Browsing Tag

lord jagannath

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ, ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ହେବ ଅନୁଷ୍ଠିତ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଏହାସହ ଧନୁ ସଂକ୍ରାନ୍ତିରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପହିଲି ଭୋଗର ଅନ୍ତିମ ଦିବସ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ସୁସ୍ଥ ହେଲା ଅସୁସ୍ଥ ପିଲା

ପୁରୀ: ଶରଣ ରକ୍ଷଣ ମହାପ୍ରଭୁ । ଅପାର ଶ୍ରୀଜଗନ୍ନାଥଙ୍କ ମହିମା । ଶୁଣିଲେ ରାଜସ୍ଥାନର ଭକ୍ତଙ୍କ ଡାକ । ସୁସ୍ଥ ହେଲା ଅସୁସ୍ଥ ପିଲା। କୃତଜ୍ଞତା ଜଣାଇବାକୁ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ପରିବାର । ସାଙ୍ଗରେ ଆଣିଛନ୍ତି କୁନି ପିଲାକୁ । ରାଜସ୍ଥାନ ପାସୱାଡ଼ାର ଏହି ଭକ୍ତ ନିଜ…

ଶ୍ରୀଜଗନ୍ନାଥଙ୍କ ନାମରେ ଫେକ ୱେବସାଇଟ, ଅନଲାଇନରେ ପୂଜା ପାଇଁ ବିଜ୍ଞପ୍ତି

ପୁରୀ : ଶ୍ରୀଜଗନ୍ନାଥ ସେବା ନାମରେ ସାଇବର ଠକେଇ l ଶ୍ରୀଜଗନ୍ନାଥଙ୍କ ନାମରେ ଫେକ ୱେବସାଇଟ କରି ପୂଜା ପାଇଁ ବିଜ୍ଞପ୍ତି l ଏମିତି ଖବର ଏବେ ଭାଇରଲ ହୋଇଛି ସୋସିଆଲ ମିଡିଆରେ l ଅନଲାଇନରେ ବିଭିନ୍ନ ପୂଜାର ଦର ଦିଆଯାଇଛି l ଯୋଗାଯୋଗ ପାଇଁ ୱେବସାଇଟ ମଧ୍ୟ ଦିଆଯାଇଛି l ଚାରି ପ୍ରକାର ପୂଜା ହେବା…

ଘୋର ଅନର୍ଥ, ବ୍ରହ୍ମଗିରିରେ ଜଳିଗଲେ ଦାରୁ ଦିଅଁ, ଆଗକୁ ମାଡି ଆସିବ କି ବିପଦ ?

ବ୍ରହ୍ମଗିରି: ଘୋର ଅନର୍ଥ, ଜଳିଗଲେ ଦାରୁ ଦିଅଁ । ପ୍ରଭୁ ଜଗନ୍ନାଥଙ୍କର ଏ କି ବାର୍ତ୍ତା ? ଆଗକୁ ମାଡି ଆସିବ କି ବିପଦ ? କୁହାଯାଏ ସେ ହିଁ ଲୀଳାମୟ, ସବୁ ଲୀଳା ସେ କରନ୍ତି । ସେ ନ ଚାହିଁଲେ ପତ୍ର ବି ହଲିବନି ହେଲେ ତାଙ୍କ ବିଗ୍ରହ କେମିତି ଜଳିଗଲା । ସନ୍ଧ୍ୟା ଧୂପ ସାରି ପୂଜକ ପହଡ଼ ପକେଇ…

ଜଗନ୍ନାଥ ବଲ୍ଳଭରେ ଅଭାବନୀୟ ଦୃଶ୍ୟ, ବନ୍ଧା ହୋଇ ପଡିଛନ୍ତି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି

ପୁରୀ : ଜଗନ୍ନାଥ ବଲ୍ଳଭରେ ଅଭାବନୀୟ ଦୃଶ୍ୟ ।  ବନ୍ଧା ହୋଇ ପଡିଛନ୍ତି ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି  l  ଥାକ ଥାକ ହୋଇ ବନ୍ଧା ହୋଇ ପଡିଛନ୍ତି ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ  l  ଏହା କୌଣସି ଡେକୋରେଟଙ୍କ ଗୋଦାମ ଘର ନୁହେଁ । ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି…

ହାତରେ ଜଗନ୍ନାଥଙ୍କ ବିଗ୍ରହ, ଛୁଆଟି ବେଳୁ ଜଗା ପ୍ରେମରେ ପାଗେଳୀ ସୁଚିସଂଗୀତା

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଗହଳି କମିବାର ନା ଧରୁନଥାଏ l ଟିକିଏ ଯେତେବେଳେ ଭିଡ଼ କମି କମି ଆସୁଥାଏ । ସେହି ସମୟରେ ଦେଖିବାକୁ ମିଳିଥିଲା ଜଣେ ଯୁବତୀଙ୍କୁ । ସେ ମହାପ୍ରଭୁଙ୍କ ଚକାଆଖିକୁ ଚାହିଁ କହୁଥାଆନ୍ତି….. ସାଆନ୍ତେ ହେ ଚକାଆଖି, ତୋ ପାଖକୁ ତୋତେ ଧରି ଧାଇଁ ଆସିଛି ପାଗେଳୀଟିଏ ମୁଁ…

ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ: ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳିତ ହେଲା ପବିତ୍ର ବାହୁଡ଼ାଯାତ୍ରା

