karamandal express

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌, ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ

ବାଲେଶ୍ୱର (କେନ୍ୟୁଜ):  ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌ । ଖୁବଶୀଘ୍ର ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ । ବାହାନଗା ରେଳ ଦୁର୍ଘଟଣା…

1 year ago

ବାହାନଗା ଟ୍ରାଜେଡିରେ ମୃତକଙ୍କୁ ନିଜ ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସମରେନ୍ଦ୍ର

ବାରିପଦା (କେନ୍ୟୁଜ୍) : ବାଲେଶ୍ଵର ବାହାନଗା ରେଳ ଟ୍ରାଜେଡି। ଦୁର୍ଘଟଣା ପରେ ବାହାନଗା ବଜାର ଷ୍ଟେସନ ସିଲ୍। ସିବିଆଇର ତନାଘନା ଜାରି ରହିଛି । ଏତେ ବଡ଼…

1 year ago

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା: ବଞ୍ଚିଗଲେ ନେପାଳର ଯୁବକ, ୫ ଦିନ ପରେ ମିଳିଲା ପୁଅ

(କେନ୍ୟୁଜ): କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ନେଇଛି ଶତାଧିକ ଜୀବନ । ହଜାର ହଜାର ଯାତ୍ରୀ ଆହତ ହୋଇଛନ୍ତି । ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ନେପାଳର ଯୁବକ ।…

1 year ago

ସରିନି ମୃତଦେହ ଚିହ୍ନଟ ପ୍ରକ୍ରିୟା : ଏବେ ବି ଫଟୋ ଓ ପରିଚୟ ପତ୍ର ଦେଖାଇ ଖୋଜୁଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୭ ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ…

1 year ago

ଓଡ଼ିଶା ଆସୁଛନ୍ତି ମମତା ବାନାର୍ଜୀ : ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ

ଭୁବନେଶ୍ୱର (କେନ୍ୟୁଜ): ପୁଣି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଦିନ ଗୋଟାଏରେ ଆସିବେ । ଭୁବନେଶ୍ୱର ଓ କଟକ ଯିବେ ।…

1 year ago

ବାହାନଗା ବିଭୀଷିକା: ଆହତ ମାନଙ୍କୁ ରକ୍ତଦାନ ପାଇଁ ଆଗକୁ ଆସିଲେ ସପ୍ତମ ବାଟାଲିୟନ ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଏହି ଭୟାନକ ଦୁର୍ଘଟଣାରେ ସରକାର ଦେଇଥିବା ସୂଚନା ଅନୁସାରେ ବର୍ତ୍ତମାନ…

1 year ago

ରେଳ ଦୁର୍ଘଟଣାରେ ଲିଭିଗଲା ସନ୍ଦୀପଙ୍କର ଜୀବନ ଦୀପ, ଅଧାରେ ରହିଗଲା ଇଂଜିନିୟର ହେବାର ସ୍ୱପ୍ନ

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଲିଭଗଲା ଜୀବନର ଦୀପ । ଅଧାରେ ରହିଗଲା ଇଂଜିନିୟର ହେବାର ସ୍ୱପ୍ନ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ…

1 year ago

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିସ କରିଛି : ଅଶ୍ୱିନୀ ବୈଷ୍ଣବ

(କେନ୍ୟୁଜ): ଓଡ଼ିଶା ରେଳ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ। ଜୁନ ୨ତାରିଖରେ ବାହାନଗାରେ ହୋଇଥିବା ଦୁର୍ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ କରାଇବାକୁ ରେଲୱେ ବୋର୍ଡ…

1 year ago

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ରେ ଡ୍ୟୁଟିରେ ଥିବା ୩ ଟିଟିଇ ସୁରକ୍ଷିତ: କହିଲେ ସେ ଦିନର ଛାତିଥରା କାହାଣୀ

ଖୋର୍ଦ୍ଧା (କେନ୍ୟୁଜ) : ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବାଲେଶ୍ବର ବାହାନଗାଠାରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ୍‌ ଏବଂ ଯଶଓ୍ବନ୍ତପୁର ଏକ୍ସପ୍ରେସ୍‌। ଫଳରେ…

1 year ago

ଭୟଙ୍କର ଟ୍ରେନ୍‌ ଟ୍ରାଜେଡି: ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ରେନ୍‌ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି…

1 year ago

ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ପୁରୀ-କୋଲକାତା ବସ୍‌ ନେଉଛନ୍ତି ମନଇଚ୍ଛା ଭଡ଼ା

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ଘଟଣା। ଏହି ଦୁଃଖଦ ସମୟରେ ପୁରୀରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ସ୍ପେଶାଲ ବସ୍‌ ଗୁଡ଼ିକ ମନଇଛା ଭଡ଼ା…

1 year ago

ମାଟି ଭିତରେ ଧସି ପଶିଛି ଜେନେରାଲ୍‌ ବଗି: ଲୋକଙ୍କୁ ଉଦ୍ଧାର କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ

ବାଲେଶ୍ୱର (କେନ୍ୟୁଜ): ଗୋଟିଏ ଜେନେରାଲ୍‌ ବଗି ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଜେନେରାଲ୍‌ ବଗିଟି ମାଟି ଭିତରେ ଦବି ଯାଇଛି । ସେହି ବଗି ଉପରେ…

1 year ago