JNU

ଜେଏନ୍‌ୟୁରେ ଏମ୍‌ସିଏ ଛାତ୍ରୀଙ୍କୁ ଦୁଷ୍କର୍ମ, ଚାକିରି ବାହାନାରେ ଅନ୍ଧାରିଆ ସ୍ଥାନକୁ ନେଇ ଇଜ୍ଜତ ଲୁଟିଲା ଅଭିଯୁକ୍ତ

ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ମୁତାବକ, ପୀଡ଼ିତା ଏମ୍‌ସିଏର ଛାତ୍ରୀ ଓ…

2 years ago

ଜେଏନ୍‌ୟୁରେ ରକ୍ତ ସଂଘର୍ଷ: ରାମନବମୀରେ ଆମିଷ ଖାଇବାକୁ ନେଇ ମୁହାଁମୁହିଁ ହେଲେ ଏବିଭିପି ଓ ବାମପନ୍ଥୀ, ୩ ଗୁରୁତର

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ରାମ ନବମୀ ଦିନ ଏକ ବଡ଼ ଗଣ୍ଡଗୋଳ ହୋଇଛି। ରବିବାର ଦିନ କ୍ୟାମ୍ପସରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓ…

2 years ago

ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡି ପଣ୍ଡିତ ହେବେ JNUର ନୂତନ କୁଳପତି; ଦିନେ ଥିଲେ ଛାତ୍ରୀ, ଆଜି ହେବାକୁ ଯାଉଛନ୍ତି ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟର ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡି ପଣ୍ଡିତଙ୍କୁ ଜେଏନୟୁ (JNU)ର ନୂତନ କୁଳପତି ନିଯୁକ୍ତ କରାଯାଇଛି। ପ୍ରଫେସର ଶାନ୍ତିଶ୍ରୀ ଧୂଲିପୁଡି ପଣ୍ଡିତ ଜେଏନୟୁର ପ୍ରଥମ ମହିଳା…

2 years ago

ଦିଲ୍ଲୀ JNUରେ ଚାଲିଛି ସେକ୍ସ ଦୁର୍ନୀତି! ସେଠାକୁ ଯାଉଛନ୍ତି ରାହୁଲ ଗାନ୍ଧୀ ଓ ଦୀପିକା ପାଦୁକୋନ; ଏମିତି ବିବାଦୀୟ ବୟାନ ଦେଲେ ୟୁପିର ମନ୍ତ୍ରୀ

ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ରଘୁରାଜ ସିଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରଘୁରାଜ ସିଂ କହିଛନ୍ତି ଯେ ଜେଏନୟୁରେ…

2 years ago

ବର୍ଷେ ହେବ ମିଳୁ ନାହାନ୍ତି ଜେଏନୟୁ ଓ ବିଏଚୟୁର ନୂତନ କୁଳପତି, ଦ୍ୱିତୀୟ ଥର ପାଇଁ ଆବେଦନ ମାଗିଲା ମନ୍ତ୍ରାଳୟ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ପରି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରବର୍ତ୍ତୀ କୁଳପତିଙ୍କ ନିଯୁକ୍ତି ପ୍ରକ୍ରିୟା ଏକ ବର୍ଷ ପୂର୍ବରୁ ଆରମ୍ଭ…

3 years ago

JNU ହିଂସା ଘଟଣାରେ ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ଦିଲ୍ଲୀ ପୋଲିସ, ଛାତ୍ର ସଂଘ ସଭାପତି ଆଇଶୀ ଘୋଷ ସମେତ ରହିଛି ୯ ଜଣଙ୍କ ଫଟୋ

କେନ୍ୟୁଜ୍(ବ୍ୟୁରୋ):  ଜେଏନ୍‌ୟୁ ହିଂସା ଘଟଣାରେ ସନ୍ଦିଗ୍ଧଙ୍କ ଫଟୋ ଜାରି କଲା ଦିଲ୍ଲୀ ପୋଲିସ । ଏଥିରେ ଜେଏନ୍‌ୟୁ ଛାତ୍ର ସଂଘ ସଭାପତି ଆଇଶୀ ଘୋଷ ସମେତ ୯…

