Browsing Tag

jharpada jail

ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ ପରେ ଆକ୍ସନ: ୨ ଜେଲ୍ ୱାର୍ଡର ନିଲମ୍ବିତ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ପରେ ଆକ୍ସନ । ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ଜଣ ଜେଲ୍ ୱାର୍ଡର ନିଲମ୍ବିତ । ୱାର୍ଡର ପ୍ରଭାତ କୁମାର ମହାରଣା ଓ ମଙ୍ଗୁଳି ସେଠୀ ସସପେଣ୍ଡ । ଦୁଇ ଜଣଙ୍କ ବିରୋଧରେ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ହୋଇଛି । ଜେଲ୍ ଡିଜିଙ୍କ…

ଗୋଷ୍ଠୀ ସଂଘର୍ଷ ପରେ ଝାରପଡା ଜେଲରେ ରେଡ୍ , ପ୍ରତ୍ୟେକ ସେଲ୍‌ରେ ସ୍ପେଶାଲ ଟିମ୍‌ର ଛାନଭିନ୍‌

ଭୁବନେଶ୍ୱର (କେନ୍ୟୁଜ): ଗ୍ୟାଙ୍ଗୱାର ପରେ ଝାରପଡା ଜେଲରେ ରେଡ୍ । ଭୁବନେଶ୍ବର କମିଶନରେଟ୍ ପୋଲିସ୍ ପକ୍ଷରୁ ଚଢାଉ । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ସକାଳୁ ସକାଳୁ ରେଡ୍ ହୋଇଛି । ଜେଲର ପ୍ରତି ସେଲରେ ଖୋଳତାଡ କରିଛି ସ୍ବତନ୍ତ୍ର ଟିମ୍ । ଜେଲ ଅଧୀକ୍ଷକ, ଜେଲର ଓ ୱାର୍ଡରଙ୍କୁ ପଚରାଉଚରା…

ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ, ଆହତ ହୋଇ ଜଣେ କଏଦୀ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଝାରପଡ଼ା ଜେଲରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ଆହତ ହୋଇଛନ୍ତି । ଆହତ କଏଦୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଏଦୀଙ୍କୁ ଅନ୍ୟ ଗୋଷ୍ଠୀର ୩ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ସୂଚନା…

ଝାରପଡା ଜେଲରେ ରାତି କାଟିଛନ୍ତି ଟୁଟୁ ନାୟକ, ସକାଳୁ ଉପମା ସହ ଘୁଗୁନି ଆଉ ଚା ପିଇଛନ୍ତି

ଭୁବନେଶ୍ବର(କେନ୍ୟୁଜ୍): ଝାରପଡ଼ା ଜେଲରେ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ। ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଆସନ୍ତାକାଲି ତାଙ୍କର ଜାମିନ ନେଇ ଶୁଣାଣି ହେବ। ପ୍ରାୟ ୩ଘଣ୍ଟା ପଚରାଉଚରା ପରେ ଗିରଫ କରିଥିଲା ଭୁବନେଶ୍ବର…

ଜାମିନ ପାଉଥିବା କଏଦୀ ବଦଳ ଆଉ ଜଣେ ମୁକୁଳିବା ଘଟଣା: ଜେଲ ଡିଆଇଜି କହିଲେ ଯାହାର ଭୁଲ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ

କେନ୍ୟୁଜ୍(ବ୍ୟୁରୋ): ଝାରପଡା ଜେଲରେ ଜାମିନ ପାଇଥିବା କଏଦୀ ବଦଳରେ ଆଉ ଜଣେ ମୁକୁଳିବା ଘଟଣାର ବିଭ୍ରାଟକୁ ନେଇ ଜେଲ ଡିଆଇଜିଙ୍କ ପ୍ରତିକ୍ରିୟା । କହିଲେ ଜେଲ ପକ୍ଷରୁ ହୋଇଛି ଭୁଲ । ଯାହାର ଭୁଲ ରହିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତ ପରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ…

ଜେଲ କର୍ତ୍ତୃପକ୍ଷଙ୍କ ବଡ଼ ବିଭ୍ରାଟ, ଠକେଇ ଅଭିଯୁକ୍ତଙ୍କ ବଦଳରେ ଛାଡିଦେଲେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ

ଭୁବନେଶ୍ୱର (କେନ୍ୟୁଜ): ଜଣଙ୍କୁ ଜାମିନ, ମୁକୁଳିଲେ ଅନ୍ୟ ଜଣେ। ଝାରପଡା ଜେଲରେ କର୍ତ୍ତୃପକ୍ଷ ଙ୍କ ବଡ଼ ବିଭ୍ରାଟ। ଠକେଇ ଅଭିଯୁକ୍ତଙ୍କ ବଦଳରେ ଛାଡିଦେଲେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ। ସୂଚନା ଅନୁସାରେ ପିତା ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଜାମିନ ମିଳିଥିଲା।…

