ପୁରୀ ସ୍ୱର୍ଗଦ୍ୱାରରୁ ସ୍ୱର୍ଗକୁ ଲାଗିଛି ସିଡ଼ି !

ଜଗନ୍ନାଥର ଅର୍ଥ ହେଉଛି ଲର୍ଡ ଅଫ୍‌ ୟୁନିଭର୍ସ । ଶ୍ରୀକ୍ଷେତ୍ର ପୁରୀଧାମ କହିଲେ ମନରେ ଏକ ଅଲଗା ପ୍ରକାର ଭାବାବେଗ ଆସିଯାଏ । ଶ୍ରୀକ୍ଷେତ୍ର ପୁରୀକୁ ଆସିଲେ ମଣିଷର ସମସ୍ତ ପାପ ଧୋଇ ହୋଇଯାଏ ଏବଂ ସେ ପବିତ୍ର ହୋଇଯାଏ ବୋଲି ବିଶ୍ୱାସ ରହିଛି। କାରଣ ସ୍ୱୟଂ ମହାପ୍ରଭୁ ଶ୍ରୀବିଷ୍ଣୁ ଏଠାରେ ଶ୍ରୀଜଗନ୍ନାଥଙ୍କ ରୂପରେ ଆବିର୍ଭାବ ହୋଇଛନ୍ତି ।

କଣ ସତରେ ଅଛି ପୁରୀକୁ ସ୍ୱର୍ଗକୁ ଦ୍ୱାର…
କିଏ ନିର୍ମାଣ କରିଥିଲେ ଏହି ସ୍ୱର୍ଗଦ୍ୱାର…
କଣ ସତରେ ସ୍ୱର୍ଗଦ୍ୱାରରେ ରହିଛି ସ୍ୱର୍ଗକୁ ସିଡି…

ଭାରତର ସବୁଠାରୁ ରହସ୍ୟମୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ଶ୍ରୀମନ୍ଦିର ପ୍ରାୟ ୫ହଜାର ବର୍ଷ ପୁରୁଣା ମନ୍ଦିର । ଜଗନ୍ନାଥର ଅର୍ଥ ହେଉଛି ଲର୍ଡ ଅଫ୍‌ ୟୁନିଭର୍ସ । ଶ୍ରୀକ୍ଷେତ୍ର ପୁରୀଧାମ କହିଲେ ମନରେ ଏକ ଅଲଗା ପ୍ରକାର ଭାବାବେଗ ଆସିଯାଏ । ଶ୍ରୀକ୍ଷେତ୍ର ପୁରୀକୁ ଆସିଲେ ମଣିଷର ସମସ୍ତ ପାପ ଧୋଇ ହୋଇଯାଏ ଏବଂ ସେ ପବିତ୍ର ହୋଇଯାଏ ବୋଲି ବିଶ୍ୱାସ ରହିଛି। କାରଣ ସ୍ୱୟଂ ମହାପ୍ରଭୁ ଶ୍ରୀବିଷ୍ଣୁ ଏଠାରେ ଶ୍ରୀଜଗନ୍ନାଥଙ୍କ ରୂପରେ ଆବିର୍ଭାବ ହୋଇଛନ୍ତି ।

ଏଠାକୁ ଆସିଲେ ଆତ୍ମାକୁ ତୃପ୍ତି ମିଳେ ଏବଂ ମନକୁ ଶାନ୍ତି ମିଳେ । ଏହାବ୍ୟତୀତ ସ୍ୱର୍ଗଦ୍ୱାରରେ ଯେଉଁ ବ୍ୟକ୍ତିମାନଙ୍କର ଅନ୍ତିମ ସଂସ୍କାର କରାଯାଏ, ସେମାନେ ବୈକୁଣ୍ଠଧାମକୁ ଯାଆନ୍ତି ବୋଲି କୁହାଯାଏ। ତେବେ ଏହି ଶ୍ରୀକ୍ଷେତ୍ର ପୁରୀରୁ ସ୍ୱର୍ଗପୁରୀକୁ ଏକ ସିଡ଼ି ରହିଛି।କଥାରେ କୁହାଯାଏ ବଡ଼ ଲୋକଙ୍କୁ ଉତ୍ତର ନାହିଁ ସ୍ୱର୍ଗକୁ ନିଶୁଣି ନାହିଁ । କଣ ପ୍ରକୃତରେ ସ୍ୱର୍ଗକୁ ନିଶୁଣି ନାହିଁ? ଆଜି ଆମେ ଆପଣଙ୍କୁ ଜଣାଇବୁ ସ୍ୱର୍ଗକୁ ରହ଼ିଛି ସିଡ଼ି। ସ୍ୱର୍ଗକୁ ଦ୍ୱାର ମଧ୍ୟ ଅଛି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏକଥା ସମ୍ପୂର୍ଣ୍ଣ ସତ। ଯାହା ଆଜି ଆମେ ଆପଣଙ୍କୁ ସେହି ସତ୍ୟ ଜଣାଇବାକୁ ଯାଉଛୁ।

