Below header

ଜେଲ କର୍ତ୍ତୃପକ୍ଷଙ୍କ ବଡ଼ ବିଭ୍ରାଟ, ଠକେଇ ଅଭିଯୁକ୍ତଙ୍କ ବଦଳରେ ଛାଡିଦେଲେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ

ଜଣଙ୍କୁ ଜାମିନ, ମୁକୁଳିଲେ ଅନ୍ୟ ଜଣେ। ଝାରପଡା ଜେଲରେ କର୍ତ୍ତୃପକ୍ଷ ଙ୍କ ବଡ଼ ବିଭ୍ରାଟ। ଠକେଇ ଅଭିଯୁକ୍ତଙ୍କ ବଦଳରେ ଛାଡିଦେଲେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ। ସୂଚନା ଅନୁସାରେ ପିତା ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଜାମିନ ମିଳିଥିଲା। ହେଲେ ମୁକୁଳିଥିଲେ ଅନ୍ୟ ଜଣେ ଅଭିଯୁକ୍ତ।

ଭୁବନେଶ୍ୱର (କେନ୍ୟୁଜ): ଜଣଙ୍କୁ ଜାମିନ, ମୁକୁଳିଲେ ଅନ୍ୟ ଜଣେ। ଝାରପଡା ଜେଲରେ କର୍ତ୍ତୃପକ୍ଷ ଙ୍କ ବଡ଼ ବିଭ୍ରାଟ। ଠକେଇ ଅଭିଯୁକ୍ତଙ୍କ ବଦଳରେ ଛାଡିଦେଲେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ। ସୂଚନା ଅନୁସାରେ ପିତା ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଜାମିନ ମିଳିଥିଲା। ହେଲେ ମୁକୁଳିଥିଲେ ଅନ୍ୟ ଜଣେ ଅଭିଯୁକ୍ତ। ତାଙ୍କ ନାଁ ମଧ୍ୟ ରମେଶ ଚନ୍ଦ୍ର ଜେନା। କିନ୍ତୁ ପିତାଙ୍କ ନାମ ଲକ୍ଷ୍ମୀଧର ଜେନା। ପରେ ଜେଲ କର୍ତ୍ତୁପକ୍ଷ ନିଜ ଭୁଲ ଜାଣି ପାରି ପ୍ରକୃତରେ ଜାମିନ ପାଇଥିବା ରମେଶ ଚନ୍ଦ୍ର ଜେନାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛି ଜେଲ ବିଭାଗ। ଜେଲ ଡିଆଇଜି ଗରୀବ ସାହୁଙ୍କୁ ତଦନ୍ତ କରି ଜେଲ ଡିଜିଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.