Browsing Tag

bhubaneswar

ଭୁବନେଶ୍ୱରରେ ଚାଳିଛି ବଡ଼ଧରଣର ଉଚ୍ଛେଦ, ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ

ଭୁବନେଶ୍ୱର : ବିଡିଏର ବଡ଼ ଡ୍ରାଇଭ୍ । ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ । ଭଙ୍ଗାଯାଉଛି ଶତାଧିକ ଘର। ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ । ଗତକାଲି ଶହ ଶହ ଘର ଭଙ୍ଗାଯାଇଥିଲା । ଉଚ୍ଛେଦ ବେଳେ ପୋଲିସକୁ ବିରୋଧ କରିଥିଲେ ଜବରଦଖଲକାରୀ ।…

ବେଆଇନ କଫ୍ ସିରଫ୍ କାରବାର୍, ଜବତ ହୋଇଛି ୭୧ ପେଟି କଫ୍ ସରିଫ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବେଆଇନ କଫ ସିରଫ କାରବାରର ପର୍ଦ୍ଦାଫାସ । ଭୁବନେଶ୍ବର ଦେଇ ବାଲେଶ୍ବର ଚାଲାଣ ବେଳେ ଜବତ ହେଲା କଫସିରପ ବୋଝେଇ କଣ୍ଟେନର । ନଖରା ସ୍ଥିତ ଭିଆରଏଲ୍ ଲଜିଷ୍ଟିକ ଷ୍ଟକ୍ ହାଉସରେ ଏସଟିଏଫ ଓ ଡ୍ରଗ କଣ୍ଟ୍ରୋଲର ମିଳିତ ଚଢାଉ ବେଳେ ଜବତ ହୋଇଛି ୭୧ ପେଟି କଫ ସରିଫ…

ଯୁବତୀଙ୍କ ମୃତଦେହ ଉଦ୍ଧାର, ଭିଡିଓ କଲରେ ପଠାଇଲେ ମୃତ୍ୟୁ ପୁର୍ବର ଭିଡିଓ

ଭୁବନେଶ୍ବର: ହଷ୍ଟେଲ ଭିତରେ ଝୁଲିପଡ଼ିଲେ ଯୁବତୀ । ଭିଡିଓ କଲରେ ପଠାଇଲେ ମୃତ୍ୟୁ ପୁର୍ବର ଭିଡିଓ । ମୋବାଇଲରୁ ମିଳିଲା ମୃତ୍ୟୁ ପୂର୍ବର ଭିଡିଓ । ଭୁବନେଶ୍ବର ଖାରବେଳନଗର ଥାନା ଇଣ୍ଡଷ୍ଟ୍ରିଆଲ କଲୋନୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ଘର ନୟାଗଡ ଜିଲ୍ଲା ସିଧାମୁଳାରେ । ଏକ ମେଡିସିନ୍…

୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର, ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ

ଭୁବନେଶ୍ବର: ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ଏହି ଅବସରରେ ସହରରେ ଦୁଇ ଦିନିଆ 'ରାଜଧାନୀ ମହୋତ୍ସବ' ଆରମ୍ଭ ହୋଇଛି  । ଆଜି ସକାଳୁ ପିଏମଜି ଛକ ନିକଟରେ…

ରାଜଧାନୀରେ ଚାଲିଥିଲା ଆତଙ୍କୀ ଷଡ଼ଯନ୍ତ୍ର, ୟୁନିଟ୍ ୬ ଅଞ୍ଚଳରୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଜଣେ ଯୁବକ ଗିରଫ । ମହମ୍ମଦ ଇମ୍ରାନକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ । ୟୁନିଟ୍ ୬ଅଞ୍ଚଳରୁ କମିଶନରେଟ ପୋଲିସ ସହାୟତାରେ ଇମ୍ରାନକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏହି ସୂଚନା…

୩୦ ବର୍ଷର ସମ୍ପର୍କ ଭୁଲିଗଲା ଜହ୍ଲାଦ ସ୍ବାମୀ, ପୋଲିସ ଆଗରେ ବଖାଣିଲା ହତ୍ୟାର ବର୍ବର କାହାଣୀ

ଭୁବନେଶ୍ୱର : ମର୍ଡର ପ୍ଲଟରେ ହତ୍ୟାକାରୀ ସ୍ବାମୀ ବଖାଣିଲା ବର୍ବର କାହାଣୀ । କହିଲା ରାଗ ଲାଗିଲା, ମାରିଦେଲି। ବେଡରୁମରେ କେମିତି ଘଟାଇଥିଲେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ପୋଲିସକୁ ଗୋଟି ଗୋଟି ସତ ବଖାଣିଛନ୍ତି ପତ୍ନୀ ହନ୍ତା ସ୍ବାମୀ ଦେବରାଜ ଷଡଙ୍ଗୀ । ପ୍ରଥମେ ପ୍ରିୟମ୍ବଦାଙ୍କ ତଣ୍ଟି…

