Below header

ଇଏ ବି କରୋନା କଟକଣା, ପୁରୀ ବାହାର ଶବକୁ ସ୍ୱର୍ଗଦ୍ୱାର ମନା

ପୁରୀ: ଏବେଠାରୁ ପୁରୀ ସ୍ୱର୍ଗଦ୍ୱାରାରେ ଆଉ ସହର ବାହାରର କୌଣସି ଶବଦାହ ହୋଇ ପାରିବ ନାହିଁ । ଏହାକୁ ନେଇ ଆଜି ଜିଲ୍ଲାପାଳ ବଲବନ୍ତ ସିଂହ କଟକଣା ଲଗାଇଛନ୍ତି । ସେହିପରି ମହୋଦଧିରେ ଅସ୍ଥି ବିସର୍ଜନ ମଧ୍ୟ ହୋଇ ପାରିବ ନାହିଁ ।

କରୋନା ପରିସ୍ଥିତିରେ ଏଭଳି ଏକ କଠୋର କଟକଣା କରିବାକୁ ପଡ଼ିଛି ବୋଲି ଜିଲ୍ଲାପାଳ ଆଜି କହିଛନ୍ତି । ତେବେ ପରିସ୍ଥିତି ସୁଧୁରି ଗଲେ ପୁଣି ଏସବୁ ପାଇଁ ଅନୁମତି ଦିଆଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.