ଝାରପଡା ଜେଲ ପରିଦର୍ଶନ କଲେ ପୋଲିସ କମିସନର ସୁଧାଂଶୁ ସଢଙ୍ଗୀ ଓ ଡିସିପି

ଝାରପଡା ଜେଲ ପରିଦର୍ଶନ କରିଛନ୍ତି ପୋଲିସ କମିସନର ।ପୋଲିସ କମିସନର ସୁଧାଂଶୁ ସଢଙ୍ଗୀ ଓ ପୋଲିସ ଡିସିପି , ଏସିପି ସ୍ପୋସାଲ ସ୍କାର୍ଡ ସମେତ ସବୁ ଥାନାର ଆଇଆଇସି ଝାରପଡା ଜେଲ ପରିସରକୁ ଯାଇଥିଲେ ।ପୋଲିସ କମିସନରଙ୍କ ସୂଚନା ଅନୁସାରେ ଝାରପଡାରେ ବହୁ ପେସାଦାର ଓ ରେଗୁଲାର ଅପରାଧୀ ରହୁଛନ୍ତି ।ପ୍ରାୟ ୯ଶହରୁ ଅଧିକ ଅପରାଧି କାଯ୍ୟର୍ କରି ଜେଲରେ ରହୁଛନ୍ତି ।ଅପରାଧକୁ ଚିହିଁବା ସହ କିଲ କେଉଁ ମାମଲାରେ ଜଡିତ ରହିଛନ୍ତି ସେମାନଙ୍କୁ ଜାଣିବା ଆବଶ୍ୟକ ବୋଲି କହିଛନ୍ତି ।ଏହା ଏକ ରେଗୁଲାର ଭିଜିଟ ବୋଲି ପୋଲିସ କମିସନର କହିଛନ୍ତିିା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.