lord jagannath

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ ଶ୍ରୀ ମୁଖ ଫିଟା ନୀତି ଅନୁଷ୍ଠିତ…

43 mins ago

ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି

ପୁରୀ (କେନ୍ୟୁଜ); ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା । ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା…

2 weeks ago

ଶ୍ରୀରାମ ନବମୀ ଠାରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ, ତୃତୀୟ ଦିନରେ ଦୁଲୁକୁଛି ଗାଁ ଦାଣ୍ଡ

ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ…

2 months ago

ପ୍ରସିଦ୍ଧ ସାହିଯାତରେ ଦୁଲୁକୁଛି ଶ୍ରୀକ୍ଷେତ୍ର, ଉଜ୍ଜଳ ଆଲୋକମାଳାରେ ଝଲସୁଛି ୭ ସାହି ଓ ୪୨ ଗଳିକନ୍ଦି

ଉତ୍କଳୀୟ ସଂସ୍କୃତିର ସମଗ୍ର ଶାଖା ପ୍ରଶାଖାର ମୂଳ ହେଲା ଶ୍ରୀମନ୍ଦିର । ନୃତ୍ୟ, ସଂଗୀତ, ବୀରତ୍ୱ ପ୍ରସଙ୍ଗ ଅଥବା ଶାରୀରିକ କୌଶଳ ଏ ସବୁର ଆଦ୍ୟ ହେଲେ…

2 months ago

ଦେଖନ୍ତୁ କେମିତି ପ୍ରସ୍ତୁତ କରାଯାଏ ପିତ୍ତଳ ଥାଳିରେ ଜଗନ୍ନାଥଙ୍କ କଳାକୃତି

ଆପଣ ପିତ୍ତଳ ଥାଳି ତ ଦେଖିଥବେ । ପିତ୍ତଳ କଂସା ବାସନରେ ଆପଣ ଦେଖିଥିବେ ଯେ ସେଥିରେ ବହୁତ ସୁନ୍ଦର ଭାବେ କଳାକୃତି ହୋଇଥିବାର। ତେବେ କଣ…

6 months ago

ପୋଢୁଆଁ ହେବେ ମହାପ୍ରଭୁ, ମାମୁଁ ଘର ମାଧବରୁ ଶ୍ରୀକ୍ଷେତ୍ରକୁ ଯିବ ପ୍ରଥମାଷ୍ଟମୀ ଭାର

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ଡିସେମ୍ଵର ୫ ତାରିଖରେ ମାର୍ଗଶୀର ଅଷ୍ଟମୀ ତିଥିରେ ପଡୁଛି ପ୍ରଥମାଷ୍ଟମୀ। ଏନେଇ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ଶ୍ରୀମାଧବଙ୍କ…

7 months ago

ଆଜି କାର୍ତ୍ତିକ ପୂର୍ଣ୍ଣିମା: ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ (କେନ୍ୟୁଜ): ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭିଡ଼କୁ…

7 months ago

ଆଜି ହେବନି ମହାପ୍ରଭୁଙ୍କ ରାତ୍ରପହୁଡ଼, ରାତିସାରା ଦର୍ଶନ କରିବେ ଭକ୍ତ

ପୁରୀ (କେନ୍ୟୁଜ): ଆଜି ହେବନି ରାତ୍ରପହୁଡ଼। ଆଜି ଶ୍ରୀମନ୍ଦିରରେ ହେବନି ମହାପ୍ରଭୁଙ୍କ ରାତ୍ରପହୁଡ଼। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ କରିପାରିବେ ଭକ୍ତ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

7 months ago

ପୁରୀ ସ୍ୱର୍ଗଦ୍ୱାରରୁ ସ୍ୱର୍ଗକୁ ଲାଗିଛି ସିଡ଼ି !

କଣ ସତରେ ଅଛି ପୁରୀକୁ ସ୍ୱର୍ଗକୁ ଦ୍ୱାର… କିଏ ନିର୍ମାଣ କରିଥିଲେ ଏହି ସ୍ୱର୍ଗଦ୍ୱାର… କଣ ସତରେ ସ୍ୱର୍ଗଦ୍ୱାରରେ ରହିଛି ସ୍ୱର୍ଗକୁ ସିଡି… ଭାରତର ସବୁଠାରୁ ରହସ୍ୟମୟ…

8 months ago

ଆଜି ବିଜୟା ଦଶମୀ, ସୁନାବେଶରେ ଆଭୂଷିତ ହେବେ ମହାବାହୁ

ପୁରୀ (କେନ୍ୟୁଜ): ଆଜି ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୁନାବେଶ। ଦଶହରା ଅବସରରେ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହେବ ।…

8 months ago

ଉତ୍ସବ ଆପରେ ଜଗନ୍ନାଥଙ୍କ ନାଁରେ ଠକେଇ : ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସିଂହଦ୍ୱାର ଥାନା ପୋଲିସ

ପୁରୀ (କେନ୍ୟୁଜ): ଉତ୍ସବ ଆପରେ ଭକ୍ତଙ୍କୁ ଠକେଇ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ସିଂହ ଦ୍ୱାର ଥାନା। ଘଟଣାର ସତ୍ୟତା ଉପରେ…

1 year ago

ଆସନ୍ତା ୧୯ ତାରିଖରେ ନବଯୌବନ ଦର୍ଶନ, ସୁରକ୍ଷା ଦାୟିତ୍ୱରେ ରହିବେ ୭୦ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ (କେନ୍ୟୁଜ): ଆସନ୍ତା ୧୯ ତାରିଖରେ ନବଯୌବନ ଦର୍ଶନ। ଏଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି। ସୁରକ୍ଷା ଦାୟିତ୍ୱରେ ୭୦ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ…

1 year ago