Below header
Browsing Tag

karamandal express

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌, ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ

ବାଲେଶ୍ୱର (କେନ୍ୟୁଜ):  ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ CBIର ଛାନଭିନ୍‌ । ଖୁବଶୀଘ୍ର ଗିରଫ ହୋଇପାରନ୍ତି ଏଏସ୍‌ଏମ୍‌ ଓ ସିଗନାଲ୍‌ ଇନଚାର୍ଜ । ବାହାନଗା ରେଳ ଦୁର୍ଘଟଣା ପଛରେ ବାହାନଗା ଷ୍ଟେସନ ଆସିଷ୍ଟାଣ୍ଟ ମ୍ୟାନେଜର ଏସ୍‌.ବି ମହାନ୍ତି ଓ ବାଲେଶ୍ୱର ସିଗନାଲ୍‌ ଇନଚାର୍ଜ ଏ.କେ.ମହନ୍ତ…

ବାହାନଗା ଟ୍ରାଜେଡିରେ ମୃତକଙ୍କୁ ନିଜ ଚିତ୍ର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସମରେନ୍ଦ୍ର

ବାରିପଦା (କେନ୍ୟୁଜ୍) : ବାଲେଶ୍ଵର ବାହାନଗା ରେଳ ଟ୍ରାଜେଡି। ଦୁର୍ଘଟଣା ପରେ ବାହାନଗା ବଜାର ଷ୍ଟେସନ ସିଲ୍। ସିବିଆଇର ତନାଘନା ଜାରି ରହିଛି । ଏତେ ବଡ଼ ଦୁର୍ଘଟଣାକୁ ନେଇ ସିବିଆଇର ୧୦ ଜଣିଆ ଟିମ୍ ଛାନଭିନ କରୁଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାୟିତ୍ୱରେ ଥିବା ୯ ଜଣ ଅଫିସର ଓ କର୍ମଚାରୀ…

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା: ବଞ୍ଚିଗଲେ ନେପାଳର ଯୁବକ, ୫ ଦିନ ପରେ ମିଳିଲା ପୁଅ

(କେନ୍ୟୁଜ): କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ନେଇଛି ଶତାଧିକ ଜୀବନ । ହଜାର ହଜାର ଯାତ୍ରୀ ଆହତ ହୋଇଛନ୍ତି । ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ନେପାଳର ଯୁବକ । ଖୋଜି ଖୋଜି ୫ ଦିନ ପରେ ପୁଅ ପାଖରେ ପହଞ୍ଚିଛନ୍ତି ପରିବାର ଲୋକ । ପାଞ୍ଚ ଦିନ ହେବ ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ୧୫ ବର୍ଷର…

ସରିନି ମୃତଦେହ ଚିହ୍ନଟ ପ୍ରକ୍ରିୟା : ଏବେ ବି ଫଟୋ ଓ ପରିଚୟ ପତ୍ର ଦେଖାଇ ଖୋଜୁଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୭ ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି । ଯଥାସମ୍ଭବ କମ୍‌ ସମୟରେ…

ଓଡ଼ିଶା ଆସୁଛନ୍ତି ମମତା ବାନାର୍ଜୀ : ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ

ଭୁବନେଶ୍ୱର (କେନ୍ୟୁଜ): ପୁଣି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଦିନ ଗୋଟାଏରେ ଆସିବେ । ଭୁବନେଶ୍ୱର ଓ କଟକ ଯିବେ । ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ ମମତା । ବାହାନଗା ଟ୍ରେନ ଦୁର୍ଘଟଣା ପରେ ଏହା ହେବ ମମତାଙ୍କର ଦ୍ୱିତୀୟ ଓଡ଼ିଶା…

ବାହାନଗା ବିଭୀଷିକା: ଆହତ ମାନଙ୍କୁ ରକ୍ତଦାନ ପାଇଁ ଆଗକୁ ଆସିଲେ ସପ୍ତମ ବାଟାଲିୟନ ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଏହି ଭୟାନକ ଦୁର୍ଘଟଣାରେ ସରକାର ଦେଇଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୨୭୫ ଜଣଙ୍କ ଜୀବନ ଯାଇଛି । ସେହିପରି ଅନେକ ଲୋକ ଗୁରୁତର ଥିବା ବେଳେ ହଜାରେରୁ ଅଧିକ ଯାତ୍ରୀ ଆହତ…