ଜନ୍ମ ଅଛି ମାନେ ମରଣ ବି ଅଛି । ହେଲେ ମୃତ୍ୟୁ ପରେ କିଏ ସ୍ୱର୍ଗକୁ ଯିବ ଆଉ କିଏ ନର୍କକୁ ଯିବ ତାହା ସ୍ୱୟଂ ଯମରାଜ ନିର୍ଣ୍ଣୟ କରନ୍ତି। ତେବେ ଆମେ ଜାଣିଛେ ଭଲ କାମ କଲେ ସ୍ୱର୍ଗ ପ୍ରାପ୍ତି ହୁଅନ୍ତି ଏବଂ ମନ୍ଦ କାମ କଲେ ନର୍କପ୍ରାପ୍ତି। କିନ୍ତୁ ଦର୍ଶକବନ୍ଦୁ ଆମେ ଆପଣଙ୍କୁ କହୁଛୁ ଯେ ଆପଣ ଭଲ କାମ କରନ୍ତୁ ବା ନ କରନ୍ତୁ ସିଧାସଳଖ ସ୍ୱର୍ଗକୁ ଯାଇ ହେବ? ଆଉ ଏଥିପାଇଁ ସ୍ୱର୍ଗକୁ ରହିଛି ସିଡ଼ି। କେଉଁ ସିଡ଼ି ଦେଇ ଗଲେ ସ୍ୱର୍ଗ ପ୍ରାପ୍ତି ହେବ। ଯେଉଁଠିକୁ ଯିବାକୁ ସମସ୍ତଙ୍କର ରହିଥାଏ ଇଚ୍ଛା। ଯେଉଁ ସିଡ଼ି ଆଜି ବି ବିଦ୍ୟମାନ। ଶ୍ରୀକ୍ଷେତ୍ରରେ ଅଦୃଶ୍ୟ ସତ୍ତା ମଧ୍ୟରେ ଲୁଚି ରହିଛି ସ୍ୱର୍ଗକୁ ସିଡ଼ି। ଆସନ୍ତୁ ଆଉ ଡେରି ନକରି ଜାଣିବା ତାହା ବିଷୟରେ ।

ସ୍ବର୍ଗଦ୍ବାରରୁ ସ୍ବର୍ଗକୁ ସିଡ଼ି ଲାଗିଛି ବୋଲି ବିଶ୍ବାସ ରହିଛି। ସ୍ୱୟଂ ମହାପ୍ରଭୁ ଶ୍ରୀବିଷ୍ଣୁ ଏଠାରେ ଶ୍ରୀଜଗନ୍ନାଥଙ୍କ ରୂପରେ ଆବିର୍ଭାବ ହୋଇଛନ୍ତି। ଏଠାକୁ ଆସିଲେ ଆତ୍ମାକୁ ତୃପ୍ତି ମିଳେ ଏବଂ ମନକୁ ଶାନ୍ତି ମିଳେ। ଏହାବ୍ୟତୀତ ସ୍ୱର୍ଗଦ୍ୱାରରେ ଯେଉଁ ବ୍ୟକ୍ତିମାନଙ୍କର ଅନ୍ତିମ ସଂସ୍କାର କରାଯାଏ, ସେମାନେ ବୈକୁଣ୍ଠଧାମକୁ ଯାଆନ୍ତି ବୋଲି ଅନେକ ବର୍ଷରୁ ବିଶ୍ବାସ ରହିଆସୁଛି। ତେବେ ଏହି ଶ୍ରୀକ୍ଷେତ୍ର ପୁରୀରୁ ସ୍ୱର୍ଗପୁରୀକୁ ଏକ ସିଡ଼ି ରହିଛି।

