Browsing Tag

puri swargadwar

ପୁରୀ ସ୍ୱର୍ଗଦ୍ୱାରରୁ ସ୍ୱର୍ଗକୁ ଲାଗିଛି ସିଡ଼ି !

କଣ ସତରେ ଅଛି ପୁରୀକୁ ସ୍ୱର୍ଗକୁ ଦ୍ୱାର… କିଏ ନିର୍ମାଣ କରିଥିଲେ ଏହି ସ୍ୱର୍ଗଦ୍ୱାର… କଣ ସତରେ ସ୍ୱର୍ଗଦ୍ୱାରରେ ରହିଛି ସ୍ୱର୍ଗକୁ ସିଡି… ଭାରତର ସବୁଠାରୁ ରହସ୍ୟମୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ଶ୍ରୀମନ୍ଦିର ପ୍ରାୟ ୫ହଜାର ବର୍ଷ ପୁରୁଣା ମନ୍ଦିର । ଜଗନ୍ନାଥର ଅର୍ଥ ହେଉଛି…

ପୁରୀ ଅଭିମୁଖେ ମହେଶ୍ବରଙ୍କ ପାର୍ଥିବ ଶରୀର, ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

ପୁରୀ (କେନ୍ୟୁଜ): ମହାଯାତ୍ରାରେ ମହେଶ୍ବର । ପୁରୀ ଅଭିମୁଖେ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର। ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯିବ। ଶଙ୍ଖ ଭବନରେ ଶେଷ ଦର୍ଶନ କରି ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ…

ପୁରୀ ସ୍ୱର୍ଗଦ୍ୱାରରେ ହେବ ଅଭିନେତା ରାଇମୋହନଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର (କେନ୍ୟୁଜ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଓଲିଉଡ଼ ଏବେ ସ୍ତବ୍ଧ ହୋଇଯାଇଛି । ତାଙ୍କର ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ସକାଳ ଭୁବନେଶ୍ୱର ପଳାଶୁଣି ପ୍ରାଚୀବିହାର ସ୍ଥିତ ତାଙ୍କ ବାସଭବନରେ ଜମିଥିଲା ଭିଡ଼ । କାରଣ ନିଆଁ…

 ସ୍ୱର୍ଗଦ୍ଵାରରେ ଅନ୍ତିମ ସତ୍କାର ପାଇଁ ବିଳମ୍ବ ହେଲେ ଆଉ ହେବ ନାହିଁ ଅସୁବିଧା: ମୃତଦେହ ରଖିବା ପାଇଁ ହେଲା ଡିପ୍…

ପୁରୀ(କେନ୍ୟୁଜ୍): ସ୍ୱର୍ଗଦ୍ଵାରରେ ମୃତଦେହ ରଖିବା ପାଇଁ ଡିପ୍ ଫ୍ରିଜର ବ୍ୟବସ୍ଥା କରାଯାଇଛି। ଅନ୍ତିମ ସତ୍କାର ପାଇଁ କୌଣସି କାରଣ ବଶତଃ ବିଳମ୍ବ ହେଲେ ସଂପର୍କୀୟମାନେ ମୃତଦେହକୁ ୨୪ ଘଣ୍ଟାକୁ ଏକ ହଜାର ଟଙ୍କା ଦେୟ ପ୍ରଦାନ କରି ଡିପ୍ ଫ୍ରିଜରରେ ରଖିପାରିବେ । ସ୍ୱର୍ଗଦ୍ଵାରରେ ଶବଦାହ…

୧୬ରୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲିବ,ସର୍ବନିମ୍ନ ୧୦ ଜଣ ସମ୍ପର୍କୀୟ ଉପସ୍ଥିତ ରହିବାକୁ ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ୧୬ରୁ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଖୋଲିବ। ସର୍ବନିମ୍ନ ୧୦ ଜଣ ସମ୍ପର୍କୀୟ ଉପସ୍ଥିତ ରହିବାକୁ ଅନୁମତି । କରୋନା ମହାମାରୀ ପାଇଁ ପୁରୀର ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ପାଇଁ ଥିବା କଟକଣାକୁ ହଟାଇ ଦିଆଯାଇଛି। କଟକଣା ଯୋଗୁଁ ଅନେକ ଶବ…

ପୁରୀ ସ୍ୱର୍ଗଦ୍ୱାର ନବୀକରଣ ପରେ ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ କରାଗଲା ଲୋକାର୍ପଣ

ପୁରୀ: ପୁରୀ ସ୍ୱର୍ଗଦ୍ୱାର ନବୀକରଣ ହେବା ପରେ ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହୋଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଏହାକୁ ଲୋକାର୍ପଣ କରିଛନ୍ତି। ସ୍ୱର୍ଗଦ୍ୱାରକୁ ନୂତନ ଶୈଳୀରେ ନିର୍ମାଣ କରାଯାଇଛି। ତେଲେଙ୍ଗନା ମହାପ୍ରସ୍ଥାନମ୍‌ ଢାଞ୍ଚାରେ ନିର୍ମାଣ କରାଯାଇଛି…

ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ଉପରେ ଲାଗିଲା କଟକଣା, କାଲିଠୁ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ମନା

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ଶବସତ୍କାର ଉପରେ ଲାଗିଲା କଟକଣା। କାଲିଠୁ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ମନା। ସେହିପରି ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ବେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ। ଏମିତିକି ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଧ୍ୟ ସ୍ୱର୍ଗଦ୍ୱାରରେ…

ପୁରୀ ସ୍ୱର୍ଗଦ୍ୱାର ହେବ ସୁବ୍ୟବସ୍ଥିତ, ସ୍ୱର୍ଗଦ୍ୱାର ସେବା ସମିତିକୁ ରାଜ୍ୟ ସରକାରଙ୍କ ଅନୁମତି

ପୁରୀ : ପୁରୀ ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ଦେଇଛନ୍ତି । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି । ସ୍ୱର୍ଗଦ୍ୱାର ସେବା ସମିତି, ସୋସାଇଟି ରେଜିଷ୍ଟ୍ରେସନ…

ଶବଦାହ ନେଇ ପୁରୀ ସ୍ବାର୍ଗଦ୍ବାରରୁ ହଟିଲା କଟକଣା, କୋଭିଡ ଗାଇଡ଼ଲାଇନ ମାନି ହେବ ଶବଦାହ

ପୁରୀ(କେନ୍ୟୁଜ୍):  ଶବଦାହ ନେଇ  ପୁରୀ ସ୍ବାର୍ଗଦ୍ବାରରୁ ହଟିଲା କଟକଣା। ଏବେ ଜିଲ୍ଲା ବାହାରରୁ ଆସିଥିବା ମୃତଦେହ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇପାରିବ।  କିନ୍ତୁ କୋଭିଡ କଟକଣା ମାନି ଶବଦାହ ହେବ ବୋଲି ପୁରୀ  ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ପୁରୀ ବର୍ତ୍ତମାନ ସ୍ଥିତିରେ…

ସେପ୍ଟେମ୍ବର ୩୦ ଯାଏଁ ସ୍ୱର୍ଗଦ୍ୱାରରେ କଟକଣା ବୃଦ୍ଧି କଲେ ପ୍ରଶାସନ

ପୁରୀ: ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାରକୁ କଟକଣା ବୃଦ୍ଧି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ କଟକଣା ବୃଦ୍ଧି କଲା ପ୍ରଶାସନ । ବାହାର ଜିଲ୍ଲା ଓ ରାଜ୍ୟ ବାହାର ଲୋକଙ୍କୁ ଶବସତ୍କାର ମନା କରାଯାଇଛି । କେବଳ ପୁରୀ ଜିଲ୍ଲା ଲୋକଙ୍କୁ ଶବସତ୍କାର ପାଇଁ ଅନୁମତି ମିଳିଛି । ତେବେ କୋଭିଡ…

ଇଏ ବି କରୋନା କଟକଣା, ପୁରୀ ବାହାର ଶବକୁ ସ୍ୱର୍ଗଦ୍ୱାର ମନା

ପୁରୀ: ଏବେଠାରୁ ପୁରୀ ସ୍ୱର୍ଗଦ୍ୱାରାରେ ଆଉ ସହର ବାହାରର କୌଣସି ଶବଦାହ ହୋଇ ପାରିବ ନାହିଁ । ଏହାକୁ ନେଇ ଆଜି ଜିଲ୍ଲାପାଳ ବଲବନ୍ତ ସିଂହ କଟକଣା ଲଗାଇଛନ୍ତି । ସେହିପରି ମହୋଦଧିରେ ଅସ୍ଥି ବିସର୍ଜନ ମଧ୍ୟ ହୋଇ ପାରିବ ନାହିଁ । କରୋନା ପରିସ୍ଥିତିରେ ଏଭଳି ଏକ କଠୋର କଟକଣା କରିବାକୁ ପଡ଼ିଛି…

ଖାଁ ଖାଁ ସ୍ୱର୍ଗଦ୍ୱାର: ଲକଡାଉନ ଭିତରେ ବଦଳିଯାଇଛି ଚିତ୍ର, କମିଛି ଶବ ସତ୍କାର ହାର

ପୁରୀ: କରୋନା ଲକଡାଉନ ଭିତରେ ବଦଳିଯାଇଛି ସ୍ୱର୍ଗଦ୍ୱାରର ଚିତ୍ର । ଗତ ଦେଢ଼ମାସ ହେବ କମିଛି ଶବ ସତ୍କାରର ହାର । ଯେଉଁଠି ଦିନରାତି ଜୁଇ ଜଳୁଥିଲା ଆଜି ସେହି ସ୍ୱର୍ଗଦ୍ୱାର ଖାଁ ଖାଁ । ପୁରୀ ଗ୍ରୀନ ଜୋନରେ ଥିବା ସତ୍ୱେ କେବଳ ଅଳ୍ପ କେତେକଙ୍କୁ ଛାଡ଼ିଦେଲେ କେହି ବି ଶବ ସତ୍କାର ପାଇଁ ଆସିବାକୁ…