Below header
Browsing Tag

manipur

ମଣିପୁରର ‘ମିରାକିଲ ମ୍ୟାନ୍’ IAS ଆର୍ମଷ୍ଟ୍ରଙ୍ଗ ପାମେ

IAS ବନିବା ଥାଏ ଅନେକଙ୍କ ସ୍ବପ୍ନ । ଦେଶ ପାଇଁ ନିଜ ଅଂଚଳ ପାଇଁ କିଛି କରି ଦେଖାଇବାର ଇଚ୍ଛା ଏହି ପଦବୀ ମାଧ୍ୟମରେ ଟିକେ ସହଜ ହୋଇଯାଏ। ନିଜ ସ୍ୱପ୍ନକୁ ବାସ୍ତବ ରୂପରେଖ ଦେବାପାଇଁ ଏଭଳି ଜଣେ IAS ଙ୍କ ବିଷୟରେ ଆମେ ଆପଣଙ୍କୁ କହିବୁ । ମଣିପୁରର ପ୍ରଥମ IAS , ଯିଏ କି ଅଛନ୍ତି ଏବେ ପୁରା…

ସୁପ୍ରିମ୍‌କୋର୍ଟଙ୍କ ଆଦେଶ: ମଣିପୁର DGP କୋର୍ଟରେ ହାଜର ହୁଅନ୍ତୁ, ନିୟନ୍ତ୍ରଣ ବାହାରେ ରାଜ୍ୟ ପୋଲିସର ସ୍ଥିତି

ମଣିପୁର ହିଂସା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ବଡ଼ ଟିପ୍ପଣୀ ଦେଇ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ରାଜ୍ୟ ପୋଲିସର ସ୍ଥିତି ନିୟନ୍ତ୍ରଣ ବାହାରେ। ମେ ’ରୁ ଜୁଲାଇ ପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ଠପ୍‌ ହୋଇଯାଇଥିଲା।…

ମଣିପୁର ଭାଇରାଲ ଭିଡିଓ: ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…ଘଟଣା ମେ’ ୪ର, FIR କାହିଁକି ମେ’ ୧୮ରେ ପଞ୍ଜୀକୃତ ହେଲା?

ମଣିପୁର ଭାଇରାଲ ଭିଡିଓ ମାମଲାରେ ଆଜି ସୁପ୍ରିମ୍‌କୋର୍ଟ ପୁଣିଥରେ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି ବେଳେ କହିଛନ୍ତି ଯେ ଭିଡିଓ ଭାଇରାଲ ହେବା ପରେ ହିଁ ଏହି ମାମଲା ସାମ୍ନାକୁ ଆସିଛି। କିନ୍ତୁ ଏହା ଏକମାତ୍ର ଘଟଣା ନୁହେଁ, ଯେଉଁଠି ମହିଳାଙ୍କୁ…

ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲଙ୍କ ଆଶଙ୍କା, ମଣିପୁର ହିଂସା ପଛରେ ଥାଇପାରେ ବିଦେଶୀ ଭୂମିକା

ନୂଆଦିଲ୍ଳୀ : ମଣିପୁର ହିଂସା ପଛରେ ଥାଇପାରେ ବିଦେଶୀ ଶକ୍ତିର ଭୂମିକା। ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ଆଶଙ୍କା କରାଯାଇଛି। ଚୀନ୍‌ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ। ବିଭିନ୍ନ ଉଗ୍ରବାଦୀ ସଂସ୍ଥାଙ୍କୁ ଦୀର୍ଘ ବର୍ଷ…

ମଣିପୁରରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ମାମଲା, ତଦନ୍ତ ଭାର ନେଲା ସିବିଆଇ

ମଣିପୁରରେ ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ମାମଲାର ତଦନ୍ତ ଭାର ଗ୍ରହଣ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଗତ ମେ’ରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଏବଂ ସେମାନଙ୍କୁ ଯୌନ ନିର୍ଯାତନା ଦେବାର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି।…

ମଣିପୁର ଅଶାନ୍ତି: ସ୍ଥିତି ଅନୁଧ୍ୟାନ ପାଇଁ ୨ ଦିନିଆ ଗସ୍ତରେ ଯାଉଛି ବିରୋଧୀ ମେଣ୍ଟ ଇଣ୍ଡିଆ’ର ପ୍ରତିନିଧି ମଣ୍ଡଳୀ

ନୂଆଦିଲ୍ଲୀ : ଆଜି ମଣିପୁର ଯିବ ବିରୋଧୀ ମେଣ୍ଟ ଇଣ୍ଡିଆ’ର ପ୍ରତିନିଧି ମଣ୍ଡଳୀ । ମଣିପୁରରେ ଅଶାନ୍ତି ଜାରି ରହିଥିବା ବେଳେ ଆଜି ବିରୋଧୀ ଦଳଗୁଡ଼ିକୁ ନେଇ ହୋଇଥିବା ମେଣ୍ଟ ଇଣ୍ଡିଆ’ ପକ୍ଷରୁ ଏକ ପ୍ରତିନିଧି ଦଳ ମଣିପୁର ଯାଉଛି । ବିଭିନ୍ନ ଦଳରୁ ଏଥିରେ ପ୍ରତିନିଧି ରହିଛନ୍ତି । ଏମାନେ ସେଠାରେ…