ଆଜି ଆମେ ଆପଣଙ୍କୁ ଜଣାଇବୁ ସତ କଣ? ସ୍ୱର୍ଗକୁ ରହ଼ିଛି ସିଡ଼ି। ସ୍ୱର୍ଗକୁ ଦ୍ୱାର ମଧ୍ୟ ଅଛି। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏକଥା ସମ୍ପୂର୍ଣ୍ଣ ସତ। ଆସନ୍ତୁ ଜାଣିବା କେଉଁଠି ରହିଛି ସ୍ୱର୍ଗକୁ ସିଡ଼ି। ହେଲେ ମୃତ୍ୟୁ ପରେ କିଏ ସ୍ୱର୍ଗକୁ ଯିବ ଆଉ କିଏ ନର୍କକୁ ଯିବ ତାହା ସ୍ୱୟଂ ଯମରାଜ ନିର୍ଣ୍ଣୟ ନିଅନ୍ତି ବୋଲି ବିଶ୍ୱାସ ରହିଛି। ସମସ୍ତଙ୍କ ବିଶ୍ବାସ ରହିଛି ଭଲ କାମ କଲେ ସ୍ୱର୍ଗ ପ୍ରାପ୍ତି ହୁଅନ୍ତି ଏବଂ ମନ୍ଦ କାମ କଲେ ନର୍କ ମିଳିଥାଏ। ସ୍ୱର୍ଗକୁ ରହିଛି ସିଡ଼ି ଯେଉଁ ସିଡ଼ି ଦେଇ ଗଲେ ସ୍ୱର୍ଗ ପ୍ରାପ୍ତି ହେବ।

ଯେଉଁଠିକୁ ଯିବାକୁ ସମସ୍ତଙ୍କର ରହିଥାଏ ଇଚ୍ଛା। ଯେଉଁ ସିଡ଼ି ଆଜି ବି ବିଦ୍ୟମାନ। ଶ୍ରୀକ୍ଷେତ୍ରରେ ଅଦୃଶ୍ୟ ସତ୍ତା ମଧ୍ୟରେ ଲୁଚି ରହିଛି ସ୍ୱର୍ଗକୁ ସିଡ଼ି। ପୌରାଣିକ କଥା ଅନୁସାରେ ରାବଣ କଠୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥିଲେ। ଏହା ବଦଳରରେ ଦେବା ଦେବ ମହାଦେବ ରାବଣଙ୍କୁ ବର ଦେଇଥିଲେ। ଆଉ ଏହି ବରଦାନରେ ଭଗବାନ କହିଥିଲେ ଯଦି ରାବଣ ଗୋଟିଏ ଦିନ ଭିତରେ ୫ଟି ସିଡ଼ି ନିର୍ମାଣ କରିଦେବ ତେବେ ତାଙ୍କୁ ଅମରତ୍ୱ ମିଳିବ । ସେ ଚିରଞ୍ଜିବୀ ହୋଇଯିବେ। ଏହାପରେ ଲଙ୍କାଧିପତି ରାବଣ ଗୋଟି ଗୋଟି କରି ସ୍ୱର୍ଗକୁ ୪ ଗୋଟି ସିଡ଼ି ନିର୍ମାଣ କରିଥିଲେ କିନ୍ତୁ ପଞ୍ଚମ ସିଡ଼ି ନିର୍ମାଣ କରିବାରେ ସେ ବିଫଳ ହୋଇଥିଲେ। ତାଙ୍କର ସ୍ୱର୍ଗ ପ୍ରାପ୍ତି ସ୍ୱପ୍ନରେ ହିଁ ରହିଗଲା।

ତେବେ ରାବଣ ତିଆରି କରିଥିବା ସିଡ଼ି ମଧ୍ୟରୁ ପୁରୀରେ ଗୋଟିଏ ସିଡ଼ି ରହିଛି। ପୁରୀ ସ୍ୱର୍ଗଦ୍ୱାର ନିକଟରେ ଥିବା ଶ୍ମଶାନେଶ୍ୱର ମନ୍ଦିର ନିକଟରେ ରହିଛି ସିଡ଼ିର ଅଂଶବିଶେଷ। ସେଥିପାଇଁ ମାନ୍ୟତା ରହିଛି ଏଠାରେ ଶବଦାହ କଳେ ସିଧା ସ୍ୱର୍ଗ ପ୍ରାପ୍ତି ହୁଏ ।

ଏ ସମସ୍ତ ସୂଚନା ସାଧାରଣ ବିଶ୍ୱାସ ଓ ସୂଚନା ଉପରେ ଆଧାରିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.