ରେଳ ଦୁର୍ଘଟଣାରେ ଲିଭିଗଲା ସନ୍ଦୀପଙ୍କର ଜୀବନ ଦୀପ, ଅଧାରେ ରହିଗଲା ଇଂଜିନିୟର ହେବାର ସ୍ୱପ୍ନ

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଲିଭଗଲା ଜୀବନର ଦୀପ । ଅଧାରେ ରହିଗଲା ଇଂଜିନିୟର ହେବାର ସ୍ୱପ୍ନ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର କାର୍ତ୍ତିକ ଦାସଙ୍କ ପୁଅ ସନ୍ଦୀପ। ଦିନେ ସଫ୍ଟୱେର ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖିଥିଲେ ।…

ବାହାନଗା ଟ୍ରେନ୍‌ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ରେଳବାଇ ବୋର୍ଡ ସୁପାରିସ କରିଛି : ଅଶ୍ୱିନୀ ବୈଷ୍ଣବ

(କେନ୍ୟୁଜ): ଓଡ଼ିଶା ରେଳ ଦୁର୍ଘଟଣାର ତଦନ୍ତ କରିବ ସିବିଆଇ। ଜୁନ ୨ତାରିଖରେ ବାହାନଗାରେ ହୋଇଥିବା ଦୁର୍ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ କରାଇବାକୁ ରେଲୱେ ବୋର୍ଡ ସୁପାରିଶ କରିଛି। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ଅଶ୍ବିନୀ ବୈଷ୍ଣବ ରବିବାର…

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ରେ ଡ୍ୟୁଟିରେ ଥିବା ୩ ଟିଟିଇ ସୁରକ୍ଷିତ: କହିଲେ ସେ ଦିନର ଛାତିଥରା କାହାଣୀ

ଖୋର୍ଦ୍ଧା (କେନ୍ୟୁଜ) : ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବାଲେଶ୍ବର ବାହାନଗାଠାରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ୍‌ ଏବଂ ଯଶଓ୍ବନ୍ତପୁର ଏକ୍ସପ୍ରେସ୍‌। ଫଳରେ ଉଭୟ ଟ୍ରେନର ଶତାଧିକ ଯାତ୍ରୀ ମୃତାହତ ହୋଇଛନ୍ତି। ସବୁଠୁ ବଡ କଥା ହେଉଛି ଦୁର୍ଘଟଣାଗ୍ରସ୍ତ…

ଭୟଙ୍କର ଟ୍ରେନ୍‌ ଟ୍ରାଜେଡି: ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ରେନ୍‌ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ରେଳ ଦୁର୍ଘଟଣା । ଦୁର୍ଘଟଣା ବିଷୟରେ ଜାଣି ମୁଁ ମର୍ମାହତ । ସ୍ଥାନୀୟ…

ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ପୁରୀ-କୋଲକାତା ବସ୍‌ ନେଉଛନ୍ତି ମନଇଚ୍ଛା ଭଡ଼ା

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ଘଟଣା। ଏହି ଦୁଃଖଦ ସମୟରେ ପୁରୀରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିବା ସ୍ପେଶାଲ ବସ୍‌ ଗୁଡ଼ିକ ମନଇଛା ଭଡ଼ା ନେଉଛନ୍ତି। ଫଳରେ ବିପଦର ରହି ମଧ୍ୟ ଯାତ୍ରୀମାନେ ଶୋଷଣର ଶିକାର ହେବାକୁ ପଡୁଛି। ଏପରି ଘଟଣାରେ କଡ଼ା…

ମାଟି ଭିତରେ ଧସି ପଶିଛି ଜେନେରାଲ୍‌ ବଗି: ଲୋକଙ୍କୁ ଉଦ୍ଧାର କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ

ବାଲେଶ୍ୱର (କେନ୍ୟୁଜ): ଗୋଟିଏ ଜେନେରାଲ୍‌ ବଗି ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଜେନେରାଲ୍‌ ବଗିଟି ମାଟି ଭିତରେ ଦବି ଯାଇଛି । ସେହି ବଗି ଉପରେ ଚଢ଼ିଯାଇଛି ଆଉ ଗୋଟିଏ ବଗି । ଅନ୍ୟ ବଗିରୁ ସର୍ଚ୍ଚ ଓ ରେସକ୍ୟୁ ଅପରେସନ୍‌ ପ୍ରାୟ ସରିଗଲାଣି । କେବଳ ସେହି ଗୋଟିଏ ବଗିରେ ରେସକ୍ୟୁ…