ଝାରପଡ଼ା ଜେଲରେ ଭେଟାଭେଟି ହେଲେ ଅର୍ଚ୍ଚନା-ଜଗବନ୍ଧୁ, ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ୧୫ ମିନିଟ ହେଲେ କଥାବାର୍ତ୍ତା

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା-ଜଗବନ୍ଧୁ ଭେଟାଭେଟି। ଭୁବନେଶ୍ୱର ଝାରପଡ଼ା ଜେଲରେ ସ୍ୱାମୀ- ସ୍ତ୍ରୀ ଭେଟ ହୋଇଛି। ଜେଲ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସାକ୍ଷାତ ହୋଇଛି। ସହକାରୀ ଜେଲର ଓ ଅନ୍ୟ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଉଭୟ ୧୫ମିନିଟ ପାଇଁ କଥାବାର୍ତ୍ତା ହୋଇଛନ୍ତି। ଗତ ରବିବାର ଉଭୟ…

ମହଙ୍ଗା ପଡିଲା ଜେଲ୍‌ରେ ନାଗିନ୍‌ ଡ୍ୟାନ୍ସ , ବଦଳିଲେ ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ

ଭୁବନେଶ୍ବର: ମହଙ୍ଗା ପଡିଲା ଜେଲ୍‌ରେ ନାଗିନ୍‌ ଡ୍ୟାନ୍‌ସ। ବଦଳିଲେ ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ। ସୁପରିଣ୍ଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲକୁ ବଦଳି କରାଯାଇଛି। ଝାରପଡ଼ା ଜେଲ ନୂଆ ସୁପରିଣ୍ଟେଣ୍ଡେଣ୍ଟ ହେଲେ ସରୋଜ କୁମାର ବିଶ୍ୱାଳ। ସରୋଜ କୁମାର ବିଶ୍ୱାଳ ଏବେ…

ଭୁବନେଶ୍ୱର ଝାରପଡ଼ା ଜେଲ୍‌ ଭିତରେ ଗଞ୍ଜେଇ ଆସର ସାଙ୍ଗକୁ ନାଗିନ୍ ଡ୍ଯାନ୍ସ , ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ୱର : ଜେଲ୍‌ରେ ନାଗିନ୍‌ ଡ୍ୟାନ୍‌ସ। ଭୁବନେଶ୍ୱର ଝାରପଡ଼ା ଜେଲ୍‌ ଭିତରେ ନାଚ ଗୀତ ସାଙ୍ଗକୁ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍‌ ହୋଇଛି। ସଂକୀର୍ତ୍ତନ ସାଙ୍ଗକୁ ଗଞ୍ଜେଇ ଧୂଆଁ। ଗୋଟିଏ ପଟେ ଜେଲ୍‌ ଭିତରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଅନ୍ୟ ପଟେ ଚାଲିଛି ନାଚ ଗୀତ। ପଣା…

ଝାରପଡା ଜେଲ ପରିଦର୍ଶନ କଲେ ପୋଲିସ କମିସନର ସୁଧାଂଶୁ ସଢଙ୍ଗୀ ଓ ଡିସିପି

ଝାରପଡା ଜେଲ ପରିଦର୍ଶନ କରିଛନ୍ତି ପୋଲିସ କମିସନର ।ପୋଲିସ କମିସନର ସୁଧାଂଶୁ ସଢଙ୍ଗୀ ଓ ପୋଲିସ ଡିସିପି , ଏସିପି ସ୍ପୋସାଲ ସ୍କାର୍ଡ ସମେତ ସବୁ ଥାନାର ଆଇଆଇସି ଝାରପଡା ଜେଲ ପରିସରକୁ ଯାଇଥିଲେ ।ପୋଲିସ କମିସନରଙ୍କ ସୂଚନା ଅନୁସାରେ ଝାରପଡାରେ ବହୁ ପେସାଦାର ଓ ରେଗୁଲାର ଅପରାଧୀ ରହୁଛନ୍ତି…

ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ମୃତ୍ୟୁ ମାମଲା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଝାରପଡ଼ା ଜେଲରେ ବିଚାରାଧୀନ କଏଦି ଅଖିଳ ବେହେରାଙ୍କ ମୃତ୍ୟୁ ମାମଲା । ଅଖିଳଙ୍କୁ ଜେଲ ଭିତରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଢେଙ୍କାନାଳ ଗନ୍ଦିଆ ଥାନା ଅନ୍ତର୍ଗତ ବାଇଁସିଆ ଗାଁର ଅଖିଳ ବେହେରା ଭୁବନେଶ୍ୱରର ଏକ ବେସରକାରୀ କମ୍ପାନୀରେ ଚାକିରି କରୁଥିଲେ । ଏକ ଚୋରୀ…