landslide

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ ଇକ୍ୱାଡୋରେରେ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କର…

6 days ago

ଭୂସ୍ଖଳନ ଯୋଗୁ ସିକ୍କିମରେ ଫସି ରହିଛନ୍ତି ଓଡିଆ ପରିବାର

ସୁବର୍ଣ୍ଣପୁର(କେନ୍ୟୁଜ): ସିକ୍କିମ ବୁଲିବାକୁ ଯାଇ ସେଠାରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର । ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରୁ ଚାଇନା ସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ…

6 days ago

ପପୁଆ ନ୍ୟୁ ଗିନି ଭୂସ୍ଖଳନ, ମାଟି ତଳେ ଦବି ହୋଇ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ପପୁଆ ନ୍ୟୁ ଗିନିରେ ୩ ଦିନ ତଳେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ୨,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଭୂସ୍ଖଳନ ପରେ ମାଟି…

4 weeks ago

ପାପୁଆ ନ୍ୟୁ ଗିନିଆରେ ଭୟଙ୍କର ଭୂସ୍ଖଳନ, ୬୭୦ଜଣଙ୍କ ମୃତ୍ୟୁ

ପାପୁଆ ନ୍ୟୁ ଗିନିଆରେ ଭୟଙ୍କର ଭୂସ୍ଖଳନ । ୬୭୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ବିସ୍ଥାପିତ ହୋଇଛନ୍ତି । ଏନେଇ ଜାତିସଂଘ ପକ୍ଷରୁ ସୂଚନା…

4 weeks ago

କାଳ ସାଜିଛି କଳାପଥର: ମାଟି ଅତଡ଼ା ଧସିବା ଘଟଣା, ୨୪ ଘଣ୍ଟା ପରେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଯାଜପୁର (କେନ୍ୟୁଜ): ଯାଜପୁର ଡଙ୍କାରି ପାହାଡ଼ର କଳାପଥର ଖାଦାନରେ ଅଘଟଣ । ମାଟି ଅତଡ଼ା ଧସିବା ଫଳରେ ପାଖା ପାଖି ପ୍ରାୟ ଶହେ ଟ୍ରିପ କଳାପଥର ଖସି ପଡ଼ିଛି ।…

1 month ago

ଜମ୍ମୁ-କାଶ୍ମୀରରେ ବର୍ଷା ଓ ତୁଷାରପାତର ତାଣ୍ଡବ, ଭୂସ୍ଖଳନରେ ଭୁଶୁଡ଼ିଲା ଘର, ଆଜି ସମସ୍ତ ସ୍କୁଲ ବନ୍ଦ

ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ତୁଷାରପାତ ମଧ୍ୟରେ ଆଜି ସୋନ୍‌ମର୍ଗ ଅଞ୍ଚଳରେ ଭୂସ୍ଖଳନ ଘଟିଛି । କେନ୍ଦ୍ରଶାସିତ ରାଜ୍ୟରେ ବର୍ଷା ଓ ତୁଷାରପାତ ଲାଗି ରହିଥିବାରୁ ଭୂସ୍ଖଳନ…

2 months ago

କଙ୍ଗୋରେ ପ୍ରକୃତିର ତାଣ୍ଡବ, ଭୂସ୍ଖଳନ ଯୋଗୁ ୧୫ ଜଣଙ୍କ ମୃତ୍ୟୁ; ୬୦ ନିଖୋଜ

କଙ୍ଗୋରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଦକ୍ଷିଣ-ପଶ୍ଚିମ କଙ୍ଗୋରେ ପ୍ରବଳ ବର୍ଷା ପରେ ପରିସ୍ଥିତି ଆହୁରି ବିଗିଡି ଯାଇଛି । ବର୍ଷା ଯୋଗୁ ଏଠାରେ ଭୂସ୍ଖଳନ…

2 months ago

ହୋଲି ପୂର୍ବରୁ ଅଘଟଣ: ଝରଣାରେ ଗାଧୋଉଥିବା ବେଳେ ଧସିଲା ପାହାଡ, ୨ ମୃତ ୭ ଆହତ

ହିମାଚଳ ପ୍ରଦେଶର ଉନ୍ନାର ହୋଲା ମୋହଲ୍ଲାରେ ହୋଲି ମହୋତ୍ସବ ଚାଲିଥିବା ବେଳେ ଭୂସ୍ଖଳନ ଘଟିବାରୁ ୨ ଜଣଙ୍କ ଜୀବନ ଚାଲିଯାଇଛି । ଏହା ବ୍ୟତୀତ ଅନ୍ୟ ୭ଜଣ…

3 months ago

ସୁମାତ୍ରା ଦ୍ୱୀପରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ, ଆଶ୍ରୟସ୍ଥଳୀ ଗଲେ ୮୦,୦୦୦ରୁ ଅଧିକ ଲୋକ

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ପ୍ରବଳ ବର୍ଷା ପରେ ହଠାତ୍ ବନ୍ୟା ଓ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ଅତି କମରେ ୧୯ ଜଣଙ୍କ…

4 months ago

ଇଣ୍ଡୋନେସିଆରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ, ୧୯ ମୃତ, ଅନେକ ନିଖୋଜ

ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ମୂଷଳଧାରା ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଫଳରେ ୧୯ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି…

4 months ago

ମାଟି ଅତଡ଼ା ଧସି ଜଣେ ମୃତ

କୁଚିଣ୍ଡା : କୁଚିଣ୍ଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଟି ଅତଡ଼ା ଧସିବାରୁ ଚାପି ହୋଇ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମହୁଲପାଲି…

4 months ago

ଉଟିରେ ନୂଆ ଘର ତିଆରି ବେଳେ ଭୂସ୍ଖଳନ, ୬ ମହିଳାଙ୍କ ସମେତ ୭ ଶ୍ରମିକ ମୃତ

ତାମିଲନାଡ଼ୁର ଉଟିରେ ଏକ ନୂଆ ଘର ତିଆରି ବେଳେ ଭୂସ୍ଖଳନ ହୋଇ ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଗୁରୁତର ଆହତ ୨ ଶ୍ରମିକଙ୍କୁ ଉଟି…

5 months ago