manipur

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା ଜଣାଯାଇଛି । ମଙ୍ଗଳବାର ସିଏମ୍‌ଙ୍କ ଗସ୍ତ…

1 week ago

ଆସାମ ଓ ମଣିପୁରରେ ବନ୍ୟା ସ୍ଥିତି ଭୟଙ୍କର; ୩ ଲକ୍ଷରୁ ଅଧିକ ଲୋକ ଜଳମଗ୍ନ, ୨୪ ହଜାର ଘର ଧ୍ୱଂସ

ବାତ୍ୟା ‘ରେମାଲ୍‌’ ପ୍ରଭାବରେ ପ୍ରବଳ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧି ହେତୁ ଆସାମ ଓ ମଣିପୁରରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟ…

3 weeks ago

ମଣିପୁରର ୮୬ ଅଞ୍ଚଳରେ ପଶିଲା ବନ୍ୟା ପାଣି, ୪ ଉତ୍ତର-ପୂର୍ବ ରାଜ୍ୟରେ ପ୍ରାକୃତିକ ବିନାଶ

ବାତ୍ୟା ‘ରେମାଲ୍‌’ ଯୋଗୁ ଉତ୍ତର-ପୂର୍ବର ପ୍ରାୟ ସମସ୍ତ ରାଜ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ ମଣିପୁର, ମିଜୋରାମ୍‌, ନାଗାଲାଣ୍ଡ, ଆସାମ ଓ ମେଘାଳୟରେ ବିନାଶ ଭଳି ଦୃଶ୍ୟ…

3 weeks ago

ମଣିପୁରରେ CRPF କ୍ୟାମ୍ପ ଉପରକୁ ଆକ୍ରମଣ, ଦୁଇ ଯବାନ ସହିଦ

ମଣିପୁରରେ CRPF କ୍ୟାମ୍ପ ଉପରକୁ ଆକ୍ରମ । ଯେଉଁଥିରେ ଦୁଇ ଜଣ ଯବାନ ସହିଦ  ହରାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ମଣିପୁର…

2 months ago

ପୁଣି ମଣିପୁରରେ ଅଶାନ୍ତି: ଶୋଇଥିବା ବେଳେ ଯବାନଙ୍କୁ ଫାୟାରିଂ କଲେ ଆତଙ୍କବାଦୀ, ୨ ସହୀଦ

ନୂଆଦିଲ୍ଲୀ : ମଣିପୁରରେ ପୁଣି ଥରେ ଅଶାନ୍ତି ଦେଖାଦେଇଛି। ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରଣସେନାରେ ଫୁଟିଲା ଗୁଳି। କେନ୍ଦ୍ରୀୟ ରିଜର୍ଭ ଫୋର୍ସ ସିଆରପିଏଫ ଉପରେ ଅତର୍କିତ ଆକ୍ରମଣ…

2 months ago

କଖାରୁ ଭିତରେ ଲୁଚାଯାଇଥିଲା ୩.୫ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌, ୨ ଡ୍ରଗ୍ସ ଚୋରା ଚାଲାଣକାରୀ ଗିରଫ

କଖାରୁ ଭିତରେ ଲୁଚାଯାଇଥିଲା ୩.୫ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ । ଗୁରୁବାର ଏଠାରେ ଆସାମ ରାଇଫଲ୍ସ ଏବଂ ମଣିପୁର ପୋଲିସ ମିଳିତ ଚଢ଼ାଉ କରି ଏହାକୁ…

2 months ago

ମଣିପୁରରେ ରିଲିଫ୍‌ କ୍ୟାମ୍ପ୍‌ରେ ରହୁଥିବା ୫୦,୦୦୦ ଲୋକ ସେହିଠାରୁ ହିଁ ଭୋଟ୍‌ ଦେବେ: ନିର୍ବାଚନ ଆୟୋଗ

