Browsing Tag

Police Commissioner

ଟ୍ୱିନ ସିଟିର ପୋଲିସ କମିଶନର ଭାବେ ଦାୟିତ୍ଵ ନେବେ ସଞ୍ଜୀବ ପଣ୍ଡା, ଅପରାଧ ନିୟନ୍ତ୍ରଣ ଉପରେ ରହିବ ବଡ ଚ୍ୟାଲେଞ୍ଜ

କଟକ (କେନ୍ୟୁଜ): ଆଜି ଦୈତ୍ୟ ନଗରୀର ପୋଲିସ କମିଶନର ଭାବେ ଦାୟିତ୍ଵ ନେବେ ସଞ୍ଜୀବ ପଣ୍ଡା । ୧୯୯୪ବ୍ୟାଚ IPS ଅଫିସର ସଞ୍ଜୀବ ପଣ୍ଡା । ସଂଜୀବ ପଣ୍ଡା ରାଜ୍ୟ ପୋଲିସର ବିଭିନ୍ନ ବିଭାଗରେ ସଫଳତାର ସହ କାମ କରିଛନ୍ତି । ପୁରୀ, ରାଉରକେଲା ଆଦି ଅଞ୍ଚଳରେ ସେ SP ଭାବେ ସଫଳତାର ସହ ଦୟୀତ୍ଵ…

ଟୁଇନସିଟିରେ ଅପରାଧ ନିୟନ୍ତ୍ରଣ ପାଇଁ ବୈଠକ, ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ

ଭୁବନେଶ୍ୱର(କେନ୍ୟୁଜ୍): ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଏନଫୋର୍ସମେଣ୍ଟକୁ ଗୁରୁତ୍ୱ । ଏହାଦ୍ୱାରା ହିଁ ଟ୍ରାଫିକ ସମସ୍ୟା ସୁଧୁରି ପାରିବ । ଯେଉଁମାନେ ୫ ଥରରୁ ଅଧିକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ମାମଲା ମଧ୍ୟ ରୁଜୁ କରାଯିବ I ଟ୍ରାଫିକ ନିୟମକୁ…

ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଲେ ସଲମାନ୍‌ ଖାନ୍‌, ସପ୍ତାହେ ତଳେ ମିଳିଥିଲା ହତ୍ୟା ଧମକ

ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଛନ୍ତି ବଲିଉଡ୍‌ ଅଭିନେତା ସଲମାନ ଖାନ୍‌। ଶୁକ୍ରବାର ଦିନ ସଲମାନ୍‌ ଖାନ୍‌ ମୁମ୍ବାଇର ପୋଲିସ କମିଶନର ବିବେକ ଫଣସାଲକରଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି। ରିପୋର୍ଟ ମୁତାବକ, ସଲମାନ ଅସ୍ତ୍ରର…

ଲକ୍‌ଡାଉନ ଲାଗୁ ପୂର୍ବରୁ ଟ୍ଵିନ୍‌ସିଟି ବଜାରରେ ପ୍ରବଳ ଭିଡ଼, ଭୟଭୀତ ନହେବାକୁ ପରାମର୍ଶ ଦେଲେ ସିପି

ଭୁବନେଶ୍ବର: ଲକ୍‌ଡାଉନ ଲାଗୁ ପୂର୍ବରୁ ଟ୍ଵିନ୍‌ସିଟି ବଜାରରେ ପ୍ରବଳ ଭିଡ଼। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଲକ୍‌ଡାଉନ ପୂର୍ବରୁ ଭୟଭୀତ ନହେବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକତା ଠାରୁ ଅଧିକ ଜିନିଷ ନକିଣିବାକୁ ସେ କହିଛନ୍ତି।…

ଟ୍ଵିନ୍‌ସିଟି ବାସିନ୍ଦାଙ୍କୁ ଚେତାବନୀ ଦେଲେ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ, ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ…

କେନ୍ୟୁଜ୍ (ବ୍ୟୁରୋ): ପୋଲିସ୍‌ କମିଶନରଙ୍କ କଡା  ନିୟମ। ଦୁଇ  ସପ୍ତାହ ଲକଡାଉନର ନିୟମ କଡାକଡି ହେବ ବୋଲି କହିଛନ୍ତି  କମିଶନର ସୁଧାଂଶୁ ଷଡଙ୍ଗୀ। ସେ କହିଛନ୍ତି ସ୍ୱାଭାବିକ ସ୍ଥିତି ଏବେଯାଏ ଫେରି ନାହିଁ। ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ହେବ । ଏଥିପାଇଁ ଟ୍ବିନ ସିଟିର ଅତ୍ୟାବଶ୍ୟକ…

କରୋନା ମୁକାବିଲା ନେଇ ପୋଲିସ କମିସନରଙ୍କ ପ୍ରେସମିଟ, ସାମାଜିକ ସୁରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ

କେନ୍ୟୁଜ : କରୋନା ମୁକାବିଲା ନେଇ ପୋଲିସ କମିସନରଙ୍କ ପ୍ରେସମିଟ। ସାମାଜିକ ସୁରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି ଡ. ସୁଧାଂଶୁ ଷଡ଼ଙ୍ଗୀ। ଲକଡାଉନକୁ ସାମାନ୍ୟ କୋହଳ କଟକଣା କରାଯାଇଥିଲେ ମଧ୍ୟ କରୋନା ବିପଦ ଟଳିନି। ବାରମ୍ବାର ସଚେତନ କରିବା ପରେ ମଧ୍ୟ ଲୋକମାନେ ମାସ୍କ…

