Browsing Tag

manipur

ମଣିପୁରରେ ସ୍ଥିତି ବିଗୁଡୁଛି, CAPFର ୫୦ ଅତିରିକ୍ତ କମ୍ପାନୀ ପଠାଇବେ କେନ୍ଦ୍ର ସରକାର

ମଣିପୁରରେ ପୁଣି ବିଗୁଡ଼ୁଛି ସ୍ଥିତି । ରବିବାର ରାତିରେ ଉତ୍ତ୍ୟକ୍ତ ଲୋକ ଏବଂ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ଗୁଳି ଚାଳନା କରିଥିଲେ । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ । ହିଂସାର ସଦ୍ୟତମ ଘଟଣାକୁ ନଜରରେ…

ମଣିପୁର ରାଜଧାନୀ ଇମ୍ଫାଲରେ ଲାଗିଲା କର୍ଫ୍ୟୁ, ୭ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଠପ

ମଣିପୁରର ରାଜଧାନୀ ଇମ୍ଫାଲରେ ଲାଗିଲା କର୍ଫ୍ୟୁ। ଏନେଇ ୭ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଠପ ରହିଛି । ରାଜ୍ୟ ସରକାର ମଣିପୁରରେ ଥିବା ୭ ଟି ଜିଲ୍ଲାରେ ଇଣ୍ଟରନେଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଣିପୁର ସରକାର ଡାକ୍ତରଖାନାରେ ମଧ୍ୟ କର୍ଫ୍ୟୁ ଲଗାଇଛନ୍ତି । ସୋମବାର ମଣିପୁରରେ…

ମଣିପୁରରେ ସିଆରପିଏଫର ଏନକାଉଣ୍ଟର, ୧୧ ସନ୍ଦିଗ୍ଧ ଉଗ୍ରବାଦୀ ନିହତ

ମଣିପୁରରେ ସୁରକ୍ଷା ବାହିନୀ ୧୧ ସନ୍ଦିଗ୍ଧ ଉଗ୍ରବାଦୀଙ୍କୁ ମାରିଛନ୍ତି । ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ ସଶସ୍ତ୍ର ଉଗ୍ରବାଦୀ ନିହତ ହୋଇଛନ୍ତି । ଏହି ଉଗ୍ରବାଦୀମାନେ ଜିରିବାମ୍ ଜିଲ୍ଲାର ବୋରୋବେକରାରେ ଏକ ଥାନା ଉପରେ ଆକ୍ରମଣ କରିବାକୁ ଆସିଥିଲେ । ସୂତ୍ରରୁ ଜଣାପଡ଼ିଛି, ସୋମବାର…

ମଣିପୁରର ପୂର୍ବତନ ସିଏମ୍‌ଙ୍କ ଘର ଉପରେ ରକେଟ୍‌ ଆକ୍ରମଣ; ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ, ୩ ଆହତ

ମଣିପୁରରେ ହିଂସା ଜାରି ରହିଛି । ସନ୍ଦିଗ୍ଧ ଉଗ୍ରବାଦୀମାନେ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ରକେଟ୍‌ ମାଡ଼ କରିଛନ୍ତି । ଏହି ଆକ୍ରମଣରେ ଘଟଣାସ୍ଥଳରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ଇମ୍ଫାଲରେ ଏହା ହେଉଛି…

୫ ବନ୍ଧୁକ, ୧୦ ଗ୍ରେନେଡ୍‌, ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ଓ ଆହୁରି ଅନେକ…; ମଣିପୁରରେ ଜବତ ହେଲା ବିପୁଳ ଅସ୍ତ୍ରଶସ୍ତ୍ର

ମଣିପୁରର ପୂର୍ବ ଇମ୍ଫାଲ ଜିଲ୍ଲାର ସକେତା ଅୱାଙ୍ଗ ଲେଇକାଇ ଅଞ୍ଚଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ହୋଇଛି । ଏଠାରେ ସର୍ଚ୍ଚ ଅପରେସନ ବେଳେ ତିନୋଟି INSAS ରାଇଫଲ, ଦୁଇଟି AK-56 ରାଇଫଲ, ମାଗାଜିନ୍‌, ଗୋଳାବାରୁଦ ସହ ସୈନ୍ୟ ବର୍ଦ୍ଦି ଏବଂ କେତେକ ଅନ୍ୟାନ୍ୟ ଜିନିଷ ଜବତ…

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା ଜଣାଯାଇଛି । ମଙ୍ଗଳବାର ସିଏମ୍‌ଙ୍କ ଗସ୍ତ ପୂର୍ବରୁ ଏଠାରେ ଜିରିବାମ୍‌ ପହଞ୍ଚିଥିବା ଅଗ୍ରୀମ ସୁରକ୍ଷା ଦଳ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି । କହି…