ସ୍ତ୍ରୀ ପାଇଁ ଯମ ସାଜିଲା ସ୍ୱାମୀ, ହତ୍ୟା ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଭୁବନେଶ୍ବର : ଭୁବନେଶ୍ବର ଏୟାରଫିଲ୍ଡ ଥାନା କୁହାରେ ବୀଭତ୍ସ ହତ୍ୟାକାଣ୍ଡ । ପରିବା କଟା ଛୁରୀରେ ପତ୍ନୀର ତଣ୍ଟି କାଟିଲା ସ୍ବାମୀ । ପତ୍ନୀକୁ ହତ୍ୟା କରିବା ପରେ ଆତ୍ମସମର୍ପଣ କଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀ ଦେବରାଜ ଷଡ଼ଙ୍ଗୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକଙ୍କ ନାମ…

କାଠ ଗୋଲା ଭିତରେ ଗ୍ୟାସ୍ ଗୋଦାମ, ବେଆଇନ ଗ୍ୟାସ ମହଜୁଦ ରଖିବା ଅଭିଯୋଗରେ ଚଢାଉ

ଭୁବନେଶ୍ବର: କାଠ ଗୋଲା ଭିତରେ ଗ୍ୟାସ୍ ଗୋଦାମ । ବେଆଇନ ଗ୍ୟାସ ମହଜୁଦ ରଖିବା ଅଭିଯୋଗରେ ବଡ଼ ଧରଣର ଚଢାଉ। ଗ୍ୟାସ ଗୋଦାମରେ ଚଢାଉ କରୁଛି ଯୋଗାଣ ବିଭାଗ । ଭୁବନେଶ୍ବର ସାମନ୍ତରାପୁର ଛକ ନିକଟରେ ଚଢ଼ାଉ ହୋଇଛି। ଚଢ଼ାଉ ବେଳେ ମିଳିଲା ବିପୁଳ ପରିମାଣର ଗ୍ୟାସ ଟ୍ୟାଙ୍କି ଜବତ ହୋଇଛି । ଗତମାସ…

ଭୁବନେଶ୍ବରରେ ଚାଞ୍ଚଲ୍ୟ, ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ

ଭୁବନେଶ୍ବର: ଭୁବନେଶ୍ବରରେ ଦେଖାଦେଇଛି ଚାଞ୍ଚଲ୍ୟ । ଛାତରୁ ଖସିପଡି ଯୁବକଙ୍କର ହୋଇଛି ମୃତ୍ୟୁ । ନିର୍ମାଣଧୀନ କୋଠାର ଛାତରୁ ପଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ସହିଦନଗର ଥାନା ଅଞ୍ଚଳରେ ଘଟିଛି ଏ ଘଟଣା । ସ୍ଥାନୀୟ ପୋଷ୍ଟ ଅଫିସ ନିକଟରୁ ମିଳିଛି ଯୁବକଙ୍କ ମୃତଦେହ । ସୂଚନା ଅନୁସାରେ,…

ଗାଡ଼ି ଅପରେଟଙ୍କ ଉପରେ ଚଢ଼ିଗଲା ଡମ୍ପର, ଘଟଣାସ୍ଥଳରେ ହେଲା ମୃତ୍ୟୁ

ଭୁବନେଶ୍ବର: ଡମ୍ପର ଅପରେଟଙ୍କ ଉପରେ ଚଢ଼ିଗଲା ଡମ୍ପର । ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଚିତ୍ର । ତାଳଚେର ହିଙ୍ଗୁଳା କୋଇଲା ଖଣିରେ ବାଇକରେ ଆସୁଥିବା ବେଳେ ଅଘଟଣ । ଘଟଣାସ୍ଥଳରେ ଡ଼ମ୍ପର ଅପରେଟରଙ୍କର ମୃତ୍ୟୁ । ମୃତକ କୁସୁମପାଳ ଗାଁର ଶ୍ରୀନିବାସ ଦେହୁରୀ । ସେ ହିଙ୍ଗୁଳା କୋଇଲା ଖଣିରେ…

ରାଜଧାନୀରେ ଅମାନବୀୟ ଘଟଣା, ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ବର: ରାଜଧାନୀରେ ଅମାନବୀୟ ଘଟଣା ।  ଅଟୋ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଉଦ୍ଧାର କଲା କମିଶନରେଟ ପୋଲିସ ।  ଭୁବନେଶ୍ବର ପଟିଆ ଶୁଭମ ଆପାର୍ଟମେଣ୍ଟ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଟୋ ଭିତରେ ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । …

ଟ୍ରକକୁ ପିଟିଲା ବାଲି ବୋଝେଇ ହାଇୱା, କାଚ ଭାଙ୍ଗି ଭିତରେ ପଶିଲା ବାଉଁଶ

ଭୁବନେଶ୍ବର: ରାଜଧାନୀରେ ଦୁର୍ଘଟଣା । ବାଉଁଶ ବୋଝେଇ ଟ୍ରକକୁ ପିଟିଲା ବାଲି ବୋଝେଇ ହାଇୱା । କାଚ ଭାଙ୍ଗି ଭିତରେ ପଶିଲା ବାଉଁଶ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଦୁର୍ଘଟଣା । ହାଇୱା ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଶନିବାର ନୟାଗଡ଼…