ମିଥ୍ୟା ଆରୋଗ୍ୟ ସେତୁ ଆପ୍‌ ଠାରୁ ଦୂରେଇ ରୁହନ୍ତୁ: ପୋଲିସ କମିଶନର

କରୋନା ସଙ୍କଟ ସାରା ଦେଶରେ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ମଧ୍ୟ ବଢ଼ାଇଛନ୍ତି। ଏଥିପାଇଁ ଭାଇରସ ସମ୍ପର୍କରେ ସଚେତନ ରହିବା ସରକାର ଆରୋଗ୍ୟ ସେତୁ ଆପ୍‌ ଲଞ୍ଚ କରିଛନ୍ତି, ଯାହା ଜରିଆରେ ଲୋକମାସେନ କରୋନା ସଂକ୍ରମଣ ସମ୍ପର୍କରେ ସଚେତନ ରହିପାରିବେ। ଅଧିକାଂଶ ଲୋକମାନେ ମଧ୍ୟ…

କେନ୍ଦ୍ରର ନିର୍ଦ୍ଦେଶନାମା ପରେ ପୋଲିସ କମିଶନରଙ୍କ ପ୍ରତିକ୍ରିୟା, କହିଲେ‘ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା…

ଭୁବନେଶ୍ବର: ଦେଶରେ ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କହିଛନ୍ତିି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ । ସ୍ଥାନୀୟ ପରିସ୍ଥିତି…

ପୁରୀରେ ମାନସିକ ଭାରସାମ୍ୟ ହରାଇ ଭିକ୍ଷାବୃତ୍ତି କରୁଥିବା ବନ୍ଧୁଙ୍କୁ ସାହାଯ୍ୟର ହାତ ବଢାଇଲେ କମିଶନର ସୁଧାଂଶୁ…

କେନ୍ୟୁଜ୍(ବ୍ୟୁରୋ):  କଥାରେ ଅଛି ‘ବନ୍ଧ ତଳେ ଚାଷ, ବନ୍ଧୁ ତଳେ ବାସ’, ବିପଦ ସମୟରେ  ଯେଉଁ ବନ୍ଧୁ ସାହାଯ୍ୟର ହାତ ବଢାଏ ତାକୁ ହିଁ ପ୍ରକୃତ ବନ୍ଧୁ ବୋଲି ଦୂନିଆ କହେ। ସେଥିପାଇଁ ତ ବେଦରେ ମଧ୍ୟ ଲେଖା ଯାଇଛି ‘ରାଜ ଦ୍ବାରେ ଶ୍ମଶାନେ ଚ ଯ ତିଷ୍ଠନ୍ତି ସ ବାନ୍ଧବଃ’। ଏହି କଥା କହିବାର…

ଭୁବନେଶ୍ବର: ସାବଧାନ ଗାଡ଼ି ଚାଳକ! ଏଣିକି ରଙ୍ଗରୁଟ୍‌ରେ ଗାଡି ଚଲାଇଲେ ଟାୟାର ହେବ ଲିକ୍‌

କେନ୍ୟୁଜ୍(ବ୍ୟୁରୋ): ସାବଧାନ ଗାଡ଼ି ଚାଳକ! ଏଣିକି ରଙ୍ଗରୁଟ୍‌ରେ ଗାଡି ଚଲାଇଲେ ଟାୟାର ଲିକ୍‌ ହେବ ! ରଙ୍ଗରୁଟ୍‌ ଡ୍ରାଇଭିଂ ରୋକିବାକୁ କମିଶନରେଟ ପୋଲିସ ଲଗାଇବାକୁ ଯାଉଛି ସ୍ପାଇକ୍‌ ବାରିଅର। କଟକ-ଭୁବନେଶ୍ୱରରେ ୨୪୨ଟି ରଙ୍ଗ୍‌ ରୁଟ୍‌ ସ୍ଥାନ ଚିହ୍ନଟ ହୋଇଛି। ଏହା ଭିତରୁ ୩୨ଟି ଅତି…

ବଢ଼ିଲା ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଅବଧି, ଆଉ ମାସେ ପାଇଁ ବଢ଼ିଛି ତାଙ୍କ କାର୍ଯ୍ୟକାଳ

କେନ୍ୟଜ୍(ବ୍ୟୁରୋ):ବଢ଼ିଲା ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଅବଧି । ଆଉ ମାସେ ପାଇଁ ତାଙ୍କ କାର୍ଯ୍ୟକାଳ ବଢ଼ିଛି । ଆସନ୍ତାକାଲି ତାଙ୍କ କାର୍ଯ୍ୟକାଳ ସରିବାର ଥିଲା । ତେବେ ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ…

ଏନ୍‌କାଉଣ୍ଟର ପରେ ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜନାରଙ୍କ ପ୍ରେସମିଟ, ଗଣମାଧ୍ୟମକୁ ବିସ୍ତୃତ ବିବରଣୀ

କେନ୍ୟୁଜ୍(ବ୍ୟୁରୋ): ଚେତାବନୀ ପରେ ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ହାଇଦ୍ରାବାଦ ପୋଲିସ କମିଶନର ଭିସି ସଜନାର । ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ୪…