NASA’s first historic manned mission launched

ପ୍ରଥମଥର ପ୍ରାଇଭେଟ ଅନ୍ତରୀକ୍ଷ ଯାନ ଦ୍ୱାରା ନାସା ଲଞ୍ଚ କଲା ଐତିହାସିକ ମାନବ ମିଶନ, ଇତିହାସ ସୃଷ୍ଟି କଲା ‘ସ୍ପେସଏକ୍ସ’

କରୋନା ସଙ୍କଟ ସମୟରେ ଆମେରିକା ତାର ଉଡାଣ ଭରିଛି। ନାସା ଶନିବାର ଦିନ ଫ୍ଲୋରିଡାରୁ ଦୁଇଜଣ ଆମେରିକୀୟ ମହାକାଶଚାରୀଙ୍କୁ କକ୍ଷପଥରେ ପହଞ୍ଚାଇ ‘ସ୍ପେସଏକ୍ସ’ ଇତିହାସ ସୃଷ୍ଟି କରିଛି।…

4 years ago