ଆସାମ ଓ ମଣିପୁରରେ ବନ୍ୟା ସ୍ଥିତି ଭୟଙ୍କର; ୩ ଲକ୍ଷରୁ ଅଧିକ ଲୋକ ଜଳମଗ୍ନ, ୨୪ ହଜାର ଘର ଧ୍ୱଂସ

ବାତ୍ୟା ‘ରେମାଲ୍‌’ ପ୍ରଭାବରେ ପ୍ରବଳ ବର୍ଷା ଏବଂ ନଦୀର ଜଳସ୍ତର ବୃଦ୍ଧି ହେତୁ ଆସାମ ଓ ମଣିପୁରରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାଘାଟ ଜଳମଗ୍ନ ହୋଇଯାଇଛି, ଯାହାଫଳରେ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି । ସଡ଼କ ଯୋଗାଯୋଗ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଛି ।…

ମଣିପୁରର ୮୬ ଅଞ୍ଚଳରେ ପଶିଲା ବନ୍ୟା ପାଣି, ୪ ଉତ୍ତର-ପୂର୍ବ ରାଜ୍ୟରେ ପ୍ରାକୃତିକ ବିନାଶ

ବାତ୍ୟା ‘ରେମାଲ୍‌’ ଯୋଗୁ ଉତ୍ତର-ପୂର୍ବର ପ୍ରାୟ ସମସ୍ତ ରାଜ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ ମଣିପୁର, ମିଜୋରାମ୍‌, ନାଗାଲାଣ୍ଡ, ଆସାମ ଓ ମେଘାଳୟରେ ବିନାଶ ଭଳି ଦୃଶ୍ୟ ରହିଛି । ମଣିପୁରର ଇମ୍ଫାଲ୍‌ ଘାଟିରେ ପ୍ରବଳ ବର୍ଷା ଯୋଗୁ ଆସିଥିବା ବନ୍ୟାରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।…

ମଣିପୁରରେ CRPF କ୍ୟାମ୍ପ ଉପରକୁ ଆକ୍ରମଣ, ଦୁଇ ଯବାନ ସହିଦ

ମଣିପୁରରେ CRPF କ୍ୟାମ୍ପ ଉପରକୁ ଆକ୍ରମ । ଯେଉଁଥିରେ ଦୁଇ ଜଣ ଯବାନ ସହିଦ  ହରାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ମଣିପୁର ବିଷ୍ଣୁପୁର ଜିଲ୍ଲାର ନାରାନସୈନା ଗ୍ରାମରେ ଏହି ଘଟଣା ଘଟିଛି । କୁକି ଉଗ୍ରବାଦୀମାନେ CRPF କ୍ୟାମ୍ପ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣ ଶୁକ୍ରବାର…

ପୁଣି ମଣିପୁରରେ ଅଶାନ୍ତି: ଶୋଇଥିବା ବେଳେ ଯବାନଙ୍କୁ ଫାୟାରିଂ କଲେ ଆତଙ୍କବାଦୀ, ୨ ସହୀଦ

ନୂଆଦିଲ୍ଲୀ : ମଣିପୁରରେ ପୁଣି ଥରେ ଅଶାନ୍ତି ଦେଖାଦେଇଛି। ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରଣସେନାରେ ଫୁଟିଲା ଗୁଳି। କେନ୍ଦ୍ରୀୟ ରିଜର୍ଭ ଫୋର୍ସ ସିଆରପିଏଫ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି କୁକୀ ଆତଙ୍କବାଦୀ । ଏଥିରେ ଦୁଇ ଯବାନ ସହୀଦ ହୋଇଥିବା ଜଣାଯାଇଛି। କେନ୍ଦ୍ରୀୟ ରିଜର୍ଭ ଫୋର୍ସର…

କଖାରୁ ଭିତରେ ଲୁଚାଯାଇଥିଲା ୩.୫ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌, ୨ ଡ୍ରଗ୍ସ ଚୋରା ଚାଲାଣକାରୀ ଗିରଫ

କଖାରୁ ଭିତରେ ଲୁଚାଯାଇଥିଲା ୩.୫ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ । ଗୁରୁବାର ଏଠାରେ ଆସାମ ରାଇଫଲ୍ସ ଏବଂ ମଣିପୁର ପୋଲିସ ମିଳିତ ଚଢ଼ାଉ କରି ଏହାକୁ ଜବତ କରିଛନ୍ତି, ଯାହା ପଡ଼ୋଶୀ ଦେଶ ମିଆଁମାରରୁ ଚୋରା ଚାଲାଣ କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ମୁତାବକ, ଏକ ଗୁପ୍ତ ସୂଚନା ଆଧାରରେ…

ମଣିପୁରରେ ରିଲିଫ୍‌ କ୍ୟାମ୍ପ୍‌ରେ ରହୁଥିବା ୫୦,୦୦୦ ଲୋକ ସେହିଠାରୁ ହିଁ ଭୋଟ୍‌ ଦେବେ: ନିର୍ବାଚନ ଆୟୋଗ

ହିଂସା ପ୍ରଭାବିତ ମଣିପୁରରେ ରିଲିଫ୍‌ କ୍ୟାମ୍ପରେ ରହୁଥିବା ଲୋକେ ସେହିଠାରୁ ହିଁ ମତଦାନ କରିବେ । ସେମାନଙ୍କୁ ରିଲିଫ୍‌ କ୍ୟାମ୍ପ୍‌ରେ ଲୋକସଭା ନିର୍ବାଚନରେ ଭୋଟ୍ ଦେବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ବେଳେ ମଣିପୁର ସହ ଜଡିତ ଏକ…