missile

ଚାନ୍ଦିପୁର: ପୃଥ୍ଵୀ-୨ର ରାତ୍ରିକାଳୀନ ପରୀକ୍ଷଣ, ରହିଛି ୫୦୦ କେଜି ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା

ଚାନ୍ଦିପୁର: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ପରୀକ୍ଷଣ ହୋଇଛି ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ଵୀ-୨। ପୃଥ୍ଵୀ-୨ର ରାତ୍ରିକାଳୀନ ପରୀକ୍ଷଣ କରାଯାଇଛି। ପୃଥ୍ଵୀ-୨…

2 years ago

ହାଇପରସୋନିକ୍‌ ବାଟରେ ଭାରତ, ଆଗାମୀ କିଛି ବର୍ଷରେ ମିଳିବ ମିସାଇଲ

କେନ୍ୟୁଜ୍(ବ୍ୟୁରୋ): ନିଜସ୍ୱ ହାଇପରସୋନିକ ମିସାଇଲ ପାଇବ ଭାରତ। ଆଗାମୀ କିଛି ବର୍ଷ ମଧ୍ୟରେ ହାଇପରସୋନିକ ମିସାଇଲ ମିଳିବ ବୋଲି କହିଛନ୍ତି ବ୍ରହ୍ମୋସ ଏରୋସ୍ପେସ ସିଇଓ ଅତୁଲ ରାଣେ।…

2 years ago

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୪ର ସଫଳ ପରୀକ୍ଷଣ: ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର

ବାଲେଶ୍ବର(କେନ୍ୟୁଜ୍): ମଧ୍ୟମ ଦୂରଗାମୀ ବାଲେଷ୍ଟିକ୍‌ ମିସାଇଲ ଅଗ୍ନି-୪ର ସଫଳ ପରୀକ୍ଷଣ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଅବ୍‌ଦୁଲ କଲାମ ଦ୍ୱୀପର ୪ନଂ ଲଞ୍ଚ ପ୍ୟାଡ୍‌ରୁ ସଫଳ…

2 years ago

ଇରାକ୍‌ରେ ଆମେରିକା ଦୂତାବାସ ଉପରେ ୧୨ ମିସାଇଲ୍‌ ମାଡ଼, କାରଣ ଜାଣିନଥିବା କହିଲେ ସରକାର

ଇରାକରେ ଆମେରିକାର ଦୂତାବାସ ନିକଟରେ ୧୨ଟି ମିସାଇଲ୍‌ ମାଡ଼ ହୋଇଛି। ଏହି ମିସାଇଲ୍‌ ମାଡ଼ ହେବା ପରେ ପୂରା ସହର ଭୟରେ ଥରୁଛି। ଲୋକମାନେ ଏତେ ସଂଖ୍ୟକ…

2 years ago

ଛାତିଥରା! ୟୁକ୍ରେନରେ ଭିଡିଓ ରେକର୍ଡ କରୁଥିଲେ ଯୁବକ, ଠିକ୍‌ ଏତିକି ବେଳେ ମୁଣ୍ଡ ଉପର ଦେଇ ମାଡ଼ ହେଲା ମିଶାଇଲ…; ଦେଖନ୍ତୁ ଭିଡିଓ

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲଗାତାର ଅଷ୍ଟମ ଦିନରେ ବି ଜାରି ରହିଛି। ରୁଷୀୟ ସେନା ୟୁକ୍ରେନର ଦକ୍ଷିଣ ସହର ଖେରସନ ଉପରେ କବଜା କରି…

2 years ago

ୟୁକ୍ରେନ୍‌ ଉପରେ ତୁହାକୁ ତୁହା ମିସାଇଲ୍‌ ମାଡ଼ କରୁଛି ରୁଷ, ମାଇନସ୍‌ ତାପମାତ୍ରାରେ ଫସିଛନ୍ତି ହଜାର ହଜାର ଭାରତୀୟ

ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବିଧ୍ୱଂସକ ହେବାରେ ଲାଗିଛି। ଏବେ ରୁଷ ସେନା ପୂରା ୟୁକ୍ରେନ୍‌କୁ ଘେରିସାରିଲେଣି। ରୁଷ ସେନା ୟୁକ୍ରେନ୍‌ର ରାଜଧାନୀ…

2 years ago

ଶକ୍ତିଶାଳୀ ହେଉଛି ଭାରତୀୟ ସେନା, ଚାନ୍ଦିପୁରରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ

ବାଲେଶ୍ବର(କେନ୍ୟୁଜ୍):  ଶକ୍ତିଶାଳୀ ହେଉଛି ଭାରତୀୟ ସେନା। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ। ଲକ୍ଷ୍ୟଭେଦୀ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର।…

3 years ago

ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ

ବାଲେଶ୍ବର(କେନ୍ଯୁଜ୍): ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିରୁ ଉତ୍‌କ୍ଷେପଣ ହେଲା ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ। ଲକ୍ଷ୍ୟଭେଦୀ କ୍ଷମତା ରହିଛି ୬୫୦ରୁ ୮୦୦ କିଲୋମିଟର। ଶବ୍ଦର ବେଗ ଠାରୁ ୩ଗୁଣ ଅଧିକ…

3 years ago

ଚାନ୍ଦିପୁର ITR କ୍ଷେପଣାସ୍ତ୍ର ଘାଟି ୩ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଉତ୍‌କ୍ଷେପଣ ହେବ ଉନ୍ନତମାନର ମିସାଇଲ କ୍ୟୁ ଆର୍‌ ସାମ୍‌

ବାଲେଶ୍ବର: ଚାନ୍ଦିପୁରରୁ ମିସାଇଲ ପରୀକ୍ଷା । ଉତ୍‌କ୍ଷେପଣ ହେବ ଉନ୍ନତମାନର ମିସାଇଲ କ୍ୟୁ ଆର୍‌ ସାମ୍‌। ଚାନ୍ଦିପୁର ITR କ୍ଷେପଣାସ୍ତ୍ର ଘାଟି ୩ନମ୍ବର ଲଞ୍ଚ ପ୍ୟାଡ୍‌ରୁ କରାଯିବ…

4 years ago

ରାଜସ୍ଥାନର ପୋଖରନରୁ ‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ରାଜସ୍ଥାନ: ଭାରତ ଆଜି ସୁରକ୍ଷା ଦୃଷ୍ଟିରୁ ବଡ଼ ସଫଳତା ହାସଲ କରିଛି । ରାଜସ୍ଥାନର ପୋଖରନରୁ ‘ନାଗ’ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳତା ଭାବେ…

4 years ago

ପ୍ରତିରକ୍ଷା କ୍ଷେତ୍ରରେ ଦମଦେଖାଇଲା ଭାରତ, K-4 ବାଲିଷ୍ଟିକ୍‌ ମିସାଇଲ୍‌ର ହେଲା ସଫଳ ପରୀକ୍ଷଣ

କେନ୍ୟୁଜ୍(ବ୍ୟୁରୋ):  ପ୍ରତିରକ୍ଷା କ୍ଷେତ୍ରରେ ଦମଦେଖାଇଲା ଭାରତ । K-4 ବାଲିଷ୍ଟିକ୍‌ ମିସାଇଲ୍‌ର ହୋଇଛି ସଫଳ ପରୀକ୍ଷଣ । ଆନ୍ଧ୍ରପ୍ରଦେଶ ଉପକୂଳରେ ବୁଡାଜାହାଜରୁ ଆଣବିକ କ୍ଷମତାସମ୍ପନ୍ନ ବାଲିଷ୍ଟିକ୍‌ ମିସାଇଲ୍‌…

4 years ago

ଅଗ୍ନି ଟୁ ପରେ ଇଣ୍ଟରମିଡିଏଟ୍‌ ବାଲାଷ୍ଟିକ୍‌ ମିସାଇଲ୍‌ ଅଗ୍ନି-ଥ୍ରୀର ସଫଳ ହେଲା ନାଇଟ୍‌ ଟ୍ରାଏଲ୍‌

ଭଦ୍ରକ(କେନ୍ୟୁଜ୍):   ରାତିରେ ମିସାଇଲ୍‌ ଟେଷ୍ଟ। ମହାକାଶକୁ ଗଲା ଅଗ୍ନୀ କ୍ଷେପଣାସ୍ତ୍ର। ଅଗ୍ନୀ ଟୁ ପରେ ଏବେ ଅଗ୍ନୀ ଥ୍ରୀ ପାଳି। ଅଗ୍ନୀ ଥ୍ରୀ ମିସାଇଲର ପ୍ରଥମ ରାତ୍ରିକାଳୀନ…

5 years ago