେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ

ଭୁବନେଶ୍ୱର (କେନ୍ୟୁଜ): ଜଣଙ୍କୁ ଜାମିନ, ମୁକୁଳିଲେ ଅନ୍ୟ ଜଣେ। ଝାରପଡା ଜେଲରେ କର୍ତ୍ତୃପକ୍ଷ ଙ୍କ ବଡ଼ ବିଭ୍ରାଟ। ଠକେଇ ଅଭିଯୁକ୍ତଙ୍କ ବଦଳରେ ଛାଡିଦେଲେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ। ସୂଚନା…

9 months ago

ସ୍ମାର୍ଟ ହେବ ଝାରପଡ଼ା ଜେଲ୍‌, ୫୦ ଏକର ପରିମିତ ଜାଗାରେ ନିର୍ମାଣ ହେବ

ଭୁବନେଶ୍ବର(କେନ୍ୟୁଜ୍): ଝାରପଡ଼ା ଜେଲ୍‌ର ସ୍ଥାନାନ୍ତର ହେବ । ସ୍ମାର୍ଟ ହେବ ଜେଲ୍‌ । ଜାମୁଝରୀରେ ହେବ ଏହି ସ୍ୱତନ୍ତ୍ର ଜେଲ୍‌ । ୫୦ ଏକର ପରିମିତ ଜାଗାରେ…

1 year ago

ଝାରପଡ଼ା ଜେଲରେ ଭେଟାଭେଟି ହେଲେ ଅର୍ଚ୍ଚନା-ଜଗବନ୍ଧୁ, ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ୧୫ ମିନିଟ ହେଲେ କଥାବାର୍ତ୍ତା

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା-ଜଗବନ୍ଧୁ ଭେଟାଭେଟି। ଭୁବନେଶ୍ୱର ଝାରପଡ଼ା ଜେଲରେ ସ୍ୱାମୀ- ସ୍ତ୍ରୀ ଭେଟ ହୋଇଛି। ଜେଲ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସାକ୍ଷାତ ହୋଇଛି। ସହକାରୀ ଜେଲର…

2 years ago

ମହଙ୍ଗା ପଡିଲା ଜେଲ୍‌ରେ ନାଗିନ୍‌ ଡ୍ୟାନ୍ସ , ବଦଳିଲେ ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ

ଭୁବନେଶ୍ବର: ମହଙ୍ଗା ପଡିଲା ଜେଲ୍‌ରେ ନାଗିନ୍‌ ଡ୍ୟାନ୍‌ସ। ବଦଳିଲେ ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ। ସୁପରିଣ୍ଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲକୁ ବଦଳି କରାଯାଇଛି। ଝାରପଡ଼ା ଜେଲ…

3 years ago

ଭୁବନେଶ୍ୱର ଝାରପଡ଼ା ଜେଲ୍‌ ଭିତରେ ଗଞ୍ଜେଇ ଆସର ସାଙ୍ଗକୁ ନାଗିନ୍ ଡ୍ଯାନ୍ସ , ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ୱର : ଜେଲ୍‌ରେ ନାଗିନ୍‌ ଡ୍ୟାନ୍‌ସ। ଭୁବନେଶ୍ୱର ଝାରପଡ଼ା ଜେଲ୍‌ ଭିତରେ ନାଚ ଗୀତ ସାଙ୍ଗକୁ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍‌ ହୋଇଛି। ସଂକୀର୍ତ୍ତନ ସାଙ୍ଗକୁ ଗଞ୍ଜେଇ…

3 years ago

ଝାରପଡା ଜେଲ ପରିଦର୍ଶନ କଲେ ପୋଲିସ କମିସନର ସୁଧାଂଶୁ ସଢଙ୍ଗୀ ଓ ଡିସିପି

ଝାରପଡା ଜେଲ ପରିଦର୍ଶନ କରିଛନ୍ତି ପୋଲିସ କମିସନର ।ପୋଲିସ କମିସନର ସୁଧାଂଶୁ ସଢଙ୍ଗୀ ଓ ପୋଲିସ ଡିସିପି , ଏସିପି ସ୍ପୋସାଲ ସ୍କାର୍ଡ ସମେତ ସବୁ ଥାନାର…

5 years ago

ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ମୃତ୍ୟୁ ମାମଲା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଝାରପଡ଼ା ଜେଲରେ ବିଚାରାଧୀନ କଏଦି ଅଖିଳ ବେହେରାଙ୍କ ମୃତ୍ୟୁ ମାମଲା । ଅଖିଳଙ୍କୁ ଜେଲ ଭିତରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଢେଙ୍କାନାଳ…

5 years ago