4 years ago

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କଲେ ଦୀପିକା ପାଦୁକୋନ, ଜାଣନ୍ତୁ କାହିଁକି

ଦିଲ୍ଲୀର ଜବାହାରଲାଲ ନେହରୁ ୟୁନିଭରର୍ସିଟି (JNU) ରେ ହିଂସା ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ କ୍ୟାମ୍ପସରେ ପହଞ୍ଚି ହଇଚଇ ସୃଷ୍ଟି କରିଛନ୍ତି। ହିଂସା ବିରୋଧର ପ୍ରଦର୍ଶନକାରୀ…

4 years ago

ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ଜେଏନୟୁ ଅନ୍ଧାରୀ ମାଡ଼, ୨୪ ଘଣ୍ଟା ପରେ ବି ମୁଖାପିନ୍ଧା ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ପାରିନି ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଚୁନା ହୋଇ ଯାଇଛି କାଚ କବାଟ। କେଉଁଠି ବ୍ୟାଟ୍‌ ପଡିଛି ତ କେଉଁଠି ଲାଠି ଓ କେଉଁଠି ଭଙ୍ଗା ଟ୍ୟୁବ୍‌ ଲାଇଟ୍‌। ଆଉ କେଉଁଠି ବୋତଲ…

4 years ago

ଜେଏନ୍‌ୟୁ ହିଂସା ଘଟଣାର ତଦନ୍ତ ପାଇଁ ଗଠନ ହେଲା ଟିମ୍‌, ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ଜେଏନୟୁ କ୍ୟାମ୍ପସରେ ହିଂସା ଘଟଣାର ଯାଞ୍ଚ ଆରମ୍ଭ । ଘଟଣାର ଯାଞ୍ଚ ଆରମ୍ଭ ହେବା ସହ ଖୁବ୍ ଶୀଘ୍ର ମାମଲା ରୁଜୁ କରାଯିବ ।…

4 years ago

ପୁଣି ଅଶାନ୍ତ ହେଲା JNU, ପାଖାପାଖି ୫୦ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହେଲେ ଛାତ୍ରସଂଘର ଅଧ୍ୟକ୍ଷ

ଦେଶର ପ୍ରତିଷ୍ଠିତ ଜବାହରଲାଲ ନେହୁରୂ ୟୂନିଭର୍ସିଟି (JNU)ରେ ପୁଣି ତେଜିଲା ଅଶାନ୍ତି।ଆଜି ସଂଧ୍ୟା ୬.୩୦ରେ ପଖାପାଖି ୫୦ ଯୁବକ ମୁହଁରେ ମୁଖ ପିନ୍ଧି କ୍ୟାମ୍ପସ୍  ଭିତରକୁ ପ୍ରବେଶ…

4 years ago

ଜେଏନୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ବିଭିନ୍ନ ଦାବି ନେଇ ସଂସଦ ଘେରାଓ କରିବାକୁ ଶୋଭାଯାତ୍ରା

ନୂଆଦିଲ୍ଲୀ: ସଂପୂର୍ଣ୍ଣ ଫି ଛାଡ଼ ସହ ଅନ୍ୟାନ୍ୟ ଦାବିରେ ଜେଏନୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। ବିଭିନ୍ନ ଦାବି ନେଇ ସଂସଦ ଘେରାଓ କରିବାକୁ ଶୋଭାଯାତ୍ରା ଆରମ୍ଭ କରିଛନ୍ତି। ଫି…

5 years ago

ଉନ୍ମୋଚନ ପୂର୍ବରୁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ଜେଏନୟୁର କିଛି ଛାତ୍ର

କେନ୍ୟୁଜ୍(ବ୍ୟୁରୋ): ଉନ୍ମୋଚନ ପୂର୍ବରୁ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭାଂଗିଦେଲେ ଜେଏନୟୁର କିଛି ଛାତ୍ର। ପ୍ରତିବାଦ କରୁଥିବା ଛାତ୍ରଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠି ପ୍ରତିମୂର୍ତ୍ତି ଭାଙ୍ଗି ଦେଇଥିବା ଜଣାପଡ଼ିଛି।…

5 years ago