ପବିତ୍ର ବାହୁଡ଼ାଯାତ୍ରା ଉପଲକ୍ଷେ ଚଳଚଞ୍ଚଳ ଓଡ଼ିଶାର ସମସ୍ତ ବଡଦାଣ୍ଡ । ତୁଳସୀ କ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବାହୁଡାଯାତ୍ରା ନୀତିନିୟମ ଅନୁଯାୟୀ ସମ୍ପର୍ଣ୍ଣ ହୋଇଯାଇଛି । ତେବେ ପ୍ରତିକୂଳ ପାଗ ଯୋଗୁ ଶ୍ରୀ ଜୀଉମାନଙ୍କ ପହଣ୍ଡି ନୀତି ବିଳମ୍ବ ହୋଇଥିଲା । ରଥ…

ଶରଣ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଗଲା ତୁଳସୀ ହାର, ଜଗାକୁ ଲାଗି ହେବ ୩୫୧ ଫୁଟର ତୁଳସୀ ମାଳ

ଢେଙ୍କାନାଳ: ଜଗାର ତୁଳସୀ ଦୟଣା ମାଳ ଭାରି ପ୍ରିୟ । ସେଥିପାଇଁ ତ କାଳିଆ ସାଆନ୍ତଙ୍କ ଅନ୍ୟାନ୍ୟ ସେବା ଭିତରେ ଅନ୍ୟତମ ସେବା ହେଉଛି ତୁଳସୀ ସେବା । ପବିତ୍ର ବାହୁଡା ଦଶମୀ ଉପଲକ୍ଷେ ୩୫୧ ଫୁଟର ତୁଳସୀ ମାଳ, ୨୫୧ ଫୁଟର ପଦ୍ମମାଳ ଓ ଗେଣ୍ଡୁମାଳ ଇତ୍ୟାଦି ପ୍ରସ୍ତୁତ କରାଯାଇଛି । ଏହି ତୁଳସୀ ମାଳ…

ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ, ବାହୁଡା଼ ଯାତ୍ରା ଲାଗି ମହାପ୍ରଭୁଙ୍କ ସ୍ୱତନ୍ତ୍ର…

ପୁରୀ : ବାହୁଡା଼ ଯାତ୍ରା ଲାଗି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ।  ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ ।  ଆଜି ରାତି୧୦ଟାରେ ପହୁଡ଼ ଆଳତି କରାଯାଇ ଦଇତାପତିଙ୍କ ଦ୍ୱାରା ଶ୍ରୀମୁଖ ଖଣ୍ଡୁଆ ଓ ବାହୁଟ କଣ୍ଟ କରାଯିବ ।  ଆସନ୍ତାକାଲି ବାହୁଡା଼ ଯାତ୍ରା ଅବସରରେ ଶ୍ରୀ…

ହୁଇଲ ଚେୟାରରେ ବସି ମହାପ୍ରଭୁଙ୍କୁ ଦର୍ଶନ କଲେ ରୋଗୀଣା ବୃଦ୍ଧା

ଜଗାରେ ତୁ ତ ଦୁନିଆର ରଜା । ସାରା ସଂସାର ଅନାଥ ଜନଙ୍କ ଦୁଃଖ ବୁଝୁଛୁ ବୋଲି ତ ତୁ ଜଗତର ନାଥ l ତୋ ପାଖକୁ ଆସି ତୋ ବଡ଼ ଦାଣ୍ଡରେ ତୋତେ ପଚାରୁଛି, ତୋର କଣ ଏମିତି ଦୋଷ କଲି ଯେ ମୋତେ ବାର ବର୍ଷ କତରା ଲଗା କରି ଦଣ୍ଡ ଦେଲୁ l ଏତେ ବଡ଼ ବଡ଼ ଚକା ଆଖିରେ ଚାହିଁଦେଲେ ସାରା ଜଗତର ମଙ୍ଗଳ ହେଉଛି l…

କୁନି ରଥରେ ଚତୁର୍ଦ୍ଧା ମୂର୍ତ୍ତି, ଛୋଟ ଛୋଟ ଛୁଆମାନେ ଟାଣି ନେଉଥାନ୍ତି ପ୍ରଭୁଙ୍କ ରଥ

କୁନି ରଥଟିଏ ଭିତରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ଆଗରେ କୁନି କୁନି ହାତରେ ରଥ ଦଉଡି, ଘଣ୍ଟ ଆଉ ଭୋଗ ଥାଳି । ଖାଲି ସେତିକି ନୁହେଁ କାଦୁଅ ପଚ ପଚ ରାସ୍ତା ସାଙ୍ଗକୁ କାଦୁଅ ବୋଳା ଛୋଟ ଛୋଟ ଖାଲି ପାଦ ଆଗକୁ ପକାଇ ଟାଣି ନେଉଥାନ୍ତି ରଥକୁ । ଗୋଟିଏ ପାର୍ଶ୍ୱରେ ବଡ଼ ଦାଣ୍ଡରେ ଜନ…

ବାହୁଡା ଯାତ୍ରା ପ୍ରସ୍ତୁତି ଆରମ୍ଭ, ସକାଳଧୂପ ପରେ ଶରଧାବାଲିରେ ପହଞ୍ଚିବ ତିନି ରଥ

ପୁରୀ: ଗତକାଲି ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ । ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯିବ। ଗୁଣ୍ଡିଚା ଘର ସିଂହଦ୍ବାର ସମ୍ମୁଖରୁ ତିନି ରଥକୁ ଟଣାଯାଇ ଶରଧାବାଲିରେ ପହଞ୍ଚିବ। ଆଜି ସକାଳଧୂପ ପରେ ଠାକୁରଙ୍କ ନିକଟରୁ ଆଜ୍ଞାମାଳ…