ଦିଲ୍ଲୀରେ ଶତାଧିକ କୁକି ସଂପ୍ରଦାୟ ଶତାଧିକ ଲୋକଙ୍କ ପ୍ରତିବାଦ

କୁକି ସଂପ୍ରଦାୟର ପ୍ରତିବାଦ । ରାଜଧାନୀ ଦିଲ୍ଲୀରେ ଶତାଧିକ କୁକି ସଂପ୍ରଦାୟ ଶତାଧିକ ଲୋକଙ୍କ ପ୍ରତିବାଦ । ଯନ୍ତରମନ୍ତରରେ ନିରବ ପ୍ରତିବାଦ କରିଛନ୍ତି। ପ୍ରତିବାଦକାରୀଙ୍କ ଭିତରେ ଅଧିକାଂଶ ଛାତ୍ରଛାତ୍ରୀ ଅଛନ୍ତି। ୩ ମାସ ଧରି ଅଶାନ୍ତ ରହିଛି ମଣିପୁର। ଗତ ମେ ୩ ତାରିଖରେ ସଂରକ୍ଷଣକୁ…

ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ କରିବ ସିବିଆଇ

ମଣିପୁର ଭାଇରାଲ ଭିଡିଓ ମାମଲାର ତଦନ୍ତ କରିବ ସିବିଆଇ। ଗୃହ ମନ୍ତ୍ରାଳୟ ସିବିଆଇକୁ ମାମଲା ହସ୍ତାନ୍ତ କରିଛି। ଜୁଲାଇ ୧୯ ତାରିଖରେ ଭାଇରାଲ ହୋଇଥିଲା ଭିଡିଓ। ଦୁଇ ଜଣ କୁକି ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ପରେ ଗଣଦୁଷ୍କର୍ମ କରି ଅତି ନୃଶଂସ ଭାବେ ହତ୍ୟା…

ମଣିପୁର ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ, କଳା ପୋଷାକ ପିନ୍ଧି ବିରୋଧ କଲେ ବିରୋଧୀ

ମଣିପୁର ପ୍ରସଙ୍ଗରେ ଆଜି ବି ସଂସଦରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ହୋଇପାରି ନାହିଁ । ଫଳରେ ଲୋକସଭାକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ରାଜ୍ୟସଭାରେ ବି ଅଚଳାବସ୍ଥା ଜାରି ରହିଛି । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ…

ମଣିପୁର: ଗ୍ରୋସରୀ ଦୋକାନରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଲେ BSF ଯବାନ; ମିଳିଲା କର୍ମର ଦଣ୍ଡ

ମଣିପୁରରେ ହିଂସାର ନିଆଁ ଜଳୁଛି। ଜୁଲାଇ ୧୯ରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ୍‌ କରାଇବା ଭିଡିଓ ନାରୀ ଅସ୍ମିତା ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏବେ ଏହିଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏଥର ଜଣେ ମହିଳା ବିଏସ୍ଏଫ୍ ଯବାନଙ୍କ ଅଶ୍ଳୀଳ ହରକତର ଶିକାର ହୋଇଛନ୍ତି।…

ମଣିପୁର ଲଜ୍ଜା: ମିଜୋରାମ ଛାଡ଼ି ଆସାମ ପଳାଇଲେ ୪୧ ମୈତେଇ ଲୋକ, ରାଜ୍ୟ ଛାଡ଼ିବାକୁ ଧମକ ଦେଇଛି ଉଗ୍ରବାଦୀ ଦଳ

ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ୍ ପରେ ମିଜୋରାମରେ ମୈତେଇ ସମ୍ପ୍ରଦାୟକୁ ରାଜ୍ୟ ଛାଡ଼ିବାକୁ ଧମକ ଦିଆଯାଇଛି। ଏହି ଧମକ ମିଳିବା ପରେ ଏବେ ମୈତେଇ ସମ୍ପ୍ରଦାୟର ୪୧ ଜଣ ଲୋକ ମିଜୋରାମ ଛାଡ଼ି ଆସାମ ଚାଲିଯାଇଛନ୍ତି। ମିଜୋରାମର ପୂର୍ବ ଉଗ୍ରବାଦୀ ଦଳ ମୈତେଇ…

ମଣିପୁର ଲଜ୍ଜା: ଆଉ ଜଣକୁ ଗିରଫ କଲା ପୋଲିସ, ଏପର୍ଯ୍ୟନ୍ତ ଘଟଣାରେ ୬ ଗିରଫ

ମଣିପୁରର ଭାଇରଲ ଭିଡିଓକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜାରି ରହିଛି । ଏହି ମାମଲାରେ ୬ଷ୍ଠ ଅଭିଯୁକ୍ତକୁ ପୋଲସ ଗିରଫ କରିଛି ବୋଲି ସୂଚନା ମିଳିଛି । ଏଥିରେ ଜଣେ ନାବାଳକ ରହିଛନ୍ତି । ପୂର୍ବରୁ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଶୁକ୍ରବାର ଦିନ ୫ମ ଅଭିଯୁକ୍ତ ଏବଂ ଶନିବାର ଦିନ ୬ଷ୍ଠ…