ଭୁବନେଶ୍ୱର ଝାରପଡ଼ା ଜେଲ୍ ଭିତରେ ଗଞ୍ଜେଇ ଆସର ସାଙ୍ଗକୁ ନାଗିନ୍ ଡ୍ଯାନ୍ସ , ଭାଇରାଲ୍ ହେଉଛି ଭିଡିଓ
ଭୁବନେଶ୍ୱର : ଜେଲ୍ରେ ନାଗିନ୍ ଡ୍ୟାନ୍ସ। ଭୁବନେଶ୍ୱର ଝାରପଡ଼ା ଜେଲ୍ ଭିତରେ ନାଚ ଗୀତ ସାଙ୍ଗକୁ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍ ହୋଇଛି। ସଂକୀର୍ତ୍ତନ ସାଙ୍ଗକୁ ଗଞ୍ଜେଇ ଧୂଆଁ। ଗୋଟିଏ ପଟେ ଜେଲ୍ ଭିତରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଅନ୍ୟ ପଟେ ଚାଲିଛି ନାଚ ଗୀତ।
ପଣା…