Below header

ସେପ୍ଟେମ୍ବର ୩୦ ଯାଏଁ ସ୍ୱର୍ଗଦ୍ୱାରରେ କଟକଣା ବୃଦ୍ଧି କଲେ ପ୍ରଶାସନ

ପୁରୀ: ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାରକୁ କଟକଣା ବୃଦ୍ଧି କରାଯାଇଛି । ଆସନ୍ତା ସେପ୍ଟେମ୍ବର ୩୦ ଯାଏଁ କଟକଣା ବୃଦ୍ଧି କଲା ପ୍ରଶାସନ । ବାହାର ଜିଲ୍ଲା ଓ ରାଜ୍ୟ ବାହାର ଲୋକଙ୍କୁ ଶବସତ୍କାର ମନା କରାଯାଇଛି । କେବଳ ପୁରୀ ଜିଲ୍ଲା ଲୋକଙ୍କୁ ଶବସତ୍କାର ପାଇଁ ଅନୁମତି ମିଳିଛି । ତେବେ କୋଭିଡ କଟକଣା ପାଳନ କରି କରିପାରିବେ ଶବ ସତ୍କାର । ଏହା ସହ ସମୁଦ୍ରରେ ଚିତାଭସ୍ମ ବିସର୍ଜନ ଉପରେ ମଧ୍ୟ କଟକଣା ବଳବତ୍ତର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.