ହିଂସା ପ୍ରଭାବିତ ମଣିପୁରରେ ରିଲିଫ୍‌ କ୍ୟାମ୍ପରେ ରହୁଥିବା ଲୋକେ ସେହିଠାରୁ ହିଁ ମତଦାନ କରିବେ । ସେମାନଙ୍କୁ ରିଲିଫ୍‌ କ୍ୟାମ୍ପ୍‌ରେ ଲୋକସଭା ନିର୍ବାଚନରେ ଭୋଟ୍ ଦେବାକୁ ଅନୁମତି…

3 months ago

ମଣିପୁରରେ ପୁଣି ହିଂସା: ବୋମା ଓ ଗ୍ରେନେଡ ମାଡରେ ୨ କମାଣ୍ଡୋ ସହିଦ୍, ବିହୁ ସୁରକ୍ଷାକର୍ମୀ ଆହତ

ନୂଆଦିଲ୍ଲୀ : ମଣିପୁରରେ ତାଜା ହିଂସା । ଆକ୍ରମଣକାରୀଙ୍କ ବୋମା ଓ ଗ୍ରେନେଡ ମାଡ଼ରେ ୨ ଜଣ କମାଣ୍ଡୋ ସହିଦ । ଆହୁରି ୨ ଜଣ କମାଣ୍ଡୋଙ୍କୁ…

5 months ago

କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ମଣିପୁରରୁ ଶୁଭାରମ୍ଭ, ୬୭ ଦିନରେ ୬,୭୧୩ କିଲୋମିଟର ଯାତ୍ରା

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ଆଜି ମଣିପୁରରୁ ଆରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଥୌବଲ ଜିଲ୍ଲାରୁ ସବୁଜ…

5 months ago

ମଣିପୁର: ଯବାନଙ୍କ ମା’ଙ୍କ ସମେତ ପରିବାରର ୪ ଜଣଙ୍କୁ ଅପହରଣ, ଗୁଳି ବିନିମୟରେ ଅନେକ ଆହତ

ମଣିପୁରର କଙ୍ଗପୋକପି ଜିଲ୍ଲାରୁ ଜଣେ ଭାରତୀୟ ଯବାନଙ୍କ ପରିବାରର ୪ ଜଣଙ୍କୁ ଅପହରଣ କରି ନିଆଯାଇଛି। ଏହି ପରିବାର ନଭେମ୍ବର ୭ରେ କାଙ୍ଗଚୁପ୍ ଚିଙ୍ଗଖଙ୍ଗ ଗାଁ ଦେଇ…

7 months ago

ମଣିପୁରରେ ଥମୁନି ହିଂସା, ହେଲିପ୍ୟାଡ୍‌ ନିରୀକ୍ଷଣ କରିବା ବେଳେ SDPOଙ୍କୁ ଗୁଳି କରି ହତ୍ୟା

ମଣିପୁରରେ ହିଂସା ଥମୁନି। ଏବେ ପୁଣି ଏଠାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ତେଙ୍ଗନୌପାଲ୍‌ ଜିଲ୍ଲାର ମୋରେହରେ ଏସ୍‌ଡିପିଓ ଚିଙ୍ଗ୍‌ଥମ ଆନନ୍ଦଙ୍କୁ ଗୁଳି କରି ହତ୍ୟା…

8 months ago

ମଣିପୁର ହିଂସା: ଗ୍ରାମ୍ୟ ବିକାଶ ମନ୍ତ୍ରୀଙ୍କ ଘର ବାହାରେ ଗ୍ରେନେଡ୍‌ ଆକ୍ରମଣ, ସିଆର୍‌ପିଏଫ୍‌ ଯବାନ ଆହତ

ମଣିପୁରରେ ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। କ୍ରମାଗତ ଭାବେ ସେଠାରେ ହିଂସାକାଣ୍ଡ ଘଟି ଚାଲିଛି। ଉଗ୍ରବାଦୀମାନେ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ଲଗାତାର ଟାର୍ଗେଟ୍‌ କରୁଛନ୍ତି। ଏବେ ଇମ୍ଫାଲ…

8 months ago