ଗଞ୍ଜାମ ପରେ ଆଜି ୪ ଜିଲ୍ଲା ଗସ୍ତରେ ଯିବେ ନବୀନ, ବୁଲି ଦେଖିବେ ନଷ୍ଟ ହୋଇଥିବା ଧାନ କ୍ଷେତ
ଭୁବନେଶ୍ୱର : ଗଞ୍ଜାମ ପରେ ଆଜି ୪ ଜିଲ୍ଲା ପୁରୀ,କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ କ୍ଷେତ ବୁଲି ଦେଖିବେ । ଉଜୁଡା କ୍ଷେତ ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିବେ ନବୀନ । ପୁରୀ ଜିଲ୍ଲାର…